ଜନତା କର୍ଫ୍ୟୁକୁ ସମର୍ଥନ : ପାଟଣାରେ ଦୋକାନ ବଜାର ବନ୍ଦ

ପାଟଣା,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସମସ୍ତ ଦୋକାନ ବଜାର ଜନତା କର୍ଫ୍ୟୁକୁ ସମର୍ଥନ କରି ରବିବାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଏଥିସହ ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ମୁଖ୍ୟ ବଜାର ଓ ସାହାରପଡ଼ା ବ୍ଲକ ମୁଖ୍ୟାଳୟସ୍ଥିତ ବଜାରରେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ସର୍ବସାଧାରଣ ସ୍ଥଳୀ ଖାଁ ଖାଁ ରହିଛି। କେବଳ ଔଷଧ ଓ କ୍ଷୀର ଦୋକାନ ବ୍ୟତୀତ ସମସ୍ତ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି।
ସୂଚନାଯୋଗ୍ୟ, ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ଅଙ୍କୁଶ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ଆହ୍ବାନକୁ ଲୋକମାନେ ସ୍ବାଗତ କରିବା ସହ ସ୍ବତଃପ୍ରବୃତ୍ତ ଭାବେ ସମର୍ଥନ କରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନ ସରକାରକୁ ପୂରିଲା ୨ ବର୍ଷ: ରିପୋର୍ଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୬(ରବିନାରାୟଣ ଜେନା):ରାଜ୍ୟରେ ଭାଜପା ସରକାରକୁ ଶୁକ୍ରବାର ୨ବର୍ଷ ପୂରଣ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ଲକ ଓ ଜିଲାସ୍ତରୀୟ କାର୍ଯ୍ୟକ୍ରମ କରାଯିବା ସହିତ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶିବକୁମାର, ଉପହାର ଦେଇ କହିଲେ…

ନୂଆଦିଲ୍ଲୀ,୧୨।୬(ପି.ଟି.): କର୍ନାଟକ ମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ରାଜ୍ୟର ବିକାଶମୂଳକ ପ୍ରାଥମିକତା ଉପରେ ଏକ…

ଆସୁଛି ବଡ଼ ବିପର୍ଯ୍ୟୟ: ଜଳବାୟୁ ପୂର୍ବାନୁମାନ କେନ୍ଦ୍ରର ଚେତାବନୀ

ୱାଶିଂଟନ୍‌, ୧୨ା୬(ଏଜେନ୍ସି):ପ୍ରଶାନ୍ତ ମହାସାଗରର କ୍ରାନ୍ତୀୟ ଅଞ୍ଚଳରେ ‘ଏଲ୍‌-ନିନୋ’ ସକ୍ରିୟ ହୋଇଥିବା ନେଇ ଆମେରିକାର ଜାତୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ(ଏନ୍‌ଓଏଏ)ର ଜଳବାୟୁ ପୂର୍ବାନୁମାନ କେନ୍ଦ୍ର ଗୁରୁବାର ସ୍ପଷ୍ଟ…

ବିଶ୍ୱ ରାଜନୀତିରେ ହଇଚଇ! ଟ୍ରମ୍ପଙ୍କ ‘ଶାନ୍ତି ଚୁକ୍ତି’ ଦାବିକୁ ଇରାନର କଡ଼ା ଜବାବ, କିଛି ହୋଇନି….

ଓ୍ବାଶିଂଟନ,୧୨।୬: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଗୁରୁବାର ଦିନ,…

ବ୍ରହ୍ମପୁରରେ ଲଜ୍ଜା: କଲେଜ ଛାତ୍ରୀଙ୍କୁ ଲଜ୍‌କୁ ନେଇ ବଳାତ୍କାର କଲେ ପୁରୁଷବନ୍ଧୁ, ତାପରେ….

ବ୍ରହ୍ମପୁର,୧୨।୬(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନାବାଳିକା ଛାତ୍ରୀଙ୍କୁ ଲଜ୍‌କୁ ନେଇ ବଳାତ୍କାର ଅଭିଯୋଗରେ ବ୍ରହ୍ମପୁର ନିମଖଣ୍ଡି ଥାନା ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ଧରିଛି। ଗୁରୁବାର ତାଙ୍କୁ ଜୁଭେନାଇଲ…

ଅଫିସ ସିଲ, ଫ୍ଲୋର ଖାଲି, ଜରୁରୀକାଳୀନ ସତର୍କତା… ଆମେରିକାର ପ୍ରତିରକ୍ଷା ବିଭାଗ, ପେଣ୍ଟାଗନରେ ଏହି ବିଶୃଙ୍ଖଳାର କାରଣ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୬: ଆମେରିକାର ପ୍ରତିରକ୍ଷା ବିଭାଗରୁ ପ୍ରମୁଖ ଖବର ଆସିଛି; ଏକ ଜରୁରୀକାଳୀନ ସତର୍କତା ଜାରି କରାଯାଇଛି, ଏବଂ ପେଣ୍ଟାଗନର କିଛି ଅଂଶକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି।…

ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଲେ…

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ଲୁଟେରାମାନେ ସକ୍ରିୟ ହୋଇ ପଡିଛନ୍ତି। ଗୁରୁବାର ଏହି ରାଜପଥର କଳାପାଣି ଛକଠାରୁ…

ପୂର୍ବରୁ ଛକି ବସିଥିଲା ସିବିଆଇ, ଲାଞ୍ଚ ନେଉଥିବାବେଳେ ଏମସିଏଲ ସିକ୍ୟୁରିଟି ଇନ୍ସପେକ୍ଟରଙ୍କ ଉପରେ ହଠାତ୍‌ ହେଲା ଚଢ଼ାଉ

ଝାରସୁଗୁଡା,୧୧।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ବ୍ରଜରାଜନଗର ସ୍ଥିତ ଏମସିଏଲ ଓରିଏଣ୍ଟ ଏରିଆରେ ଗୁରୁବାର ଅପରାହ୍ନରେ ସିବିଆଇ ରେଡ୍‌ ଦେଖିବାକୁ ମିଳିଛି। ଡ୍ୟୁଟି ଆଲର୍ଟ କରିବା ନାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri