ଅକ୍ଷୟ କୁମାରଙ୍କ ସିକ୍ୟୁଏଲ ଫିଲ୍ମରେ ନଜର ଆସିପାରନ୍ତି କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ଏବେ ଅଭିନୟ ପାଇଁ ଅଛନ୍ତି ଚର୍ଚ୍ଚାରେ। ନିକଟରେ କାର୍ତ୍ତିକ ଓ ସାରା ଅଲି ଖାଁଙ୍କ ଅପ୍‌ କମିଙ୍ଗ ଫିଲ୍ମର ଶୁଟିଂ ସରିଛି। ୨୦୦୯ରେ ଆସିଥିବା ଫିଲ୍ମ ‘ଲଭ୍‌ ଆଜକଲ’ର ସିକ୍ୟୁଏଲରେ ଏମାନେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ଆସନ୍ତା ୨୦୨୦ରେ ପରଦାକୁ ଆସିବ ବୋଲି ଯୋଜନା ରହିଛି। ଏବେ କିନ୍ତୁ ଆଉ ଏକ ଖବର ସାମ୍ନାକୁ ଆସିଛି। ୨୦୦୭ରେ ପରଦାକୁ ଆସିଥିବା ଅକ୍ଷୟ କୁମାର ଓ ବିଦ୍ୟା ବଲାନଙ୍କ ଅଭିନୀତ ଫିଲ୍ମ ‘ଭୁଲ ଭୁଲେୟା’ର ସୁକ୍ୟୁଏଲରେ କାର୍ତ୍ତିକ କାମ କରି ପାରନ୍ତି। ମୁମ୍ବାଇ ମିରର୍‌ର ଖବର ଅନୁଯାୟୀ କାର୍ତ୍ତିକ ଏହି ଫିଲ୍ମରେ ଅକ୍ଷୟଙ୍କ ଚରିତ୍ରରେ ନଜର ଆସିବେ। ହେଲ ଏପର୍ଯ୍ୟନ୍ତ ଏହାର ସ୍କ୍ରିପ୍ଟ ଫାଇନାଲ ହୋଇ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେହେନ୍‌ଶାହଙ୍କ ଲାଗି ବାଦ୍‌ଶାହଙ୍କ ସ୍ବତନ୍ତ୍ର ବାର୍ତ୍ତା: ଆମ ନାତି ନାତୁଣୀଙ୍କର ମଧ୍ୟ ମନୋରଞ୍ଜନ କରନ୍ତୁ

ବମ୍ବେ: ନିଜର ୮୦ତମ ଜନ୍ମଦିନ ପାଳନ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏମିତିରେ ଏହି ବର୍ଷଟି ତାଙ୍କ ପାଇଁ ବହୁତ ଖାସ୍‌। ଏହି ସ୍ବତନ୍ତ୍ର...

ଗ୍ରାମୀ ପୁରସ୍କାର ବିଜେତାଙ୍କ ପରଲୋକ

କିମ୍ବଦନ୍ତୀ ସଙ୍ଗୀତ ନିର୍ଦ୍ଦେଶକ ବର୍ଟ ବାଚାରାଚଙ୍କ ୯୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କେବଳ ଗ୍ରାମି ନୁହେଁ ଓସ୍କାର ମଧ୍ୟ ଜିତିଛନ୍ତି। ସେ ହିଟ...

ସ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିକି

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ବିଦେଶରୁ ଆସି ବଲିଉଡ୍‌ରେ ପାଦ ରଖି ସଫଳ ହେବ କମ ବଡ଼...

ପୁଣିଥରେ ଏକାଠି ନଜର ଆସିବେ କରନ-ଅର୍ଜୁନ

ମୁମ୍ବାଇ: ବେଶ କିଛି ଦିନ ପରେ ପୁଣି ବଡ ପରଦାରେ ଶାହାରୁଖଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ତାଙ୍କ ପ୍ରଶଂସକ । ଏହାରି ଭିତରେ ଶାହାରୁଖଙ୍କ...

ଏହି ସୁପରଷ୍ଟାରଙ୍କ ଘରେ ବମ୍‌ ପକାଇ ଉଡ଼ାଇ ଦେବାକୁ ମିଳିଲା ଧମକ

ସାଉଥ୍‌ ଫିଲ୍ମର ସୁପରଷ୍ଟାର ଚିୟାନ୍‌ ବିକ୍ରମଙ୍କ ଘର ଉପରେ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏ...

ଗର୍ଭବତୀ ଥିବା ଏହି ଅଭିନେତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଜଣେ ଅଭିନେତା

ଫିଲ୍ମ ‘ବଧାଇ ହୋ’ ସହିତ ଦୀର୍ଘ ସମୟ ପରେ ସିନେମାକୁ ଫେରିଥିବା ନୀନା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ...

ଆଦା ଶର୍ମାଙ୍କୁ ସ୍କିନ ଆଲର୍ଜି, ସୋସିଆଲ ମିଡିଆରେ କଲେ ଶେୟାର…

ମୁମ୍ବାଇ : ଅଭିନେତ୍ରୀ ଆଦା ଶର୍ମା ନିଜ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିଣିଛନ୍ତି। ବିବାଦୀୟ ଚଳଚ୍ଚିତ୍ର ‘କେରଳ ଷ୍ଟୋରୀର ଅଭିନେତ୍ରୀ ଆଦା ଶର୍ମା ଆଜିକାଲି...

ଯୋଗେନ୍ଦ୍ର ଛାଡ଼ିଲେ ଶୋ’

ବମ୍ବେ: ଶୋ’ ଛାଡ଼ିଲେ ଯୋଗେନ୍ଦ୍ର ବିକ୍ରମ ସିଂହ। ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଗୁମ୍‌ ହୈ କିସି କେ ପ୍ୟାର୍‌ ମେ’ରେ ଆଉ...

Advertisement
Archives

Model This Week