ରୟତି ଜମି ଅଭାବ:ଆବାସ୍‌ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ମୀନକେତନ

ଅତାବିରା, ୧।୬ (ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ବ୍ଲକ କୁଲତାଟୁକୁରା ପଁଚେତ୍‌ ସଦର ଗଁ। ର ମୀନକେତନ ସିଂ(୪୫)। ସେ ଜନମ୍‌ବେଲେ ଠିକ୍‌ ଠାକ୍‌ ଥିଲେ ହେଲେ ପଛେ ରୋଗ୍‌ରେ ପଡ଼ି ଦୁଇଗୋଡ଼ ଅକାମି ହେଇଗଲା। ଗରିବ୍‌ ମା’ବାପ୍‌ ଅନେକ ଡାକ୍‌ତର ଦେଖେଇ ନିରାଶ ହେଲେ। ସେଦିନ୍‌ଠାନୁ ମୀନକେତନ ଭିନ୍ନକ୍ଷମ ଜୀବନ୍‌ ବିତେଇ ଆସୁଥିଲାବେଲେ ଅନେକ ପରକାର ସରକାରୀ ସୁବିଧାରୁ ବଁଚିତ୍‌ ରହିଛନ୍‌।
ସୂଚନା ଅନ୍‌ସାରେ କୁଲତାଟୁକୁରା ଗଁ। ର ସ୍ବର୍ଗତ ମୂରଲୀ ସିଂକଁର ପୁଓ ମୀନକେତନ ସିଂ। ସେ ଜନମ୍‌ବେଲେ ଠିକ୍‌ଠାକ୍‌ ଥିଲେ ହେଲେ ପଛେ ପୋଲିଓ ରୋଗ୍‌ରେ ଆକ୍‌ରଁାତ ହେଲେ। ଗରିବ୍‌ ମା’ବାପ୍‌ ଅନେକ ଜାଗାରେ ଚିକିସତ୍ା କରେଇ ନିରାଶ ହେଲେ। ଦିନୁଦିନ୍‌କେ ଦୁଇ ଗୋଡ଼୍‌ ସଁପୁର ହେଇଗଲା, ସେଦିନଠାନୁ ସେ ଭିନ୍ନକ୍ଷମ ଜୀବନ୍‌ ବିତେଇ ଆସୁଛନ୍‌। ମୀନକେତନର ବଏସ୍‌ ବଢ଼ବାର ସଂଗେ ମା’ବାପ୍‌ ତାକର ବିହାଚୁରା କରାଲେ। ବୁରୁଧ୍‌ ମା’ବାପ୍‌, ମାଏକିନା ଦେବକୀକେ ନେଇ ମୀନକେତନକଁର ପରିବାର ହଁସ ଖୁସିରେ ଚଲୁଥିଲା। ପଛେ ମୀନକେତନ ଆର ଦେବକୀର ଦୁଇଟା ପୁଓ ଝି’ ହେଲେ। ଇତାର କିଛି ଦିନ୍‌ ଉତାରୁ ବାପା ମୂରଲୀ ଆର ମାଏକିନା ଦେବକୀ ଆରପାରକେ ଚାଲିଗଲେ। ଏନ୍‌ତାଥି ପରିବାରର ସବୁ ବୋଝ୍‌ ଦିବ୍ୟାଙ୍ଗ ମୀନକେତନ ଉପରେ ପଡ଼ଲା। ଇଆଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଜମିବାଡ଼ି, ଘରଡ଼ିହ ବଲି କିଛି ନାଇଁ। ଉପେ ଶୂଇନ୍‌ ହେଇ ମୀନକେତନ ଟୁକୁରା ଛକ୍‌ରେ ଗୁଟେ ସାଇକେଲ ଦୁକାନେ ଦିନକ ୬୦ ଟଁକା ମଜୁରିରେ କାମ୍‌ କଲେ। ଇଥ୍‌ରେ ଘରର ଚୁଲି ଜଲବାର ସଂଗେ ସେ ପୁଓ ରାଜା ଆର ଝି’ ରାଜଶ୍ରୀକେ ପାଠ୍‌ ପଢ଼ଉଛନ୍‌। ଇଆଡ଼େ ବୁରୁଧ୍‌ ବିଧବା ମା’ ଚାନ୍ଦକଁର ବୋଝ୍‌। ମୀନକେତନ ସରକାରୀ ଯୋଜନାରେ ମାସିକ ୩ଶହ ଟଁକା ଭତା ଆର ରାଶନ କାର୍ଡରେ ୨୫କେ.ଜି. ଟଁକାକିଆ ଚାଉଲ ପାଉଛନ୍‌। ହେଲେ ଘର ନାଇଁଥିବାର ଲାଗି କୁଟୁମବସିଆ ପରହର ଘରେ ଆଶ୍‌ରେ ନେଇଛନ୍‌। ଇଆଡ଼େ ନିଜର ରୟତି ଜମି ନାଇଁଥିବାର ଲାଗି ସେ ଆବାସ ଯୋଜନାରୁ ବଁଚିତ ହେଇଛନ୍‌। ସରକାରକଁର ଯୋଜନା ଅନ୍‌ସାରେ ୪ ଡିସିମିଲ ଘର ଡ଼ିହ ସଂଗେ ଗୁଟେ ଆବାସ ଘର ଯୁଗେଇ ଦେବାକେ ମୀନକେତନ ଦାବି କରିଛନ୍‌। ଇ ବାବ୍‌ଦେ କୁଲତାଟୁକୁରା ସରପଁଚ୍‌ ଦେବକୀ ବାରିକକୁଁ ପଚରାଲାରୁ ମୀନକେତନକଁର ରୟତି ଜମି ନଁାଇଁନ, ସେଥିରଲାଗି ସେ ଆବାସ ଘର ପାଏବାରୁ ବଁଚିତ ହେଇଛନ୍‌ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦ ଆର ତହସିଲଦାର ହୃଦାନନ୍ଦ ଅଡ୍ଡିକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ଉଭଏ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ, ଦିଅର, ଯାଆ ମିଶି ଦେଉଥିଲେ ନିର୍ଯାତନା, କୋର୍ଟ ଶୁଣାଇଲେ ଏଭଳି ଦଣ୍ଡ…

ସମ୍ବଲପୁର,୨୯।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ଏକ ବହୁ ଚର୍ଚ୍ଚିତ ବଧୂ ନିର୍ଯାତନା ମାମଲାରେ ସମ୍ବଲପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣେ ଗୁରତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

ଚଷମା ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଭଷ୍ମ

ସମ୍ବଲପୁର, ୨୯।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜାସ୍ଥିତ ଏକ ଜଣାଶୁଣା ତିନି ମହଲା ବିଶିଷ୍ଟ ଚଷମା ସୋରୁମ ‘ଭିଜନ କେୟାର’ରେ ଆଜି ଭୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri