ସର୍ଭିକାଲ ସ୍ପଣ୍ଡିଲୋସିସ୍‌

”ହାଡ଼କୁ ହାଡ଼ ଘସିହୋଇ ବ୍ୟଥା ହୁଏ ଓ ବେକର ଘୂର୍ଣ୍ଣନଶକ୍ତିି ନଷ୍ଟ ହୋଇଯାଏ। ହାଡ଼ ପରସ୍ପର ଘସିହେବା ଦ୍ୱାରା ନୂଆ ଛୋଟ ହାଡ଼ ସୃଷ୍ଟି ହୋଇ ମେରୁହାଡ଼ର ସ୍ନାୟୁକୁ(ସ୍ପାଇନାଲ କର୍ଡ)କୁ ଚାପିଦିଏ। ଏହାଦ୍ୱାରା ବ୍ୟଥା ବେକରୁ ଆରମ୍ଭ ହୋଇ  ହାତ ଓ ହାତର ବୁଢ଼ାଆଙ୍ଗୁଠି ପର୍ଯ୍ୟନ୍ତ ଯାଏ।“

କାରଣ

ଏହା ବେକର ମେରୁହାଡ଼ ସମ୍ପର୍କିତ ରୋଗ। ବୟସ ଅଧିକ ହେଲେ ବା ଖରାପ ଢଙ୍ଗରେ ବେଶି ସମୟ ବସି କାମ କଲେ ବା ମୁଣ୍ଡରେ ଓଜନ ଜିନିଷ  ବୁହାଇଲେ ମୁଖ୍ୟତଃ ଏହି ରୋଗ ହୋଇଥାଏ। ମହିଳାମାନଙ୍କର ଋତୁସ୍ରାବ ବନ୍ଦହୋଇ କ୍ୟାଲସିୟମ୍‌ ପରିମାଣ କମିଗଲେ ମଧ୍ୟ ଏହି ରୋଗ ହୋଇଥାଏ।

ଲକ୍ଷଣ

-ବେକରେ ବ୍ୟଥାହେବା ଓ ପରେ ବେକର ଚଳନଶକ୍ତି (ମୁଭ୍‌ମେଣ୍ଟ) କମିଯାଏ।

-ସମୟେ ସମୟେ ବ୍ୟଥା  ହାତକୁ ଆସିବା, ଏପରିକି ବୁଢ଼ା ଆଙ୍ଗୁଠି ପର୍ଯ୍ୟନ୍ତ ବ୍ୟାପିଯିବା।

-ମୁଣ୍ଡ ବୁଲାଇବା ବା ମୁଣ୍ଡ ଘୂରିବା।

-ବେକ ଟାଣ(ଷ୍ଟିଫ୍‌) ହୋଇଯିବା, ଫୁଲିଯିବା ଓ ବଙ୍କା ହୋଇଯିବା।

-ବେକ ମୂଳ ଜାଗା, ବାହୁ, ହାତ ଓ ବୁଢ଼ା ଆଙ୍ଗୁଠି ବଧିରା ଲାଗିବା।

ରୋଗର ପ୍ରଭାବ

-ବେକ ହାଡ଼ ମଧ୍ୟରେ ଥିବା ଡିସ୍କ ନଷ୍ଟ ହୋଇଯାଏ।

-ହାଡ଼କୁ ହାଡ଼ ଘସିହୋଇ ବ୍ୟଥା ହୁଏ ଓ ବେକର ଘୂର୍ଣ୍ଣନଶକ୍ତିି ନଷ୍ଟ ହୋଇଯାଏ।

-ହାଡ଼ ପରସ୍ପର ଘସିହେବା ଦ୍ୱାରା ନୂଆ ଛୋଟ ହାଡ଼ ସୃଷ୍ଟି ହୋଇ ମେରୁହାଡ଼ର ସ୍ନାୟୁକୁ(ସ୍ପାଇନାଲ କର୍ଡ)କୁ ଚାପିଦିଏ। ଏହାଦ୍ୱାରା ବ୍ୟଥା ବେକରୁ ଆରମ୍ଭ ହୋଇ ହାତ ଓ ହାତର ବୁଢ଼ାଆଙ୍ଗୁଠି ପର୍ଯ୍ୟନ୍ତ ଯାଏ।

– ସି୪ରୁ ସି୭ ପର୍ଯ୍ୟନ୍ତ ଏହି ଚାରିଟା ହାଡ଼ ମୁଖ୍ୟତଃ କ୍ଷତିଗ୍ରସ୍ତ ହୁଏ।

-ପରେ ପରେ ଫାସେଟ୍‌ ଜଏଣ୍ଟ, ଲିଗାମେଣ୍ଟ ଓ ମାଂସପେଶୀ ଏବଂ ସ୍ନାୟୁ ମୂଳ କ୍ଷତିଗ୍ରସ୍ତ ହୁଏ।

ଚିକିତ୍ସା

-ବେକକୁ ବିଶ୍ରାମ।

-ବ୍ୟଥା ପାଇଁ ଔଷଧ ସେବନ।

-ଗରମ ସେକ ଓ ମଲମ ପ୍ରଲେପ।

-ବେକର ବ୍ୟବହାର ଶୈଳୀ ଜାଣିବା ଓ ଶିଖିବା।

-ଫିଜିଓଥେରାପି ଏବଂ ବେକର ବ୍ୟାୟାମ।

-କ୍ୟାଲ୍‌ସିୟମ୍‌ ଓ ଭିଟାମିନ୍‌ ଡି-୩ ବଟିକା ସେବନ।

-ଡିଜିଟାଲ ଅଲ୍‌ଟ୍ରାସୋନିକ ରେଡିଏସନ୍‌ ଏବଂ ନର୍ଭ ଷ୍ଟିମ୍ୟୁଲେସନ୍‌।

ଡା.ଅନ୍ନଦା ପ୍ରସାଦ ମହାନ୍ତି

-ବରିଷ୍ଠ ପରାମର୍ଶଦାତା,

ଅସ୍ଥିଶଲ୍ୟ ଓ ଫିଜିଓଥେରାପି ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

ସେପ୍ଟେମ୍ବର ୧ରେ ବୁଧ-ଗୁରୁ-ମଙ୍ଗଳଙ୍କ ମହାଚଳନ: ସୁନା ଥାଳିରେ ଖାଇବେ ଏହି ୫ ରାଶି!

ଗଣିତ ଜ୍ୟୋତିଷ ଗଣନା ଏବଂ ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ଦିନ ହେବ। ଏହି ଦିନ ଅନେକ ଗ୍ରହ…

ଅଗଷ୍ଟର ଶେଷ ସପ୍ତାହରେ ବୁଧାଦିତ୍ୟ ରାଜଯୋଗ: କ୍ୟାରିୟର ସହ ଲଭ୍‌ ଲାଇଫରେ ବୃଷ, ମିଥୁନ ସହ ଏହି ରାଶିଙ୍କୁ…

ଅଗଷ୍ଟର ଶେଷ ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ବୁଧ ସିଂହ ରାଶିରେ ଗୋଚର କରିବେ। ସିଂହରେ ପୂର୍ବରୁ ସୂର୍ଯ୍ୟ ରହିଥିବାରୁ ବୁଧ…

୪୯ ଦିନ ପରେ ଶନିଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ; ଦଶହରା ପୂର୍ବରୁ ୬ ରାଶି ହେବେ ମାଲାମାଲ୍‌!

୯ ଅକ୍ଟୋବର ୨୦୨୬ରେ ଶନି ନକ୍ଷତ୍ର ପରିବର୍ତ୍ତନ କରିବେ। ଦଶହରା ପୂର୍ବରୁ ଶନିଙ୍କର ଏହି ଚାଲ୍ ୬ଟି ରାଶି ପାଇଁ ଶୁଭ ବୋଲି ଧରାଯାଉଛି। ଜାଣନ୍ତୁ କେଉଁ…

୨୮ ଅଗଷ୍ଟରେ ଲାଗୁଛି ଗ୍ରହଣ: ୬ ରାଶି ହୋଇଯାଆନ୍ତୁ ସତର୍କ, ଖର୍ଚ୍ଚ ହୋଇଯିବ ସବୁ ଟଙ୍କା…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହାର ପ୍ରଭାବ ୬ଟି ରାଶି ଉପରେ ପଡ଼ିପାରେ। ଜାଣନ୍ତୁ କେଉଁ କେଉଁ…

ଆଜି ଗ୍ରହ ସଂଯୋଗ ଆଣିବ ୫ ରାଶିଙ୍କ ପାଇଁ ବଡ଼ ପରିବର୍ତ୍ତନ, ଅଚାନକ ଘଟିବ ଏଭଳି, ଯାହା କେବେ…

ଜ୍ୟୋତିଷ ଦୃଷ୍ଟିରୁ ୨୧ ଅଗଷ୍ଟ ଦିନଟି ଅନେକ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଗ୍ରହମାନଙ୍କର ସ୍ଥିତି ଅନୁଯାୟୀ ଏହି ଦିନ କ୍ୟାରିୟର, ବ୍ୟବସାୟ ଓ ଆୟ କ୍ଷେତ୍ରରେ…

କେତୁଙ୍କ ଘରେ ବୁଧଙ୍କ ପ୍ରବେଶ, ୩ ରାଶିଙ୍କ ଘରେ ପଡିଯିବ ଅକାଳ! ଆଖି ପିଛୁଳାକେ ଚାଲିଯିବ ସବୁ ଟଙ୍କା…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଚାଲି ପରିବର୍ତ୍ତନ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ବୁଧ ଏବଂ କେତୁଙ୍କ ସ୍ଥିତି ଓ ନକ୍ଷତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri