ଅଧାପନ୍‌ତରିଆ ହେଇ ପଡ଼ିଛେ ପ୍ରକଳ୍ପ: ପାଏନ୍‌ ଲାଗି ଡହକ୍‌ବିକଲ ଲରିଆବାହାଲବାସୀ

ଡୁଙ୍ଗୁରିପାଲି, ୩ା୬(ଡି.ଏନ୍‌.ଏ) : କେନ୍ଦ୍ର ଆର ରାଏଜ୍‌ ସରକାର ଗାଁଗଁଲିରୁ ସହର ତକ୍‌ ସବୁ ଲୁକ୍‌କୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାକେ ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଦାଇତିଅରେ ଥିବାର ଅଧ୍‌କାରୀ, କରମ୍‌ଚାରୀ, ଜନପରତିନିଧିମାନକର ଆଁତରିକତା ଅଭାବୁ ସରକାରକଁର ଇ ମହତ୍‌ ଯୋଜନା ଅନେକ ଜାଗାରେ ବାଟବନା ହେଉଛେ। ଅନେକ୍‌ ଜାଗାରେ ଲୋକ୍‌ ବଛରକୁତା ପାନି ସମସିଆ ସଂଗେ ଯୁଝୁଥିଲାବେଲେ ଖରା ଦିନେ ସମସିଆଟା ଦୁଇଗୁନା ହେଇଯାଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ବୈଦୁପାଲି ପଁଚେତ୍‌ରେ।
ସୂଚନା ଅନ୍‌ସାରେ ବୈଦୁପାଲି ପଁଚେତ୍‌ ଲରିଆବାହାଲ ଗାଁ ୪ଟା ଓ୍ବାର୍ଡକେ ନେଇ ଗଠିତ। ଗାଁରେ ପାଖାପାଖି ୩ ହଜାରୁ ଅଧ୍‌କା ଲୋକ୍‌ ବାସ କରୁଛନ୍‌। ଲୁକ୍‌କର ପିଇଲା ପାଏନ୍‌ ସୁବିଧା ଲାଗି ଗାଁରେ ୫ଟା ନଲ୍‌ଚୁଆଁ ରହିଛେ। ହେଲେ ନଲ୍‌ଚୁଆଁମାନ୍‌କେ ଦୂଷିତ ପାଏନ୍‌ ବାହାରୁଥିଲାବେଲେ ଦରକାର ହିସାବେ ପାଏନ୍‌ ନାଇଁ ବାହାରବାର। ଇଆଡ଼େ ମୁଡ଼ଫଟା ଖରା ତାତିର ଲାଗି ଗାଁର ବଁଧ୍‌କଟା ଦରଶୁଖା ହେଇ ପାଏନ୍‌ ଗୁଲିଆ ହେଇଗଲାନ। ଏନ୍‌ତାଥି ଗାଁବାସୀ ଉପେ ଶୂଇନ୍‌ ହେଇ ବଁଧ୍‌କଟା, ଖୁଲାଚୁଆଁର ଦୂଷିତ୍‌ ପାଏନ୍‌ ବେଭାର କରୁଥିବାର ଓ୍ବାର୍ଡ ମେମ୍ବର ବନମାଳୀ ପୋଢ଼ କହିଛନ୍‌। ଇଆଡ଼େ ଗାଁବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଆର୍‌ଡବ୍ଲୁଏସ୍‌ଏସ୍‌ ବିଭାଗ ତରୁଫୁ ୨୦୧୮-୧୯ ଆର୍‌ଥିକ ବଛରରେ ଗୁଟେ ପାଏନ୍‌ ପ୍ରକଳ୍ପ କାମ ମୂଲ ହେଇଛେ। ହେଲେ ୩୦ ହଜାର ଲିଟର କ୍ଷମତାର ଓଭରହେଡ ଟ୍ୟାଙ୍କ ଆର ୫୦ ହଜାର ଟିଲର କ୍ଷମତା ଥିବାର ଗୁଟେ ଭୂତଲ ଟ୍ୟାଙ୍କ କାମ୍‌ ବହୁତ ଦିନ୍‌ ହେଲା ଅଧାପନତରିଆ ହେଇ ପଡ଼ିଛେ। ପ୍ରକଳ୍ପ ପୂରା ହେଲେ ଫଟାମୁଣ୍ଡାରେ ଥିବାର ଆରଡବ୍ଲୁଏସ୍‌ଏସ୍‌ ବିଭାଗର ବୋରିଂରୁ ପାଇପ୍‌ରେ ଲରିଆବାହାଲ ପକଳ୍ପକେ ପାଏନ୍‌ ଯୁଗେଇ ଦିଆଯିବା। ସେ ପାଏନ୍‌ ଭୂତଲ ଟ୍ୟାଙ୍କରେ ଜମା ହେଲା ଉତାରୁ ଓଭରହେଡ ଟ୍ୟାଙ୍କକେ ଚଢ଼େଇ ଗାଁବାସୀକୁ ପାଏନ୍‌ ଯୁଗେଇ ଦିଆଯିବାର ଯୋଜନା ରହିଛେ। ହେଲେ ଗାଁରେ ଚାଲିଥିବାର ପ୍ରକଳ୍ପରେ ସୂଚନା ଫଲକ ଅଭାବୁ ଗାଁବାସୀ ପ୍ରକଳ୍ପ ବାବ୍‌ଦେ ଅଁଧାରେ ରହିଛନ୍‌। ଇଟା କେତେ ଟଁକାର ପ୍ରକଳ୍ପ, କେଭେ ଆରମ୍‌ କେଭେ ଶେଷ୍‌ ଗାଁବାସୀ କିଛି ନାଇଁ ଜାନିପାରୁଥିବାର ଅଭିଯୋଗ କରିଛନ୍‌। ଇଆଡ଼େ ଖରା ଝାଉରେ ଗାଁବାସୀ ପିଇଲା ପାଏନ୍‌ ଲାଗି ନାନା ସମସିଆ ସଂଗେ ଯୁଝୁଛନ୍‌। ଇ ଘଟନା ବାବ୍‌ଦେ ଡୁଙ୍ଗୁରିପାଲି ବିଡିଓ ସହଦେବ ସମାଧିଆକୁଁ ପଚରାଲାରୁ ନିହାତି ଭାବେ ଗାଁବାସୀକର ପିଇଲା ପାଏନ୍‌ ସୁବିଧା କରାଯିବା, ଯଦି ନଲ୍‌ଚୁଆଁରୁ ଦରକାର ହିସାବେ ପାଏନ୍‌ ନାଇଁ ବାହାରବାର ଲୁକ୍‌କୁ ଟ୍ୟାଙ୍କରରେ ପିଇଲା ପାଏନ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଆର୍‌ଡବ୍ଲୁଏସ୍‌ଏସ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ରଞ୍ଜନ ପୁଟେଲକୁଁ ପଚରାଲାରୁ ପ୍ରକଳ୍ପ ପୂରା ହେବାକେ ଆର ୩ରୁ ୪ମାସ ସମିଆ ଲାଗ୍‌ବା, କାମ୍‌ ସଏଲେ ଲୋକ୍‌ ଠିକ୍‌ ହିସାବେ ପାଏନ୍‌ ପାଏବେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଦୁଇ ଏମ୍‌ସିଏଲ୍‌ କର୍ମଚାରୀଙ୍କ ମିଳିଲା ମୃତଦେହ

ସମ୍ବଲପୁର,୮ା୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଝାଙ୍କରାଣୀପୀଠ ମନ୍ଦିର ଘାଟରେ ରବିବାର ଏକ ଅଘଟଣ ଘଟିଥିଲା। ଡ୍ୟାମରେ ବୁଡିଯାଇ ସମ୍ବଲପୁର ମହାନଦୀ କୋଇଲା କମ୍ପାନୀ(ଏମ୍‌ସିଏଲ୍‌ )ର ୨ଜଣ...

ବିନା କାମ୍‌ରେ ସୂଚନା ଫଲକ

କୁଚିଣ୍ଡା, ୧୯।୬ (ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଗୋଛରା ପଁଚେତ୍‌ ଅଧୀନ ଲଇଗୁରା ଗଁାର ପାଏନ୍‌ ଖିଆ ବଁଧର ଉନ୍‌ନତିକରନ କାମ୍‌ ୪ ଲାଖ୍‌ ଟଁକା ଖରଚ...

ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ରାଉରକେଲା ଅଫିସ,୨୫।୭: ରାଉରକେଲା ଲାଠିକଟା ପୋଲିସ ବୁଧବାର ଜଣେ ଅପରାଧିଙ୍କୁ ଏନକାଉଣ୍ଟର କରିଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ମାଝି(୩୩)ଗୁରୁତର ଆହତ ହୋଇଛନ୍ତି। ସୁନିଲର...

କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ୬ ବଛ୍‌ରିଆ ଛୁଆ: ଚିକିତ୍ସା ଲାଗି ଟଁକା ବାଧକ୍‌

ଜୁନାଗଡ,୧୨।୫(ଡି.ଏନ୍‌.ଏ.):  କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କୁଲିହାରୀ ଗାଁର ଧନେଶ୍ୱର ବାଗକଁର ୬ ବଛର୍‌ର ପୁଓ ସୁରେନ୍ଦ୍ର ୪ ବଛର ହେଲା କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ...

ଶେଷ ରାଉଣ୍ଡରେ ୨ ଭୋଟରେ ଜିତିଲେ

ସମ୍ବଲପୁର,୧।୩(ବ୍ୟୁରୋ): ସମ୍ବଲପୁର ଜିଲାରେ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି। ମାତ୍ର ୨ଖଣ୍ଡ ଭୋଟରେ ଜଣେ ସରପଞ୍ଚ ପ୍ରାର୍ଥୀ ବିଜୟ ହେବା ଘଟଣା ଆଲୋଚନାର ବିଷୟ...

ହାରାକୁଦର ୧୬ଟି ଗେଟ୍‌ ଖୋଲିଲା

ସମ୍ବଲପୁର, ୧୫।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଗୁରୁବାର ଖୋଲାଯାଇଛି। ୨ଟା ସୁଦ୍ଧା ୧୬ଟି ଗେଟ ଦେଇ ୨ ଲକ୍ଷ ୫୦ ହଜାର କ୍ୟୁସେକ ବନ୍ୟା...

ବନ୍ୟାପାଣିରେ ଭାସି ଯାଇଥିଲା କାର: ମିଳିଲା ଶଳା, ଭିଣୋଇଙ୍କ ମୃତଦେହ

ସମ୍ବଲପୁର/କୁଚିଣ୍ଡା,୨୧ା୮(ବ୍ୟୁରୋ/ଡି.ଏନ୍‌.ଏ.):ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଫାସିମାଲ- ଲଇଡ଼ା ରାସ୍ତାର ନକଟିପାଲି ଗାଁ ନିକଟସ୍ଥ ବାରଟେଙ୍ଗରା ନାଳ ବନ୍ୟାପାଣିରେ ଭାସି ଯାଇଥିବା କାର ଭିତରୁ ରବିବାର ଶଳା,...

୭ମ ରାଉଣ୍ଡ ସୁଦ୍ଧା ନୂଆପଡ଼ାରେ ବିଜେଡି ଆଗୁଆ

ନୂଆପଡ଼ା,୨୩।୫: ୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଆଗୁଆ ଅଛନ୍ତି। ରାଜେନ୍ଦ୍ର ୧୪୫୯୩ ଭୋଟ ପାଇଥିବାବେଳେ...

Advertisement
Archives

Model This Week