ଅଂଶୁଘାତରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ଖରାଦିନେ ପ୍ରବଳ ଗରମରେ ଅଂଶୁଘାତ ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆଖୁରସ ପିଇଲେ ଅନେକ ଉପକାର ମିଳେ । ଆଖୁରସରେ ଭିଟାମିନ୍‌,କ୍ୟାଲସିୟମ୍‌, ଫସଫରସ୍‌, ଗ୍ଲୁକୋଜ୍‌ ଆଦି ପୋଷକତତ୍ତ୍ୱ ରହିଛି। ଖରାଦିନେ ଆଖୁସରରେ ଅଦାରସ, ଲେମ୍ବୁରସ ଏବଂ ବିଟ୍‌ ଲୁଣ ମିଶାଇ ପିଇଲେ ଏହା ପାଚନ ପ୍ରକ୍ରିୟାକୁ ସ୍ବାଭାବିକ କରେ। ଆଖୁରସରେ ଆଇରନ ଅଂଶ ଥିବାରୁ ଏହାକୁ ଖରାଦିନେ ପିଇଲେ ରକ୍ତହୀନତା ସମସ୍ୟା ଦୂର ହେବା ସହିତ ଶରୀରର ଜଳୀୟ ଅଂଶ ନିୟନ୍ତ୍ରିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାଇଥାନ୍ତି ଏହି ୪ ରାଶିର ମହିଳା; ଧନଧାନ୍ୟରେ ପୂରି ଉଠେ ଘର..

କୁହାଯାଏ ବିବାହ ପରେ ପୁରୁଷର ଭାଗ୍ୟ ନାରୀ ସହ ଯୋଡ଼ି ହୋଇଯାଏ। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଏହି ବିଷୟରେ ଉଲ୍ଲେଖ କରାଯାଇଛି। ତଦନୁଯାୟୀ କିଛି ରାଶି ଏଭଳି...

ବାରମ୍ବାର ଗରମ କରନ୍ତୁ ନାହିଁ ଏସବୁ ଖାଦ୍ୟ

କିଛି ଖାଦ୍ୟ ଅଛି ଯାହାକୁ ବାରମ୍ବାର ଅବା ଦୁଇଥର ଗରମ କଲେ ଏହା ଶରୀରରେ କୁପ୍ରଭାବ ପକାଇଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି।...

ପର୍ସରେ ରଖନ୍ତୁ ନାହିଁ ଏଭଳି ଜିନିଷ, ହୋଇଥାଏ ଦୁର୍ଭାଗ୍ୟର କାରଣ

ପର୍ସ ବା ଓ୍ବାଲେଟ ଟଙ୍କା ପଇସା ରଖିବା ପାଇଁ ଉଦ୍ଦିିଷ୍ଟ। ତେବେ ଅନେକେ ଏଥିରେ ଏଭଳି କିଛି ଜିନିଷ ରଖିଥାନ୍ତି, ଯାହା ଧନହାନି ବା ଦୁର୍ଭାଗ୍ୟର...

ଲୁଣ କମ୍‌ ଖାଉଛନ୍ତି କି… ଦେଖାଯାଇପାରେ ଏସବୁ ସମସ୍ୟା

ଅଧିକ ଲୁଣ ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ଆପଣ ଜାଣିଥିବେ। ଏ ନେଇ ଅଧିକାଂଶ ଲୋକ କମ୍‌ ଲୁଣ ଖାଉଥିବା ବେଳେ କେହି କେହି...

ସହଜରେ କେମିତି କରିହେବ ହର୍ବାଲ୍‌ ରଙ୍ଗ

ବେଳେବେଳେ ଦେଖାଯାଏ କେମିକାଲ୍‌ଯୁକ୍ତ ରଙ୍ଗରେ ହୋଲି ଖେଳିଲେ କାହାର ତ୍ୱଚାରେ ଇନ୍‌ଫେକ୍ସନ୍‌ ହୁଏ ତ କାହାର ଆଖି ଜଳାପୋଡ଼ା କରିଥାଏ। ତା’ଛଡ଼ା ଏହି ରଙ୍ଗ ସହଜରେ...

ଏହି ୪ ରାଶିର ଯୁବକ ରୋମାଣ୍ଟିକ କମ୍‌, ଅଧିକ ସ୍ନେହୀ; ପାଲଟିଥାନ୍ତି ସବୁଠାରୁ ଭଲ ଜୀବନସାଥୀ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ରାଶିରୁ ତାର ବ୍ୟକ୍ତିତ୍ୱ, ସ୍ବଭାବ,ପ୍ରେମ ସମ୍ପର୍କ, ସ୍ବାସ୍ଥ୍ୟ ଏବଂ ଆର୍ଥିକ ଜୀବନ ବିଷୟରେ ଜଣାପଡ଼ିଥାଏ। ଆଜି ଆମେ ସେଭଳି...

ପ୍ରତିଷେଧକ ହିଁ ପ୍ରକୃତ ନିଦାନ

ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ପ୍ରତିଷେଧକ ବ୍ୟବସ୍ଥା ହିଁ ପ୍ରକୃତ ନିଦାନ । ପ୍ରତିବର୍ଷ ଜୁଲାଇ ୨୮ରେ ପାଳନ କରାଯାଉଥିବା ବିଶ୍ୱ ହେପାଟାଇଟିସ୍‌...

ସନ୍ତାନ ଏଭଳି ହେଲେ ବର୍ବାଦ ହୋଇଯିବ ଘର, ଜାଣନ୍ତୁ କୁପୁତ୍ରଙ୍କ ବିଷୟରେ କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରକୁ ନେଇ ସର୍ବଜନବିଦିତ। ତାଙ୍କର ନୀତିକୁ ଅନୁସରଣ କରିବା ଦ୍ୱାରା ରାଜନୀତିଠାରୁ ଆରମ୍ଭ କରି ସାଧାରଣ ଜୀବନରେ ଜଣେ ବ୍ୟକ୍ତି କୌଣସି...

Advertisement
Archives

Model This Week