Posted inଫୁରସତ

ଅକାଳ ମୃତ୍ୟୁରୁ ରକ୍ଷା କରେ ଏହି ଶିବଲିଙ୍ଗ…

ଭାରତର ବିଭିନ୍ନ ଅଞ୍ଚଳରେ ଥିବା ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ମଧ୍ୟପ୍ରଦେଶ ରଓ୍ବୋରେ ଥିବା ମହାମୃତ୍ୟୁଞ୍ଜୟ ମନ୍ଦିରରେ ଥିବା ଚମତ୍କାରୀ ଶିବଲିଙ୍ଗ ଅକାଳ ମୃତ୍ୟୁରୁ ରକ୍ଷା କରେ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି। ଏହି ଶିବଲିଙ୍ଗରେ ୧୦୦୧ ଟି ଛିଦ୍ର ରହିଛି। ଏହାର ରଙ୍ଗ ଧଳା। ଶିବଲିଙ୍ଗ ଦର୍ଶନ କଲେ ଶ୍ରଦ୍ଧାଳୁଙ୍କ ସମସ୍ତ ରୋଗ ଦୂର ହୋଇଥାଏ ବୋଲି ଲୋକେ କୁହନ୍ତି। ଏଠାରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ତତ୍‌କ୍ଷଣାତ୍‌ ସୁଫଳ ମିଳିଥାଏ ବୋଲି କୁହାଯାଏ। ଜାଗର ଏବଂ ଶ୍ରାବଣ ମାସ ସୋମବାରରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀକୁ ଏମିତି ଭାବେ ନଷ୍ଟ କରିଦେବେ ଏଲିଅନ୍‌, ଜାଣନ୍ତୁ କ’ଣ କହିଛନ୍ତି ୟୁଏଫ୍‌ଓ ବିଶେଷଜ୍ଞ

ପୃଥିବୀ ଉପରେ ଅଲଗା ଗ୍ରହର ଜୀବ ଅର୍ଥାତ୍‌ ଏଲିଅନ୍‌ଙ୍କୁ ଦେଖିବାକୁ ମିଳୁଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି। ଏହାକୁ ନେଇ ବିଭିନ୍ନ ସମୟରେ ଅନେକ...

କୋରିଆର କୃତ୍ରିମ ସୂର୍ଯ୍ୟ

ସିଓଲ: ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଅକ୍ଷୟ ଊର୍ଜା ସବୁ ସମୟରେ ଓ ସବୁ ସ୍ଥାନରେ ବ୍ୟବହାରଯୋଗ୍ୟ ହୋଇପାରୁ ନ ଥିବାରୁ କୃତ୍ରିମ ସୂର୍ଯ୍ୟ ତିଆରି...

ଏହି ମନ୍ଦିର ଉପରେ ପ୍ରତି ୧୨ ବର୍ଷରେ ଥରେ ହୋଇଥାଏ ବଜ୍ରପାତ

ହିମାଚଳ ପ୍ରଦେଶରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ଯେଉଁ କାରଣରୁ ଏହି ରାଜ୍ୟକୁ ଦେବଭୂମି ମଧ୍ୟ କୁହାଯାଏ। ଏଠାରେ ଏମିତି ଏକ ମନ୍ଦିର ରହିଛି, ଯାହାର...

୨୪ ଘଣ୍ଟାରେ ୭୬୫ଥର ପାଣିକୁ ଡେଇଁ ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି

ଦୁନିଆରେ ଅନେକ ସାହସୀ ଲୋକ ଅଛନ୍ତି, ଯେଉଁମାନେ ଏପରି କିଛି କାର୍ଯ୍ୟ କରନ୍ତି, ଯାହା ଆମେ ଚିନ୍ତା କରିବା ମଧ୍ୟ କଷ୍ଟକର। ଏମିତି ଅସମ୍ଭବ କାର୍ଯ୍ୟ...

ପ୍ରେମିକା ଡେଟ୍‌ରେ ଯିବାକୁ ମନା କରିବାରୁ ପ୍ରେମିକ ଘଟାଇଲେ ଅଜବ କାଣ୍ଡ

ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମିକା ଡେଟ୍‌ ପାଇଁ ଯିବାକୁ ମନା କରିବାରୁ ଜଣେ ପ୍ରେମିକ ଅଜବ କାଣ୍ଡ ଘଟାଇଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେରିକାର ଏରିଜୋନାରେ...

ଅଖା ପ୍ଲାଜୋ ପ୍ୟାଣ୍ଟର ମୂଲ୍ୟ ୬୦୦୦୦

ଫ୍ୟାଶନର ନିର୍ଦ୍ଦିଷ୍ଟ କିଛି ସଂଜ୍ଞା ନାହିଁ। କେତେବେଳେ କେଉଁ ଫ୍ୟାଶନ୍‌ ଟ୍ରେଣ୍ଡ କରେ ତାହା କହିବା ମୁସ୍କିଲ। ଅନେକ ସମୟରେ ଅଜବ ଫ୍ୟାଶନ ବି ଯୁବିପିଢିଙ୍କୁ...

ବ୍ଲାକ୍‌ ହୋଲରୁ ବିଶ୍ୱ ସୃଷ୍ଟି

ବିଶ୍ୱ ସୃଷ୍ଟି ପଛରେ କି ରହସ୍ୟ ଅଛି ତାହା ଜାଣିବା ପାଇଁ ପ୍ରୟାସ ଜାରି ରହିଛି। ଏହି ତାଲିକାରେ ନିକଟରେ ଆଉ ଏକ ରୋମାଞ୍ଚକର ତଥ୍ୟ...

ମା’ ପାଇଁ ଦୁବାଇରୁ ଟମାଟୋ ପଠାଇଲେ ଝିଅ

ଦୁବାଇ: ଟମାଟୋ ଦର ବର୍ତ୍ତମାନ ଆକାଶ ଛୁଇଁଲାଣି। ଅନେକ ଲୋକ ଦୈନନ୍ଦିନର ଖାଦ୍ୟରେ ଟମାଟୋର ବ୍ୟବହାର କରୁଥିଲେ ମଧ୍ୟ ଏବେର ଦର ପାଇଁ ସେମାନେ କଷ୍ଟରେ...

Advertisement
Archives

Model This Week