Posted inଜାତୀୟ

ଅଟଳ ବିହାରୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ ମୋଦି

ଲକ୍ଷ୍ନୌ,୨୧।୧୨: ଡିସେମ୍ବର ୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତିର ଲୋକାର୍ପଣ କରାଯିବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଲୋକଭବନରେ ଅଟଳବିହାରୀଙ୍କ ୨୫ ଫୁଟ ଉଚ୍ଚା କାଂସ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଡିସେମ୍ବର ୨୩ଠାରୁ ୨୫ ପର୍ଯ୍ୟନ୍ତ ଏକ ଉତ୍ସବ ଆୟୋଜନ କରାଯାଉଛି। ପ୍ରତିମୂର୍ତ୍ତି ଲୋକାର୍ପଣ ଉତ୍ସବରେ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ନୁହେଁ ପୋଷା କୁକୁର ହେଲା ଉତ୍ତରାଧିକାରୀ

ଭୋପାଳ,୩୧।୧୨: ପିତାଙ୍କ ଅନ୍ତେ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ଝିଅ-ପୁଅଙ୍କୁ ବିବେଚିତ କରାଯାଇଥାଏ। ତେବେ ମଧ୍ୟପ୍ରଦେଶରେ ଜଣେ ଚାଷୀ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତିର...

ସୋମବାର ଲୋକସଭାରେ ଆଗତ ହୋଇପାରେ ନାଗରିକତା ସଂଶୋଧନ ବିଲ୍‌

ନୂଆଦିଲ୍ଲୀ,୮।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ଗତ ସପ୍ତାହରେ ମଞ୍ଜୁରୀ ଦେଇଛି। ଏବେ ଏହା ସଂସଦର ଉଭୟ ଗୃହରେ ଉପସ୍ଥାପିତ ହେବ।...

ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ସଂପୃକ୍ତ ମନ୍ତ୍ରଣାଳୟକୁ ଚିଠି ପଠାଇଲେ ଶାହା

ନୂଆଦିଲ୍ଲୀ,୧୫।୭: ବଲିଉଡ୍‌ ଭର୍ସାଟାଇଲ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟାର ଏକ ମାସ ବିତିସାରିଲାଣି। ହେଲେ ତାଙ୍କୁ ହରାଇବାର କଷ୍ଟ ଏବେ ବି ପରିବାର ସମ୍ପର୍କୀୟ...

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଦୁଃଖପ୍ରକାଶ

ନୂଆଦିଲ୍ଲୀ,୧୬।୮: କ୍ରିକେଟରରୁ ରାଜନେତା ପାଲଟିଥିବା ତଥା ଯୋଗୀ ସରକାରର ମନ୍ତ୍ରୀ ଚେତନ ଚୌହାନଙ୍କର ଦେହାନ୍ତ ହୋଇଛି। ୭୩ ବର୍ଷିୟ ଚେତନ କରୋନା ଆକ୍ରାନ୍ତ ହେବାପରେ ଗୁରୁଗ୍ରାମର...

ହସନପୁରରେ ତେଜପ୍ରତାପ ପଛୁଆ

ପାଟନା,୧୦।୧୧: ବିହାର ବିଧାନସଭା ନିର୍ବାଚନରେ ସମସ୍ତିପୁର ଜିଲାର ହସନପୁର ଆସନରେ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ପଛୁଆ ରହିଛନ୍ତି। ଜେଡ଼ିୟୁର ରାଜ କୁମାର ରାୟଙ୍କଠାରୁ...

ଭାରତର ଲକ୍ଷେ ୨୧ ହଜାର ୧୮୦ ବର୍ଗ କିମି ଜମି ମାଡ଼ି ବସିଛନ୍ତି ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୭: ଭାରତର ୭ ପଡ଼ୋଶୀଙ୍କ ମଧ୍ୟରୁ ୩ ଦେଶ ସହିତ ସୀମା ବିବାଦ ଲାଗି ରହିଛି। ଭାରତର ୧୫ ହଜାର୧୦୬ କିମି ଦୀର୍ଘ ସୀମା ପାକିସ୍ତାନ,...

ଦିଲ୍ଲୀର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଟକ

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଦିଲ୍ଲୀର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅନିଲ ଚୌଧୁରୀଙ୍କୁ ରବିବାର ପୋଲିସ ଅଟକ ରଖିଛି। ପୋଲିସର ସୂଚନା ଅନୁଯାୟୀ, ଅନିଲ ଦିଲ୍ଲୀରୁ ଶ୍ରମିକଙ୍କୁ ନିଜ...

ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ,୬।୧୨: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ରାଜ୍ୟରେ କାର୍ଯ୍ୟରତ ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ୟୁନିଫର୍ମ ସଫା କରିବାକୁ...

Advertisement


Archives

Model This Week

Why Dharitri