Posted inଜାତୀୟ

ଅଗଷ୍ଟ ୫ରେ ଭେଲୋର ଭୋଟ

ଚେନ୍ନାଇ,୫।୭ : ତାମିଲନାଡ଼ୁର ଭେଲୋର ଲୋକ ସଭା ଆସନ ଲାଗି ଅଗଷ୍ଟ ୫ ତାରିଖରେ ଭୋଟଗ୍ରହଣ କରାଯିବ। ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ନିର୍ବାଚନ ପରେ ଅଗଷ୍ଟ ୯ରେ ଭୋଟଗଣତି କରାଯିବ ବୋଲି ଆୟୋଗ ଦର୍ଶାଇଛନ୍ତି। ଆଚରଣବିଧି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ। ଭେଲୋର ସଂସଦୀୟ ଆସନ ଲାଗି ଜୁଲାଇ ୧୮ରେ ନାମାଙ୍କନପତ୍ର ଦାଖଲ କାର୍ଯ୍ୟ ଶେଷ ହେବ। ପ୍ରକାଶଥାଉ କି, ଏହି ଆସନ ଲାଗି ଗତ ଏପ୍ରିଲ ୧୮ରେ ଭୋଟଗ୍ରହଣ କରାଯିବା ଲାଗି ଦିନ ଧାର୍ଯ୍ୟ ହୋଇଥିଲା। ତେବେ ନିର୍ବାଚନ ଠିକ୍‌ ପୂର୍ବରୁ ପ୍ରଚୁର ଟଙ୍କା ଜବତ କରାଯିବା ପରେ ଏହି ନିର୍ବାଚନକୁ ରଦ୍ଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥରିଲା ଆଣ୍ଡାମାନ

ପୋର୍ଟବ୍ଲେୟାର,୨୨।୫: ଆଣ୍ଡାମାନ ନିକୋବରରେ ବୁଧବାର ଭୂକମ୍ପ ଅନୁଭୁତ ହୋଇଛି। ଭୋର୍‌ ୬ଟା ୯ରେ ଏଠାରେ ଭୂକମ୍ପ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିବାଭାରତୀୟ...

କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ: କମିଲା ଇଣ୍ଟରନେଟ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ବହୁ କାର୍ଯ୍ୟାଳୟ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ...

ପୁଣି ଜନତା ଦଳ ୟୁନାଇଟେଡ୍‌ର ଅଧ୍ୟକ୍ଷ ହେଲେ ନୀତୀଶ

ନୂଆଦିଲ୍ଲୀ,୩୦।୧୦: ଦ୍ବିତୀୟଥର ପାଇଁ ଜନତା ଦଳ ୟୁନାଇଟେଡର ଅଧ୍ୟକ୍ଷ ହେଲେ ନୀତୀଶ କୁମାର। ବୁଧବାର ନୂଆଦିଲ୍ଲୀ ସ୍ଥିତ ମାବଲଙ୍କର ହଲ୍‌ରେ ଜନତା ଦଳ ୟୁନାଇଟେଡ୍‌ର ବୈଠକ...

ଅପରେଶନ୍‌ ସମୁଦ୍ର ସେତୁ: ଭାରତୀୟଙ୍କୁ ଆଣିବା ଲାଗି ମାଳଦ୍ୱୀପରେ ପହଞ୍ଚିଲା ଆଇଏନ୍‌ଏସ୍‌ ଜଲଶ୍ୱା

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଯୋଗୁ ପୃଥବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ...

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ତୃତୀୟ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ...

ବାୟୁସେନା ପାଇଁ ୫୬ ବିମାନ କ୍ରୟକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୯।୯: ଭାରତୀୟ ବାୟୁସେନାର ପୁରୁଣା ଆଭ୍ରୋ ବିମାନ ସ୍ଥାନରେ ସାମିଲ ହେବ ଟ୍ବିନ୍‌-ଟର୍ମୋପ୍ରପ୍‌ ସି-୨୯୫ଏମ୍‌ଡବ୍ଲ୍ୟୁ ବିମାନ। ଏଭଳି ୫୬ଟି ବିମାନ କିଣିବା ପ୍ରସ୍ତାବକୁ ବୁଧବାର...

ଅରୁଣାଚଳରେ ଜେଡିୟୁକୁ ଝଟ୍‌କା

ଇଟାନଗର, ୨୬।୧୨ : ଅରୁଣାଚଳପ୍ରଦେଶରେ ସଂଯୁକ୍ତ ଜନତା ଦଳ (ଜେଡିୟୁ)କୁ ଶକ୍ତ ଝଟ୍‌କା ଲାଗିଛି। ସେଠାର ୬ ଜଣ ଜେଡିୟୁ ବିଧାୟକ ଭାଜପାରେ ଯୋଗଦେଇଛନ୍ତି। ଏହା...

ଏଠି ମାରିବି ଶ୍ମଶାନରେ ପଡ଼ିବ

କୋଲକାତା,୧୬।୬: ଭାଜପା ନେତା ତଥା ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ବୁଧବାର ମିଥୁନ ଦା’ଙ୍କ ଜନ୍ମଦିନ ଥିବା ବେଳେ ମାନିକତଲା...

Advertisement


Archives

Model This Week