ହେୟାର କଟ୍‌ ଫ୍ୟାଶନ୍‌

ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ବର୍ତ୍ତମାନ ହେୟାର କଟିଂ ପ୍ରତି ମହିଳାମାନେ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି । ହେଲେ ହେୟାରକଟିଂ ସମୟରେ କେତୋଟି ସାମନ୍ୟ ଭୁଲ୍‌ ଆପଣଙ୍କ ଲୁକ୍‌ ବିଗାଡ଼ି ଦେଇପାରେ। ତେଣୁ ଫେସ୍‌ର ସେପ୍‌ ଅନୁଯାୟୀ କେଉଁ ହେୟାର୍‌ କଟ ଷ୍ଟାଇଲିଶ୍‌ ଲୁକ୍‌ ଦେବ ଜାଣି ରଖନ୍ତୁ…

ରାଉଣ୍ଡ ଫେସ୍‌: ଏହି ସେପ୍‌ର ଫେସ୍‌ ପାଇଁ ଛୋଟ ବା ଗାଲ ପର୍ଯ୍ୟନ୍ତ କଟାଯାଇଥିବା ହେୟାର ଷ୍ଟାଇଲ ସୁଟ୍‌ କରି ନ ଥାଏ। ବିଶେଷ କରି କର୍ଲି ହେୟାରରେ ଏଭଳି ହେୟାର କଟ୍‌ କଲେ ମୁହଁ ଅପେକ୍ଷାକୃତ ବଡ ଲାଗିଥାଏ। ଷ୍ଟ୍ରେଟ୍‌ ଏବଂ ଲଙ୍ଗ୍‌ ହେୟାର କଟ୍‌ ବିଶେଷ କରି ଲଙ୍ଗ ଲେୟାର ବ୍ୟାଙ୍ଗ୍‌ କଟ୍‌ ଏଭଳି ଫେସ୍‌କୁ ଅଧିକ ଆକର୍ଷଣୀୟ କରିଥାଏ।
ଓଭାଲ ଫେସ୍‌: ଏଭଳି ଫେସ୍‌ ସେପ୍‌ର ମହିଳାମାନେ ସାଧାରଣତଃ ଅଧିକାଂଶ ହେୟାର କଟ୍‌ରେ ଷ୍ଟାଇଲିସ୍‌ ଲାଗିଥାନ୍ତି। ହେଲେ ମନେ ରଖନ୍ତୁ ଯଦି ଆପଣଙ୍କର ମୋଟା ଏବଂ କର୍ଲି ହେୟାର୍‌ ତେବେ ବ୍ଲଣ୍ଟ କଟ୍‌ରେ ଆପଣଙ୍କ ମୁହଁ ଅଧିକ ଲମ୍ବା ଲାଗିବ। କିନ୍ତୁ ଆପଣ ଚାହିଁଲେ ବ୍ଲଣ୍ଟ ବ୍ୟାଙ୍ଗ୍‌ କିମ୍ବା ସାଇଡ୍‌ ବ୍ୟାଙ୍ଗ୍‌ ବବ୍‌ କଟ୍‌ କରିପାରିବେ।
ଲଙ୍ଗ୍‌ ଫେସ୍‌: ଏଭଳି ଫେସ୍‌କୁ ଲଙ୍ଗ୍‌ ପରିବର୍ତ୍ତେ ଶର୍ଟ ହେୟାର୍‌ କଟ୍‌ ଫ୍ୟାଶନେବଲ୍‌ ଲୁକ୍‌ ଦେଇଥାଏ। ଯଦି ଲଙ୍ଗ୍‌ ହେୟାର ଷ୍ଟାଇଲ୍‌ ପସନ୍ଦ ତେବେ ଏଭଳି ଫେସ୍‌ ଶେପ୍‌ ଲାଗି ଲଙ୍ଗ୍‌ ଲେୟାର କିମ୍ବା ଷ୍ଟେପ୍‌ କଟ୍‌ ସାଙ୍ଗକୁ ଚିକ୍‌ବୋନ୍‌ ପର୍ଯ୍ୟନ୍ତ ଫ୍ରଣ୍ଟ କଟ୍‌ କରନ୍ତୁ। ଏହାଦ୍ୱାରା ମୁହଁ ଗୋଲ ଏବଂ ସୁନ୍ଦର ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri