Posted inଫୁରସତ

ସବୁଠୁ ଲମ୍ବା ପେଣ୍ଟିଂ, ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲା

ଚାଇନାର ସଙ୍ଗିତ ପ୍ରଯୋଜକ ତଥା ଚିତ୍ରକର ଗୁଓ ଫେଙ୍ଗ୍‌ ଏବେ ସଙ୍ଗିତ ଅପେକ୍ଷା ତାଙ୍କର ପେଣ୍ଟିଂ ପାଇଁ ଅଧିକ ପରିଚିତ ହୋଇପାରିଛନ୍ତି। ୧୯୯୧ ମସିହାରୁ ଏପର୍ଯ୍ୟନ୍ତ ସେ ୩୦୦ରୁ ଊର୍ଦ୍ଧ୍ୱ ପେଣ୍ଟିଂ କରିସାରିଲେଣି। ତେବେ ପୃଥିବୀର ସବୁଠାରୁ ଲମ୍ବା ପ୍ରାଚୀର ‘ଗ୍ରେଟ୍‌ ଓ୍ବାଲ୍‌ ଅଫ୍‌ ଚାଇନା’ଠାରେ କରିଥିବା ଲମ୍ବା ପେଣ୍ଟିଂଟି ପାଇଁ ସେ ପୃଥିବୀ ପ୍ରସିଦ୍ଧ ହୋଇଯାଇଛନ୍ତି। ୟୋଙ୍ଗଶେଙ୍ଗ ନାମକ ଉକ୍ତ ପେଣ୍ଟିଂର ଲମ୍ବ ହେଉଛି ୧,୦୧୪.୩୭ ମିଟର। ତେଣୁ ଏହା ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ଜଣେ ବ୍ୟକ୍ତି କରିଥିବା ସବୁଠୁ ଲମ୍ବା ପେଣ୍ଟିଂଭାବେ ସ୍ଥାନ ପାଇଛି। ଉକ୍ତ ପେଣ୍ଟିଂ ଚାଇନାର ମାନବବାଦ, ଏକତା ଆଦିକୁ ଦର୍ଶାଇଥାଏ। ଏହା ଏକ କଳା ଧଳା ପେଣ୍ଟିଂ କିନ୍ତୁ ଦେଖିବାକୁ ବେଶ୍‌ ଆକର୍ଷକ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

ଲକ୍ଷ ଟଙ୍କାର ଚାକିରି ଛାଡ଼ି ଗାଁରେ ଉଠାଇଲେ ଗୋବର, ଆଜି ୮୦୦ କୋଟିର ସାମ୍ରାଜ୍ୟର ମାଲିକ ୨ ଭାଇ! ସଂଘର୍ଷର କାହାଣୀ ଶୁଣିଲେ…

ନୂଆଦିଲ୍ଲୀ, ୩୧।୭: ଆମ ଦେଶରେ ପ୍ରାୟତଃ ଏକ କଥା ବହୁତ ସହଜରେ କୁହାଯାଏ ଯେ ଚାଷବାସ ହେଉଛି ଏକ କ୍ଷତିର ସୌଦା। ଗାଁର ଯୁବକ ହେଉନ୍ତୁ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri