Posted inଜାତୀୟ

ବିମୁଦ୍ରୀକରଣରେ ଚାକିରି ହରାଇଥିଲେ ୫୦ ଲକ୍ଷରୁ ଅଧିକ ଲୋକ

ନୂଆଦିଲ୍ଲୀ,୧୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ୨୦୧୬ରେ ହୋଇଥିବା ବିମୁଦ୍ରୀକରଣରେ ଦେଶର ୫୦ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇ ବେକାର ହୋଇଥିଲେ। ଏନେଇ ବାଙ୍ଗାଲୁର୍‌ ଅଜମୀ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ୨୦୧୬ ରୁ ୨୦୧୮ ମଧ୍ୟରେ ବିମୁଦ୍ରୀକରଣ ପ୍ରଭାବରୁ ଦେଶରେ ଲୋକଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଥିଲା। ଲୋକଙ୍କ ପାଖରେ ନଗଦ ଅଭାବରୁ କେତେକ କାରବାର ବନ୍ଦ ହୋଇଯାଇଥିଲା। ୨୦୧୬ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ମୂଲ ମଜୁରୀ ଲାଗୁଥିବା ଲୋକଙ୍କ ପାଖରେ ଖାଇବାକୁ ମଧ୍ୟ ପଇସା ନ ଥିଲା। କାମଧନ୍ଧା ଅଭାବର ପ୍ରଭାବ ଯୋଗୁ ଗ୍ରାମୀଣ ଲୋକଙ୍କ ଆର୍ଥିକ ସ୍ଥିତି ଗୁରୁତର ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଲୋକ ସଭା ନିର୍ବାଚନ ଚାଲୁଥିବା ବେଳେ ଏହି ରିପୋର୍ଟ ପ୍ରକାଶ ପାଇଥିବାରୁ ଏହାର ଫାଇଦା ବିରୋଧୀଙ୍କ ସପକ୍ଷରେ ଯିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Exit Poll 2026: ଆସାମରେ ଭାଜପା, ତାମିଲନାଡୁରେ ଡିଏମ୍‌କେ, କେରଳରେ ୟୁଡିଏଫ୍‌ ଆଉ ପଶ୍ଚିମବଙ୍ଗରେ…

ନୂଆଦିଲ୍ଲୀ,୨୯ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବୁଧବାର ସନ୍ଧ୍ୟାରେ ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ଫେରନ୍ତା ଜନମତ ସର୍ଭେ) ପ୍ରକାଶ ପାଇଛି।…

ଏଥର ବଙ୍ଗ ଦଖଲ କରିବ ଭାଜପା, ୧୫ ବର୍ଷ ପରେ କ୍ଷମତାଚ୍ୟୁତ ହେବ TMC

କୋଲକାତା,୨୯ା୪: ପଶ୍ଚିମବଙ୍ଗ EXIT POLLରେ ଭାଜପାକୁ ବହୁ ମତ ମିଳିଛି। ପ୍ରଥମ ଥର ବଙ୍ଗ ଦଖଲ କରିବାକୁ ଯାଉଛି ଭାଜପା। ଫଳରେ ୧୫ ବର୍ଷ ଧରି ଶାସନ…

Matrize Exit Poll: ୧୫ ବର୍ଷ ପରେ ବଙ୍ଗରେ ବଦଳିବକି ସତ୍ତା? ସାମ୍ନାକୁ ଆସିଲା ଏକଜିଟ୍ ପୋଲ

କୋଲକାତା,୨୯।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଆନୁଷ୍ଠାନିକ ଫଳାଫଳ ଘୋଷଣା ପୂର୍ବରୁ ଏକଜିଟ୍ ପୋଲ ଆକଳନ ସାମ୍ନାକୁ ଆସିଛି । ମାଟ୍ରିଜ୍ ଏକଜିଟ୍…

ସରିନି ଭୋଟିଂ; ମମତା ଦେଲେ ବଡ଼ ବୟାନ, ୧୯୮୪ରୁ ନିର୍ବାଚନ ଲଢୁଛି ହେଲେ ଏଥର…

କୋଲକାତା,୨୯।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବୁଧବାର (୨୯ ଏପ୍ରିଲ, ୨୦୧୬) ୧୪୨ଟି ଆସନରେ ମତଦାନ ହେଉଛି। ଭୋଟ ଦେବାକୁ ଆସିଥିବା ଭୋଟରଙ୍କ ମଧ୍ୟରେ…

ଏଣିକି OTP ବିନା ମିଳିବନି LPG ସିଲିଣ୍ଡର! ମେ ପହିଲାରୁ ଲାଗୁ ହେବ ନୂଆ ନିୟମ…

ଯଦି ଆପଣ ମଧ୍ୟ ଘରେ ଗ୍ୟାସ ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ୧ ମେରୁ ସାରା ଦେଶରେ ଏଲପିଜି…

ବିନା ଗ୍ୟାରେଣ୍ଟିରେ ମିଳିବ ଲୋନ! ୨.୫ ଲକ୍ଷ କୋଟି ଟଙ୍କାର ସ୍କିମ୍‌ ପାଇଁ ମଞ୍ଜୁରୀ ଦେଲା ଅର୍ଥ ମନ୍ତ୍ରଣାଳୟ,ଶୀଘ୍ର…

ନୂଆଦିଲ୍ଲୀ,୨୯।୪: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ବିଶ୍ୱସ୍ତରୀୟ ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଦେଶର ବ୍ୟବସାୟିକ କ୍ଷେତ୍ରକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ କେନ୍ଦ୍ର…

ଘରକୁ ଆସିଲେ ହତ୍ୟା…ଧମକ ଦେଉଛି TMC! IPS ଅଜୟପାଲଙ୍କ ପାଖରେ ମା’-ପୁଅ…

ନୂଆଦିଲ୍ଲୀ,୨୯।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ପଶ୍ଚିମବଙ୍ଗରେ ଅଶାନ୍ତି ଜାରି ରହିଛି । ଅନେକ ସ୍ଥାନରେ ହିଂସା ଏବଂ ସଂଘର୍ଷର ରିପୋର୍ଟ ଆସିଛି । ଫାଲଟା ବିଧାନସଭା…

EVM ବଟନ ଉପରେ ଲାଗିଛି ଟେପ୍‌: ମମତାଙ୍କ ଭଣଜାଙ୍କ ଆସନରେ ହେରଫେର, ଭାଜପାର ଚାଞ୍ଚଲ୍ୟକର ଅଭିଯୋଗ

କୋଲକାତା,୨୯।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ଚାଲିଥିବା ଭୋଟିଂ ମଧ୍ୟରେ ପରସ୍ପର ବିରୋଧରେ ନିର୍ବାଚନୀ ଜାଲିଆତିର ଅଭିଯୋଗ ଲଗାଯାଉଛନ୍ତି ଟିଏମ୍‌ସି-ଭାଜପା। ମୁଖ୍ୟମନ୍ତ୍ରୀ ମମତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri