କ୍ଷୀର ଉତୁରିଲେ ଦେଇଥାଏ ଏସବୁ ଅଶୁଭ ସଙ୍କେତ

ହିନ୍ଦୁଧର୍ମରେ କ୍ଷୀରକୁ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ। ଏହା ସହିତ କ୍ଷୀର ଉତୁରିପଡ଼ିଲେ ଘରକୁ କେହି ବନ୍ଧୁ ଆସିବାର ସଙ୍କେତ ଦେଇଥାଏ। କିନ୍ତୁ କ୍ଷୀର ଉତୁରିବା ମଧ୍ୟ କିଛି ଅଶୁଭ ସଙ୍କେତ ଦେଇଥାଏ। ଜାଣନ୍ତୁ ଏ ସମ୍ପର୍କରେ…
ବାସ୍ତୁଶାସ୍ତ୍ର ଅନୁସାରେ, କ୍ଷୀରକୁ ଚନ୍ଦ୍ରମା କାରକ କୁହାଯାଏ। ଚନ୍ଦ୍ରମା ବ୍ୟକ୍ତିର ମନ, ମସ୍ତିଷ୍କ, ଆର୍ଥିକ ସ୍ଥିତି ଏବଂ ପାରିବାରିକ ସ୍ଥିତି ସହିତ ସମ୍ବନ୍ଧ ରହିଛି। ତେଣୁ କ୍ଷୀର ଉତୁରିଲେ ଏସବୁ ପ୍ରଭାବିତ ହୋଇଥାଏ। କ୍ଷୀର ଉତୁରିଲେ ମଣିଷର କ୍ରୋଧ ବଢ଼ିଯାଏ। ପରିବାରରେ କଳହ ଲାଗିବା ସହ ରୋଗବେମାରରେ ଘାଣ୍ଟି ହେବାର ଭୟ ରହିଥାଏ। ପ୍ରତିଦିନ କ୍ଷୀର ଉତୁରିଲେ ଆର୍ଥକ ସ୍ଥିତି ଦୁର୍ବଳ ହେବାର ସଙ୍କେତ ଦିଏ। କ୍ଷୀର ଉତୁରିଲେ ମଙ୍ଗଳ ଗ୍ରହ ମଧ୍ୟ ଅଶୁଭ ଫଳ ଦେଇଥାଏ। ସକାଳେ କ୍ଷୀର ଉତୁରି ପଡ଼ିଲେ ଦେବୀ ଅନ୍ନପୂର୍ଣ୍ଣାଙ୍କୁ ଅପମାନ ହୁଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ତେଣୁ କ୍ଷୀର ଗରମ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଯେପରି ଉତୁରି ନ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ବଡ଼ ଚମତ୍କାର! ଏହି ୩ ରାଶିଙ୍କୁ ମିଳିବ ଧନ ଓ କ୍ୟାରିୟରରେ ଜବରଦସ୍ତ ଲାଭ

ମଙ୍ଗଳ ଗ୍ରହ ୨୪ ଜୁଲାଇରେ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିଥିଲେ। ବର୍ତ୍ତମାନ ଆଜି ୧୨ ଅଗଷ୍ଟ ବୁଧବାର ରାତ୍ରୀ ୧୦ଟା ୪୨ ମିନିଟରେ ମଙ୍ଗଳ ଗ୍ରହ ଆର୍ଦ୍ରା…

ଆଜି ଅମାବାସ୍ୟାରେ ସୂର୍ଯ୍ୟଗ୍ରହଣ: ୫ ରାଶିଙ୍କୁ ମିଳିବ ବଡ଼ ସୁଯୋଗ, ଏହି ରାଶି ଉପରେ ମାଡିଆସୁଛି ବିପଦ!

୧୨ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ତିଥି ଏବଂ ବାର ବୁଧବାର ଅଟେ। ଏହା ଚାତୁର୍ମାସର ୧୯ ତମ ଦିନ, ଯାହାକି…

ଆସନ୍ତାକାଲି ସୂର୍ଯ୍ୟଗ୍ରହଣ: ଏମାନଙ୍କୁ ଲାଗିବ ଗ୍ରହଣ ଦୋଷ! ୧୨ ଅଗଷ୍ଟ ପୂର୍ବରୁ ଜାଣନ୍ତୁ ଶାସ୍ତ୍ରର ନିୟମ

୧୨ ଅଗଷ୍ଟ ୨୦୨୬ରେ ଶ୍ରାବଣ ଅମାବାସ୍ୟା ଦିନ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଲାଗିବାକୁ ଯାଉଛି। ଏହି ଗ୍ରହଣ ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ ଏବଂ ସ୍ପେନ ସମେତ ବିଶ୍ୱର କିଛି ଅଞ୍ଚଳରେ…

କର୍କଟ ରାଶିରେ ସୃଷ୍ଟି ହେଲା ଦୁର୍ଲଭ ଚତୁର୍ଗ୍ରହ ଯୋଗ: ଏହି ୪ ରାଶିଙ୍କ ପାଇଁ ଖୋଲିଯିବ ଧନଲାଭର ନୂଆ ଦ୍ୱାର

ଆଜି ୧୧ ଅଗଷ୍ଟ, ୨୦୨୬ରେ ସାବନ ଶିବରାତ୍ରି ଅବସରରେ ଆକାଶରେ ଏକ ବିଶେଷ ଗ୍ରହ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ କର୍କଟ ରାଶିରେ ସୂର୍ଯ୍ୟ, ଗୁରୁ,…

Jupiter Uday 2026: ଏହି ରାଶିକୁ ଗୋଚର କରିବେ ବୃହସ୍ପତି, ୬ରାଶିର ବ୍ୟକ୍ତିଙ୍କୁ ପାଦେପାଦେ ବିପଦ!

ଜ୍ୟୋତିଷ ଶାସ୍ତ୍ରରେ, ବୃହସ୍ପତିଙ୍କୁ ଜ୍ଞାନ, ସମୃଦ୍ଧି, ବିବାହ, ସନ୍ତାନସନ୍ତତି, ଉଚ୍ଚଶିକ୍ଷା, ଭାଗ୍ୟ ଏବଂ ଆଧ୍ୟାତ୍ମିକତାର ପ୍ରତୀକ ଭାବରେ ବିବେଚନା କରାଯାଏ। ବୃହସ୍ପତିଙ୍କ ଉଦୟକୁ ସାଧାରଣତଃ ଅତ୍ୟନ୍ତ ଶୁଭ…

ରକ୍ଷାବନ୍ଧନରେ ଲାଗିବ ଚନ୍ଦ୍ରଗ୍ରହଣ: ଏହି ୩ ରାଶିଙ୍କ ଉପରେ ବଡ଼ ସଙ୍କଟ! ଜାଣନ୍ତୁ ଅଶୁଭ ପ୍ରଭାବରୁ ବଞ୍ଚିବାର ଉପାୟ

୨୭ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମାର ଆରମ୍ଭ ସକାଳ ୯ଟା ୮ ମିନିଟରେ ହେବ। ଏହାର ସମାପ୍ତି ୨୮ ଅଗଷ୍ଟ ରାତି ୯ଟା ୪୮ ମିନିଟରେ ହେବ। ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri