ଏଇ ଭାରତରେ

ସ୍କୁଲରେ ପଢ଼ି ଭଲ ମଣିଷ ହୋଇ ପୁରାତନ ଛାତ୍ରମାନେ ଶିକ୍ଷାନୁଷ୍ଠାନର ବିକାଶ ଲାଗି ସମୟ ଦେବା ସହ ଆର୍ଥିକ ସହଯୋଗ କରୁଥିବା ଘଟଣା ସାମନାକୁ ଆସେ। କିନ୍ତୁ ପଞ୍ଚାବର ରୂପନଗର ଜିଲାର ମୁଣ୍ଡିୟା ଗାଁର ଛାତ୍ରୀ ହରମନଦୀପ କୌର ସ୍କୁଲକୁ ନିଆରା ଦକ୍ଷିଣା ଦେଇଛନ୍ତି। ସେ ଲକ୍‌ଡାଉନ ସମୟରେ ସ୍କୁଲର ରୂପ ବଦଳାଇ ଦେଇଛନ୍ତି। ସେ ଜଣେ ପ୍ରତିଭାଧାରୀ ଚିତ୍ରକର। ଗଁାର ସରକାରୀ ମିଡିଲ ସ୍କୁଲର ହରମନଦୀପ ପଢ଼ିଥିଲେ। ସେ ଏହି ସ୍କୁଲ୍‌ର ସବୁଆଡେ ଶିକ୍ଷଣୀୟ ଚିତ୍ର ଆଙ୍କି ସଜେଇ ଦେଇଛନ୍ତି। ଏହାକୁ ଯେ ଦେଖୁଛନ୍ତି ସେମାନେ ଜଣେ ପ୍ରତିଷ୍ଠିତ ଚିତ୍ରକର କରିଥିବା ଅନୁମାନ କରୁଛନ୍ତି। ୪୫ ଦିନରେ କୌର ଏହି କାର୍ଯ୍ୟ ଶେଷ କରିପାରିଛନ୍ତି। ଏହି ସ୍କୁଲ୍‌ରେ ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ସେ ଚିତ୍ର ଆଙ୍କିବା ଶିଖିଥିଲେ। ତାଙ୍କ ମା’ ଚିତ୍ର ଆଙ୍କନ୍ତି ଓ ତାହା ଦେଖି ସେ ଖାତାରେ କରନ୍ତି। ଦ୍ୱାଦଶ ପାସ୍‌ କରିବା ପରେ ହରମନ ପଟିଆଲାର ଅଜାୟବ ଚିତ୍ରକର ଆଟର୍‌ସ ଆଣ୍ଡ୍‌ କ୍ରାଫ୍ଟିଙ୍ଗ ଟିଚର ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟରୁ ଆଟର୍‌ସ ଆଣ୍ଡ୍‌ କ୍ରାଫ୍ଟସ କୋର୍ସ କରିଛନ୍ତି। ସେ ପ୍ରତିଦିନ ୮ ଘଣ୍ଟା ପେଣ୍ଟିଂ ଲାଗି ସମୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri