Posted inଜାତୀୟ

ଅକ୍ଷୟ କୁମାରଙ୍କୁ ମୋଦି କହିଲେ ମନର କଥା: ମମତା ଦିଦି କୁର୍ତ୍ତା ଓ ମିଠା ଉପହାର ଦିଅନ୍ତି

ନୂଆଦିଲ୍ଲୀ,୨୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ୍‌କାର ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନେଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନିଜର ମନର କଥା ଖୋଲି କହିଛନ୍ତି। ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସହିତ ସମ୍ପର୍କ ବିଷୟରେ ମୋଦି କହିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ଭଲ ଲୋକ। ସେ ବର୍ଷରେ ଥରେ ଦୁଇଥର କୁର୍ତ୍ତା ଏବଂ ମିଠା ଉପହାର ପଠାଇଥାନ୍ତି। ସେହିପରି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ବର୍ଷରେ ୩-୪ ମିଠାଇ ପଠାଉଥିବା ମୋଦି କହିଛନ୍ତି। ସେହିପରି ଜୀବନରେ ସେ ପ୍ରଧାନମନ୍ତ୍ରୀ ହେବା ପାଇଁ କେବେ ମଧ୍ୟ ଚିନ୍ତା କରି ନ ଥିଲେ। ମାତ୍ର ଜୀବନ ଧାରାରେ ଚାଲୁଚାଲୁ ତାହା ହୋଇଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ହେବେନି ପରମବୀର

ନୂଆଦିଲ୍ଲୀ, ୨୩।୧୧: ସୁପ୍ରିମକୋର୍ଟ ସୋମବାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଗିରଫଦାରିରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ବାରମ୍ବାର ଓ୍ବାରେଣ୍ଟ ଜାରି ସତ୍ତ୍ୱେ...

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ:ଇଟାଲୀ ପ୍ରଶିକ୍ଷକ, ଜାପାନ ଯୋଗ ନିକେତନ ପୁରସ୍କୃତ ହେବେ

ନୂଆଦିଲ୍ଲୀ,୨୧।୬:ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଯୋଗର ପ୍ରସାର ଓ ବିକାଶରେ ଉଲ୍ଲେଖନୀୟ ଅବଦାନ ଲାଗି ଇଟାଲୀର ଯୋଗ ପ୍ରଶିକ୍ଷକ ଆଣ୍ଟୋନିଏଟା ରୋଜି, ଗୁଜରାଟ ଲାଇଫ...

ସିସୋଡିଆଙ୍କ ସମସ୍ୟା ବଢ଼ିଲା: ସିବିଆଇ ଚାର୍ଜଶିଟରେ ନାମ ଅନ୍ତର୍ଭୁକ୍ତ…

ନୂଆଦିଲ୍ଲୀ,୨୫।୪ : ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇ ମଙ୍ଗଳବାର ରାଉସ ଆଭେନ୍ୟୁ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଛି। ଯେଉଁଥିରେ ପ୍ରଥମ ଥର...

ନିଷ୍ପତ୍ତିରେ ପରିବର୍ତ୍ତନ କଲା ୟୁଜିସି

ନୂଆଦିଲ୍ଲୀ,୫ା୭: ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପିଏଚ୍‌.ଡି ଜରୁରୀ ବୋଲି ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନେଇଥିବା ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ଏହି ପଦରେ...

ଗେହଲଟଙ୍କ ଚିନ୍ତନ ବନାମ ପାଇଲଟଙ୍କ ମିଶନ…

ଜୟପୁର,୧୬।୧ : ବିଧାନସଭା ନିର୍ବାଚନର ପ୍ରାୟ ୧୦ ମାସ ପୂର୍ବରୁ ରାଜସ୍ଥାନରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ରାଜସ୍ଥାନ ସରକାର ‘ଚିନ୍ତନ’ ଶିବିର...

ଯୋଗୀଙ୍କ ସମେତ ୨ଉପମୁଖ୍ୟମନ୍ତ୍ରୀ, ୪୭ମନ୍ତ୍ରୀ ନେବେ ଶପଥ: ୭୦ନେତାଙ୍କ କରାଗଲା ଆରଟିପିସିଆର ଟେଷ୍ଟ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ଶୁକ୍ରବାର ଅପରାହ୍ନ ୪ଟାରେ ଇକାନା ଷ୍ଟାଡିୟମ୍‌ରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଯୋଗୀଙ୍କ...

ଅଯୋଧ୍ୟାରେ ଆକ୍ରମଣ ପାଇଁ ଜୈଶ୍‌ର ଷଡ଼ଯନ୍ତ୍ର: ଧରାପଡ଼ିଲା ମାସୁଦ୍‌ ଅଝାରଙ୍କ ଗୁପ୍ତବାର୍ତ୍ତା

ନୂଆଦିଲ୍ଲୀ,୨୫।୧୨: ଅଯୋଧ୍ୟାରେ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ ଷଡ଼ଯନ୍ତ୍ର ରଚିଛି। ଏନେଇ ଜୈଶ୍‌ ମୁଖ୍ୟ ମାସୁଦ୍‌ ଅଝାରଙ୍କ ଏକ ଗୁପ୍ତବାର୍ତ୍ତା ଭାରତୀୟ ଗୋଇନ୍ଦା ବିଭାଗ...

ମେ’୩୧ରେ ଆମେରିକା ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୩୧ ମେ’ରେ ଏକ ସପ୍ତାହ ପାଇଁ ଆମେରିକା ଗସ୍ତ କରିବେ। ଏହି ସମୟରେ ସେ ନ୍ୟୁୟର୍କର ମାଡିସନ ସ୍କୋୟାର...

Advertisement
Archives

Model This Week