
ମୁମ୍ବାଇ,୨୮।୯:ମନିଲଣ୍ଡରିଂ ମାମଲାରେ ଇଡି ତଦନ୍ତର ସମ୍ମୁଖୀନ ହୋଇଥିବା ବରିଷ୍ଠ ଏନ୍ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଶୁକ୍ରବାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ନିଷ୍ପତ୍ତିର କାରଣ ସମ୍ପର୍କରେ ଜଣାପଡିନାହିଁ।
ମୁମ୍ବାଇ,୨୮।୯:ମନିଲଣ୍ଡରିଂ ମାମଲାରେ ଇଡି ତଦନ୍ତର ସମ୍ମୁଖୀନ ହୋଇଥିବା ବରିଷ୍ଠ ଏନ୍ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଶୁକ୍ରବାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ନିଷ୍ପତ୍ତିର କାରଣ ସମ୍ପର୍କରେ ଜଣାପଡିନାହିଁ।
ଚେନ୍ନାଇ,୫।୫: ତାମିଲନାଡୁର କୋୟମ୍ବେଡୁ ବଜାର ଏବେ କରୋନ ସଂକ୍ରମଣର ହଟ୍ସ୍ପଟ୍ ପାଲଟିଛି। ୬୫ ଏକର ଜମିରେ ଥିବା ଏହି ବୃହତ୍ ବଜାରକୁ ରାଜ୍ୟ ତଥା ରାଜ୍ୟ...
ନୂଆଦିଲ୍ଲୀ,୧୬।୨: କରୋନା ମହାମାରୀ ସଂକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ୍ କରିଥିଲେ। ୫୯ ଚାଇନା ଆପ୍କୁ ବ୍ୟାନ୍ କରାଯାଇଥିଲା।...
ନୂଆଦିଲ୍ଲୀ,୧୩।୨: ଶାହିନ୍ ବାଗ୍ରେ ନାଗରିକତା ସଂଶୋଧନ ଆଇନ ନେଇ ପ୍ରଦର୍ଶନ ଜାରି ରହିଥିଲା। କରୋନା ମହାମାରୀ ସଂକ୍ରମଣକୁ ନେଇ ଧାରଣା ଦେଇଥିବା ଲୋକଙ୍କୁ ଏଠାରୁ ହଟାଯାଇଥିଲା।...
ଲକ୍ଷ୍ନୌ,୧୬।୧୨: ଉନ୍ନାଓ ବହୁ ଚର୍ଚ୍ଚିତ ବଳାତ୍କାର ମାମଲାର ଶୁଣାଣି ସୋମବାର ହୋଇପାରେ। ତିସ୍ ହଜାରୀ କୋର୍ଟ ଭାଜପାରୁ ବିତାଡିତ ବିଧାୟକ କୁଲଦୀପ ସେନଗରଙ୍କ ବିରୋଧରେ ରାୟ...
ପାଟନା,୧୭।୪: ଚାରା ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଶନିବାର ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କୁ...
ଥିରୁଭାନନ୍ତପୁରମ,୨୪ ।୧୦: ସାରା ଦେଶରେ ପିଆଜର ଦର ଏବେ ଅହେତୁକ ଭାବେ ବଢି ଚାଲିଛି । ଏହାକୁ ନେଇ କେରଳର କୃଷି ମନ୍ତ୍ରୀ ଭିଏସ୍ ସୁନିଲ...
ନୂଆଦିଲ୍ଲୀ,୧୫।୯(ପି.ଟି.): ହିନ୍ଦୀ ଦିବସ ପାଳନ ଅବସରରେ ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ‘ଗୋଟିଏ ଦେଶ ଗୋଟିଏ ଭାଷା’ ସପକ୍ଷରେ ମତ ଦେଇଛନ୍ତି। ଅଧିକାଂଶ ଲୋକ ହିନ୍ଦୀରେ...
ନୂଆଦିଲ୍ଲୀ,୨୯।୬: ଦେଶରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନିକଟରେ ଛାତ୍ରମାନେ ‘ଅପ୍ଟ ଆଉଟ୍’ ସମ୍ବନ୍ଧରେ...