ଅକ୍ଷୟଙ୍କୁ ଟ୍ବିଙ୍କଲ୍‌ଙ୍କ ପ୍ରଶଂସା

ଅକ୍ଷୟ କୁମାରଙ୍କୁ ବଲିଉଡ୍‌ର ଖେଳାଳି କୁହାଯାଏ। ୫୦ ବର୍ଷ ପାରି ହୋଇଥିବା ଆକ୍ଟରଙ୍କ ମଧ୍ୟରେ ଅକ୍ଷୟ ହେଉଛନ୍ତି ସବୁଠୁ ଫିଟ୍‌। ଅକ୍ଷୟ ସବୁଥିରେ ପାରଙ୍ଗମ ବୋଲି ଫ୍ୟାନ୍‌ମାନେ ଜାଣିଛନ୍ତି। କିନ୍ତୁ ଆଉ ଏକ ଖେଳରେ ଅକ୍ଷୟ ଯେ, ପାରଙ୍ଗମ ଏକଥା କହିଛନ୍ତି ସ୍ତ୍ରୀ ଟ୍ବିଙ୍କିଲ୍‌ ଖାନ୍ନା। ସୋସିଆଲ ମିଡିଆରେ ଟ୍ବିଙ୍କଲ ଏକ ଫଟୋ ଶେୟାର କରି କହିଛନ୍ତି, ସମସ୍ତେ ତୁମକୁ ‘ଖିଲାଡ଼ି’ ବୋଲି କହିଥାନ୍ତି। ଆଜି କିନ୍ତୁ ମୁଁ ଅନୁଭବ କରୁଛନ୍ତି ସତରେ ତୁମେ ଜଣେ ବଡ଼ ଆଉ ଭଲ ଖେଳାଳି’। ଯେଉଁଥିରେ ତୁମକୁ ହରାଇବା ଅସମ୍ଭବ। ଅକ୍ଷୟ ବର୍ତ୍ତମାନ ପରିବାର ସହ ଲଣ୍ଡନରେ ଛୁଟି ମନାଉଛନ୍ତି। ପୁଅ ଆରବ ଲଣ୍ଡନରେ ପାଠ ପଢୁଛନ୍ତି। ଅକ୍ଷୟ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶୁଟିଂ ସାରି ଲଣ୍ଡନ ଯାଇଛନ୍ତି ପରିବାର ସହ। ସେଠି ଝିଅ ସହିତ ଫ୍ଲୋରରେ ଚେସ୍‌ ଖେଳୁଥିବାର ଏକ ଫଟୋ ଟ୍ବିଙ୍କଲ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଅକ୍ଷୟ ଏମିତି ଚେସ୍‌ ଖେଳିଥିଲେ ଶେଷରେ ଝିଅ ହାରିଯାଇଥିଲେ। ପାଖରେ ଠିଆ ହୋଇ ଖେଳକୁ ଉପଭୋଗ କରୁଥିଲେ ଟ୍ବିଙ୍କଲ୍‌। ଏଥିରେ ଅକ୍ଷୟ ଜିତି ଯାଇଥିବାରୁ ଟ୍ବିଙ୍କଲ ତାଙ୍କୁ ପ୍ରଶଂସା କରି ଏପରି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କ ଭାରତ ବାହୁଡ଼ାକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା ଜୋନାସଙ୍କ ଭାରତ ଫେରିବାକୁ ନେଇ ସିନେପ୍ରେମୀଙ୍କ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୩ ବର୍ଷ ପରେ ପ୍ରିୟଙ୍କା ଭାରତ...

ବିଶ୍ୱ ଶ୍ରୀମତୀ ମୁକୁଟ ପିନ୍ଧିଲେ ସରଗମ କୌଶଲ

ଆମେରିକାରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ସରଗମ କୌଶଲ ଶ୍ରୀମତୀ ୱାଲର୍‌ଡ ୨୦୨୨-୨୩ ଟାଇଟଲ ଜିତିଛନ୍ତି । ୨୧ ବର୍ଷ ପରେ କୌଣସି ଭାରତୀୟ ଏହି...

ବିଜ୍ଞାପନ କରି ବିବାଦକୁ ଆସିଥିଲେ ନୀଳନୟନା, ପୂରାଘଟଣା ଜାଣିଲେ

ବଲିଉଡ ତାରକାମାନେ ତାଙ୍କ ଚଳଚ୍ଚିତ୍ର ପାଇଁ ଯେତିକି ଜଣାଶୁଣା, ସେମାନେ ବିଜ୍ଞାପନ ପାଇ ପାଇଁ ମଧ୍ୟ ସେତିକି ପ୍ରସିଦ୍ଧ । ଫିଲ୍ମ ଜଗତରେ ଅନେକ ବଲିଉଡ...

ସଲମାନ୍‌ଙ୍କୁ ପସନ୍ଦ କରନ୍ତିନି ବିରାଟ କୋହଲି: କାରଣ ଜାଣିଲେ…

ମହାମାରୀ କରୋନା ସମୟରେ କଳାକାରଙ୍କ ଥ୍ରୋବ୍ୟାକ୍‌ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ସଲମାନ୍‌ ଖାନ୍‌, ଅନୁଷ୍କା ଶର୍ମା...

ସିନେମା ପାଇଁ ଘର ବନ୍ଧା ପକାଇଥିଲେ ନିର୍ଦ୍ଦେଶକ!

ଫିଲ୍ମ‘ ଦ କଶ୍ମୀର ଫାଇଲ୍ସ’ ଏବେ ସମସ୍ତ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ୍‌ ହୋଇଥିଲା। ଯାହାକୁ...

ରଣବୀରଙ୍କ ନୂଆ ବିଜ୍ଞାପନ ଦେଖି ରାଗିଗଲେ ସୁଶାନ୍ତଙ୍କ ପ୍ରଶଂସକ: ଜାଣନ୍ତୁ କାହିଁକି…

ବଲିଉଡ୍‌ର ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଇତିମଧ୍ୟରେ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି। ହେଲେ ଏବେ ପର୍ଯ୍ୟନ୍ତ ପ୍ରଶଂସକମାନେ ତାଙ୍କୁ ଭୁଲିପାରି...

କେବେ ବିବାହ କରିବେ ଶିବାଙ୍ଗୀ? ଅଭିନେତ୍ରୀ କହିଲେ…

ବମ୍ବେ: ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ ଅଭିନୟ କରି ବାହାବା ସାଉଁଟିଛନ୍ତି ଶିବାଙ୍ଗୀ ଜୋଶୀ। ଶୋ’ରେ ମୋହସିନଙ୍କ ସହ ତାଙ୍କର ଯୋଡ଼ି...

ପୁଣି ଟପ୍‌ଲେସ୍‌ ହେଲେ ଏହି ସୁନ୍ଦରୀ ଅଭିନେତ୍ରୀ; ସୋସିଆଲ ମିଡିଆରେ ପଡ଼ିଛି ଚହଳ

ବମ୍ବେ: ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ କିଆରା ଆଡଭାଣୀ ଜଣେ। ପରଦାରେ କେବେ ଚୁଲବୁଲି ତ କେବେ ସାଧାସିଧା ଚରିତ୍ରରେ ନଜର ଆସୁଥିବା କିଆରା ବେଶ୍‌...

Advertisement
Archives

Model This Week