ଜୟପୁର,୭।୨(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁର ସହର ଗାନ୍ଧୀଛକ ନିକଟସ୍ଥ କୋଲାବ ଇରିଗେଶନ ବିଭାଗ କେନାଲ ପୋଲ ଉପରୁ ଶୁକ୍ରବାର ଜଣେ ବ୍ୟକ୍ତି ପାଣି ଭିତରକୁ ଖସି ପଡ଼ିଥିଲେ । ତେବେ ସ୍ରୋତରେ ଭାସିଯାଉଥବା ସମୟରେ ଡଙ୍ଗଗୁଡ଼ାର ୨ ବାଳକ ସଞ୍ଜୟ ପୂଜାରୀ ଏବଂ କିଷାନ ମାଝି କେନାଲକୁ ଡେଇଁ ତାଙ୍କୁ ଉଦ୍ଧାର କରିଛନ୍ତି। ଭାସିଯାଉଥିବା ବ୍ୟକ୍ତି ଜଣକ ହେଲେ ବାଲାଜୀ ସାହୁ(୫୫)। ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବାଲାଜୀଙ୍କୁ ଉଦ୍ଧାର କରିଥିବା ସଞ୍ଜୟ ଓ କିଷାନଙ୍କୁ ପ୍ରଶାସନ ପକ୍ଷରୁ ପୁରସ୍କାର ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଭାସିଯାଉଥିବା ବେଳେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ୨ ବାଳକ: ଉଭୟଙ୍କୁ ପୁରସ୍କାର ଦାବି
Posted inHome Left, ଆମ ଜିଲା ଖବର, କୋରାପୁଟ View All
ଦୁଃଖ ଆଣିଦେଲା ବନ୍ୟା: ଧୋଇ ହୋଇଗଲା ଶହ ଶହ କୋଟି ଟଙ୍କାର ସମ୍ପତ୍ତି
ଭଞ୍ଜନଗର, ୩୦।୧୦ (ବାବୁଲା ପ୍ରଧାନ)- ବାତ୍ୟା ପରବର୍ତ୍ତୀ ବନ୍ୟା ଭଞ୍ଜନଗର ଅଞ୍ଚଳବାସୀଙ୍କ ପାଇଁ ଅପାର ଦୁଃଖ ଓ ଦୁର୍ଦ୍ଦଶା ଆଣିଦେଇଛି। ଭଞ୍ଜନଗର ସହରବାସୀ ଦୀର୍ଘ ବର୍ଷ ପରେ…
ଶୁବମନ ଗିଲଙ୍କ କପାଳରେ ଲାଗିଛି ଅଜବ ଡିଭାଇସ: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଅକଲାଣ୍ଡ,୩୦।୧୦: କ୍ରିକେଟ ପଡ଼ିଆରେ ନିଜ ବ୍ୟାଟିଂକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଶୁବମନ ଗିଲ ଏବେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ…
ସ୍ମୃତି ମନ୍ଧାନାକୁ ମେସେଜ୍ କରିଥିଲେ ଧୋନୀ, ଖୋଲିଗଲା ବଡ଼ ରାଜ୍: ଜାଣନ୍ତୁ କ’ଣ ଲେଖିଥିଲେ
ନୂଆଦିଲ୍ଲୀ,୩୦।୧୦:: ଭାରତୀୟ ମହିଳା କ୍ରିକେଟ ଟିମ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଜିତିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଥିଲା। ଏହି ଐତିହାସିକ ବିଜୟ…
ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
ନୂଆଦିଲ୍ଲୀ: ହଂକଂ ସିକ୍ସେସ ଟୁର୍ନାମେଣ୍ଟରେ ଆଜି ମୁହାଁମୁହିଁ ହେବେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଅକ୍ଟୋବର ୩୦ରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟର ପ୍ରଥମ ଦିନରେ ଗ୍ରୁପ-ସି’ର…
ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ସମ୍ପର୍କୀୟ ନାବାଳକ: ଅବସ୍ଥା ଗୁରୁତର
ବାରିପଦା,୩୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ପୋଲିସ ଜିଲା ଅନ୍ତର୍ଗତ ଜାମଦା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଶିଶୁକନ୍ୟାଙ୍କୁ ସମ୍ପର୍କୀୟ ନାବାଳକ ବଳାତ୍କାର…
ନନା-ଜେନାଙ୍କ ପତିଆରା ଲଢ଼େଇ: ଭାଜପାରେ ଶୀତଳ ଯୁଦ୍ଧ
ବାଲେଶ୍ୱର,୩୦ା୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ):ପୂର୍ବତନ ଏମ୍ପି ରବୀନ୍ଦ୍ର କୁମାର ଜେନା କିଛି ମାସ ପୂର୍ବରୁ ବିଜେଡି ଛାଡ଼ି ଭାଜପାରେ ଯୋଗଦେବା ପରେ ବାଲେଶ୍ୱର ଭାଜପାରେ ଶୀତଳ ଯୁଦ୍ଧ ତୀବ୍ର ହୋଇଛି।…
କାଲି ୨ ଟ୍ରେନ୍ ବାତିଲ, ୧୪ର ଗତିପଥ ପରିବର୍ତ୍ତନ, ଜାଣି ନିଅନ୍ତୁ କେଉଁ କେଉଁ…
ଭୁବନେଶ୍ୱର,୨୯ା୧୦(ସୁଚିସ୍ମିତା ସାହୁ): ବାତ୍ୟା ଓ ବର୍ଷାଜନିତ ପରିସ୍ଥିତି ଏବଂ ରେଳଧାରଣା ନିକଟରେ ଜଳସ୍ତର ବୃଦ୍ଧି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ବିଶାଖାପାଟଣା ରେଳ ଡିଭିଜନ ଅନ୍ତର୍ଗତ…
ଜୋଲାପୁଟ ଡ୍ୟାମ୍ର ୮ ଗେଟ୍ ଖୋଲିଲା
ନନ୍ଦପୁର,୨୯ା୧୦(ତୁଷାର କାନ୍ତ ମହାନ୍ତି): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ପାତାଳୀ ଓ ମାଛକୁଣ୍ଡ ନଦୀ ଦେଇ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍ର ଜୋଲାପୁଟ ଜଳଭଣ୍ଡାର…

