Posted inଫୁରସତ

ଚାଇନାରୁ ଭାରତକୁ କିପରି ଆସିଲା ମୋମ: ଜାଣନ୍ତୁ ରୋଚକ କାହାଣୀ

ଭାରତରେ ମୋମର ରହିଛି ବେଶ ଆଦର। ଯୁବପିଢ଼ିଙ୍କ ଚଟାପଟ୍‌ ଖାଦ୍ୟ ମଧ୍ୟରେ ସର୍ବାଗ୍ରେ ଏହାର ନାଁ ରହିଛି। ନିରାମିଷ ହେଉ କିମ୍ବା ଆମିଷ, ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ଏହାର ସ୍ବାଦ ପ୍ରତି ସମସ୍ତଙ୍କା ରହିଛି ଆଦର। ଏହା ପ୍ରାୟ ସବୁ ସମୟରେ ସବୁ ଜାଗାରେ ସହଜରେ ମିଳିଥାଏ। ଗରମ ହେଉ କିମ୍ବା ଥଣ୍ଡା, ଯେକୌଣସି ପାଗରେ ଏହାର ସ୍ବାଦ ସବୁବେଳେ ମନଛୁଆଁ। ମାତ୍ର ଆପଣ କ’ଣ ଜାଣନ୍ତି, ଏହି ମୋମ ଚାଇନାଠାରୁ ୩ ହଜାର କିଲୋମିଟର ଦୂର ଭାରତରେ କିପରି ପହଞ୍ଚିଥିଲା। ଜାଣନ୍ତୁ ସେ ସମ୍ପର୍କରେ…
ତିବ୍ବତର ଏକ ଡିସ୍‌ ମୋମ। ଏହା ଚାଇନାରୁ ନେପାଳ ଦେଇ ଭାରତକୁ ପ୍ରବେଶ କରିଥିଲା। ଉତ୍ତର-ପୂର୍ବ ରାଜ୍ୟ ସହରରେ ମୋମ ତାହାର ଆଡ୍ଡା ଜମାଇ ଲୋକପ୍ରିୟ ଖାଦ୍ୟର ପରିଚୟ ପାଇଲ। ପାହାଡ଼ୀ ରାଜ୍ୟ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ଏହାର ଲୋକପ୍ରିୟତା ଅଧିକ। ଏହା ତିବ୍ବତର ଡିସ୍‌ ହୋଇଥିଲେ ସୁଦ୍ଧା ଏହା ଚାଇନାରେ ପ୍ରଥମ ହୋଇଥିଲା। ଏହାର ଅର୍ଥ ବାମ୍ଫରେ ପକାଯାଉଥିବା ରୁଟି। ମାତ୍ର କୁହାଯାଏ, ତିବ୍ବତରେ ପ୍ରଥମେ ଏହା ପ୍ରସ୍ତୁତ କରାଯାଇଥିଲା। ପରେ ଅନ୍ୟ ସହରରେ ଅନ୍ୟ ଢଙ୍ଗରେ ପ୍ରସ୍ତୁତ କରାଗଲା। ନେପାଳ ପୂର୍ବରୁ ଏହା କାଟମାଣ୍ଡୁରେ ମିଳିବା ଆରମ୍ଭ ହୋଇଥିଲା। ତିବ୍ବତ ବେପାରୀ ମୋମକୁ ନେଇ କାଠମାଣ୍ଡୁରେ ବିକିଥିଲେ। ତିବ୍ବତର ଖାଦ୍ୟପେୟ ଉପରେ ଚାଇନାର ମୋଗଲମାନଙ୍କ ପ୍ରଭାବ ପଡିଥିଲ। ଏଥିପାଇଁ କେହି କେହି କୁହନ୍ତି, ଏହା ଚାଇନାରୁ ତିବ୍ବତ ଆସିଥିଲା। ତିବ୍ବତ ଲୋକେ ଏହାକୁ ଅଧିକ ଖାଇଥିବା ବେଳେ ଚାଇନାରେ ଏହାକୁ ଡିମାସିମ କୁହାଯାଏ। କାରଣ ଏହାସବୁ ପରିବା ପକାଇ ପ୍ରସ୍ତୁତି କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri