ଷ୍ଟାଇଲିଶ୍‌ ଦୁପଟ୍ଟା

ଫ୍ୟାଶନ୍‌ ଟ୍ରେଣ୍ଡ ଏବଂ ଷ୍ଟାଇଲ୍‌ ଦିନକୁ ଦିନ ବଦଳୁଛି। ଏହାକୁ ଆପଣେଇ ପାରିଲେ ଆପଣ ନିଜକୁ ଆହୁରି ଷ୍ଟାଇଲିଷ୍ଟ କରିପାରିବେ। ଆପଣ ଟ୍ରେଣ୍ଡରେ ଥିବା ଅଲଗା ଅଲଗା ଷ୍ଟାଇଲ୍‌ର ଡିପେଣ୍ଡ କରିଥାଏ ନିଜର ଡ୍ରେସ୍‌ଅପ୍‌ ଲୁକ୍‌। କିନ୍ତୁ ଏହାକୁ ଡ୍ରେସ୍‌ ସହିତ ଟିମ୍‌ଅପ୍‌ କରିବା ସମୟରେ ଆଲର୍ଟ ନିଶ୍ଚିତ ରୁହନ୍ତୁ। ଜାଣନ୍ତୁ ଡିଫରେଣ୍ଟ ଦୁପଟ୍ଟାର ଟ୍ରେଣ୍ଡ ବିଷୟରେ …
ଲେହେଙ୍ଗା ସହ କ୍ୟାପ୍‌ ଦୁପଟ୍ଟା : ଶିୟର କ୍ୟାପ୍‌ ଦୁପଟ୍ଟାକୁ ଆପଣ କାନ୍ଧରେ କିଛି ଏପରି କ୍ୟାରି କରନ୍ତୁ, ଯାହାକି ଆପଣଙ୍କୁ କ୍ଲାସି ଲୁକ୍‌ ଦେବ।
ଫ୍ଲୋରାଲ : ପୋଲ୍‌କା ପ୍ରିଣ୍ଟ ଦୁପଟ୍ଟା ସହ ପ୍ଲେନ୍‌ ସାଲ୍‌ଓ୍ବାର ସୁଟ୍‌ ସହ ପିନ୍ଧିବାକୁ ଯୁବତୀମାନେ ପସନ୍ଦ କରିଥାନ୍ତି। ଯଦି ଆପଣ ଲୁକ୍‌କୁ ଇଜିଲି ଷ୍ଟାଇଲିଶ୍‌ କରିବାକୁ ଚାହୁଁଥାନ୍ତି ଏମିତିରେ ପ୍ଲେନ୍‌ସୁଟ୍‌ ସହ କଣ୍ଟ୍ରାଷ୍ଟିଙ୍ଗ ଫ୍ଲୋରାଲ ପ୍ରିଣ୍ଟ ଦୁପଟ୍ଟା କ୍ୟାରି କରିପାରିବେ। ପ୍ଲେନ୍‌ ସୁଟ୍‌ ସହ କଣ୍ଟ୍ରାଷ୍ଟିଙ୍ଗ ଫ୍ଲୋରାଲ ପ୍ରିଣ୍ଟ ଦୁପଟ୍ଟା ଅଫିସ୍‌ କିମ୍ବା ଫ୍ୟାମିଲି ଫଙ୍କଶନ୍‌ରେ ପିନ୍ଧିକି ବି ଅଲଗା ଲୁକ୍‌ ପାଇପାରିବେ। ଆପଣ ଫ୍ଲୋରାଲ ପ୍ରିଣ୍ଟ ବ୍ୟତୀତ ପୋଲ୍‌କା ପ୍ରିଣ୍ଟ ଦୁପଟ୍ଟାକୁ ମଧ୍ୟ କ୍ୟାରି କରିପାରିବେ।
କଶ୍ମୀରୀ ଦୁପଟ୍ଟା : କଶ୍ମୀରୀ ପଶ୍‌ମୀନା ଶାଲ୍‌ ଆପଣ ଦେଖିଥିବେ ଏବଂ ପକାଇଥିବେ। କିନ୍ତୁ ଏବେ କଶ୍ମୀରୀ ଦୁପଟ୍ଟାକୁ ନିଜ କପ୍‌ବୋର୍ଡରେ ସାମିଲ କରନ୍ତୁ। କଶ୍ମୀରୀ କାରିଗରିର ଏହି ଦୁପଟ୍ଟାକୁ ସୁଟ୍‌ କିମ୍ବା ଲେହେଙ୍ଗା ସହ ପିନ୍ଧି କ୍ୟାରି କରିପାରିବେ। ଆପଣ ଏହାକୁ କଲରଫୁଲ ସୁଟ୍‌ କିମ୍ବା ଫ୍ଲେନ୍‌ ସୁଟ୍‌ ସହ ପିନ୍ଧିପାରିବେ।
ଓଢ଼ଣି ପରି : ଆପଣ ନିଜ ଓଢ଼ଣିକୁ ବି ନିଜର ଓଢ଼ଣା ଆକାରରେ ବ୍ୟବହାର କରିପାରିବେ। ଏହି ଲୁକ୍‌ରେ ଆପଣ ବିଲ୍‌କୁଲ ର଼୍ୟାମ୍ପ୍‌ରେ ଚାଲୁଥିବା କୌଣସି ମଡେଲ୍‌ ପରି ଲାଗିବେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri