Posted inଜାତୀୟ

ଅଧ୍ୟକ୍ଷ ପଦ ପାଇଁ ମନା କଲେ ଦିଗ୍‌ବିଜୟ

ଭୋପାଳ,୩୧।୮: କଂଗ୍ରେସରେ ଏବେ ଅଧ୍ୟକ୍ଷ ପଦକୁ ନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ମଧ୍ୟପ୍ରଦେଶ କଂଗ୍ରେସରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଏବେ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ କାହା ହାତକୁ ଯିବ ତାକୁ ନେଇ ଚାଲିଛି ଅଙ୍କକଷା। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ରେସ୍‌ରେ କେତେଜଣ ନାମୀ ରାଜନେତାଙ୍କ ନାଁ ରହିଛି। ହେଲେ ପିପିସିର ସଭାପତି ହେବାକୁ ଇତିମଧ୍ୟରେ କୁଆଡେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ସଫା ସଫା ମନା କରି ଦେଇଛନ୍ତି। ସେ କହିଛନ୍ତି ଏବେ ମୁଖ୍ୟମନ୍ତ୍ରୀ କମଲନାଥ ପିସିସି ମୁଖ୍ୟ ରହିଛନ୍ତି ତେଣୁ ଏହି ପଦ ଖାଲି ନାହିଁ। ଅନ୍ୟପଟେ ଏହି ପଦବୀକୁ ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ କୁଆଡେ ନାରାଜ ଥିବା ଆଲୋଚନା ହେଉଥିଲା। ହେଲେ ଦିଗ୍‌ବିଜୟ କହିଛନ୍ତି ସେ ସିନ୍ଧିଆଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ସିନ୍ଧିଆ ଆଦୌ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ନାରାଜ ନାହାଁନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲାଇନ୍‌ ଗର୍ଗଲ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌କୁ ଆଇସିଏମ୍‌ଆର୍‌ ମଞ୍ଜୁରୀ…

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣ ନେଇ ଦେଶରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ଟେଷ୍ଟ୍‌ ସଂଖ୍ୟା ବୃଦ୍ଧି କରିବା ଲାଗି ଆଇସିଏମ୍‌ଆର୍‌ ପକ୍ଷରୁ ବଡ଼ ନିଷ୍ପତ୍ତି...

ବନ୍ଦ ହେଲା କାଶୀ ବିଶ୍ୱନାଥ ମନ୍ଦିର: ୨ କର୍ମଚାରୀ କରୋନା ପଜିଟିଭ୍‌

ବାରାଣସୀ,୨୨।୭: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଧର୍ମନଗରୀ କୁହାଯାଉଥିବା ବାରାଣସୀରେ ମଧ୍ୟ ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ଆକ୍ରାନ୍ତ...

ନ୍ୟାୟ ମାଗି ଦଣ୍ଡିତ

ନୂଆଦିଲ୍ଲୀ,୨୯ା୫ : ରବିବାର ଦେଶକୁ ମିଳିଛି ଗଣତନ୍ତ୍ରର ନୂଆ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟର ନୂଆ ବିଲ୍ଡିଂକୁ ଲୋକାର୍ପଣ କରି ସମ୍ବୋଧନ କରୁଥିବାବେଳେ ସେଠାରୁ...

କରୋନା ସଂକ୍ରମିତଙ୍କ ଘରେ ପୋଷ୍ଟର ଲଗାଇଲେ ଦିଲ୍ଲୀ ସରକାର: ଦୂରେଇ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣ ରୋକିବା ଲାଗି ଦିଲ୍ଲୀ ସରକାର ସଂକ୍ରମିତଙ୍କ ଘରେ ପୋଷ୍ଟର ଲଗାଯାଇଛି। ଅନ୍ୟ ଲୋକଙ୍କୁ ଏଭଳି ଘରଠାରୁ ଦୂରେଇ ରହିବା ପାଇଁ ପୋଷ୍ଟରରେ...

୬୫ ବର୍ଷୀୟା ବୃଦ୍ଧା ୧୪ ମାସ ଭିତରେ ଜନ୍ମ ଦେଇଛନ୍ତି ୮ ସନ୍ତାନ!

ପାଟନା,୨୨ା୮: ବିହାରରେ ବିଭିନ୍ନ ବିଭାଗରେ ଅନିୟମିତତା ହେଉଥିବା ଖବର ଅନେକ ସମୟରେ ଜାଣିବାକୁ ମିଳିଥାଏ। ଏବେ ଏଠାରେ ଆଉ ଏକ ସରକାରୀ ଯୋଜନାରେ ଘୋଟାଲା ହୋଇଥିବା...

ବଦଳିବ ଦେଶର ୧୩ ବିମାନବନ୍ଦରର ନାମ

ଔରଙ୍ଗାବାଦ,୧୭।୨: ଦେଶରେ ବିମାନବନ୍ଦର, ସହର ଓ ଐତିହାସିକ ସ୍ଥାନଗୁଡିକର ନାମ ପରିବର୍ତ୍ତନ କରିବାର ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ବର୍ତ୍ତମାନ ଦେଶର ୧୩ଟି ବିମାନବନ୍ଦରର ନାମ ପରିବର୍ତ୍ତନ...

ବିରୋଧୀଙ୍କ ଅଭିଯୋଗ: ନିଆଁରେ ଘିଅ ଢାଳୁଛି କେନ୍ଦ୍ର, ଅଘୋଷିତ ଜରୁରୀ ପରିସ୍ଥିିତି

ନୂଆଦିଲ୍ଲୀ, ୨୦।୧୨(ପି.ଟି./ଆଇଏଏନ୍‌ଏସ୍‌):ନୂଆ ନାଗରିକତ୍ୱ ଆଇନ ବିରୋଧୀ ବିକ୍ଷୋଭ ଦେଶବ୍ୟାପୀ ଆନ୍ଦୋଳନର ରୂପ ନେଇସାରିଛି। ଉତ୍ତର-ପୂର୍ବାଞ୍ଚଳରେ ଉଠିଥିବା ନିଆଁ ପଶ୍ଚିମବଙ୍ଗ ପରେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଓ...

କୃଷି ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ପଛକୁ ହଟିଛୁ ହେଲେ ପୁଣି ଆଗେଇବୁ…

ନୂଆଦିଲ୍ଲୀ, ୨୫।୧୨: କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ମନ୍ତବ୍ୟ ନେଇ ଏବେ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ମହାରାଷ୍ଟ୍ରର ନାଗପୁର ଠାରେ ଏକ...

Advertisement
Archives

Model This Week