Posted inଫୁରସତ

ଆର୍ମେନିଆ

ପଶ୍ଚିମ ଏସିଆରେ ରହିଛି ଆର୍ମେନିଆ। ୟେରେଭାନ୍‌ ହେଉଛି ଏହାର ରାଜଧାନୀ, ଯାହା ଦେଶର ବୃହତ୍‌ ସହର ଭାବେ ପରିଚିତ। ଏଠାର ଅଧିକାଂଶ ଲୋକ ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀ। ତେବେ ଜାଣନ୍ତୁ ଏହି ଦେଶ ସମ୍ପର୍କରେ ଆଉ କିଛି ରୋଚକ ତଥ୍ୟ…

ଖ୍ରୀଷ୍ଟିଆନ୍‌ ଧର୍ମକୁ ଗ୍ରହଣ କରିବାରେ ଆର୍ମେନିଆ ହେଉଛି ପ୍ରଥମ ଦେଶ। ଏଠାରେ ପ୍ରାୟ ୯୭% ଲୋକ ଏହି ଧର୍ମ ଗ୍ରହଣ କରିଛନ୍ତି। ପୃଥିବୀର ସବୁଠୁ ସୁନ୍ଦର ଏବଂ ପ୍ରଥମ ଚର୍ଚ୍ଚ ‘ଏକ୍‌ମିଆଚିନ୍‌ କାଥେଡ୍ରାଲ’କୁ ଏଠାରେ ଦେଖିବାକୁ ପାଇବେ ।
ପୃଥିବୀର ସବୁଠୁ ପୁରୁଣା ସହର ଭାବେ ଏହା ଜଣାଶୁଣା। ରାଜା ଆରଗିଷ୍ଠିଙ୍କ ଦ୍ୱାରା ୭୮୨ ଖ୍ରୀଷ୍ଟାବ୍ଦରେ ଏହା ପ୍ରତିଷ୍ଠା ହୋଇଥିଲା। ୨୦୧୮ ମସିହାରେ ଏହି ସହର ତା’ର ୨୮୦୦ତମ ଆନିଭର୍ସାରୀ ପାଳନ କରିଛି।
ପୃଥିବୀର ପ୍ରଥମ ‘ଏରିଥ୍‌ମେଟିକ୍‌ ପ୍ରୋବେଲ୍ମ ଟେକ୍ସବୁକ୍‌’ ଆର୍ମେନିଆର ଗଣିତଜ୍ଞ ମେସ୍‌ରପ ମାର୍ସ୍‌ଟ୍‌ସଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା।
୨୦୦୮, ସେପ୍ଟେମ୍ବରରେ ଆରେନି ଗ୍ରାମରେ ପୃଥିବୀର ସବୁଠାରୁ ପୁରୁଣା ଶୁ’ ଆବିଷ୍କାର ହୋଇଥିଲା, ଯାହା ଛେଳି ଶିଙ୍ଗରେ ତିଆରି ହୋଇଥିଲା। ଏହାର ବ୍ୟାସ ଥିଲା ୪୪ ସେ.ମି।
ଏଠାର ଅଧିବାସୀମାନଙ୍କ ପ୍ରିୟ ଖେଳ ହେଉଛି ଚେସ୍‌। ୨୦୧୧ ମସିହାଠାରୁ ପ୍ରତ୍ୟେକ ଶ୍ରେଣୀରେ ଏହାକୁ ‘କମ୍ପଲ୍‌ସରି ବିଷୟ’ ଭାବେ ସାମିଲ କରାଯାଇଛି।
ରାଜଧାନୀ ୟେରେଭାନ୍‌ରେ ଥିବା ସମସ୍ତ କୋଠାର କାନ୍ଥ ପିଙ୍କ୍‌ କଲର୍‌ ପଥରରେ ତିଆରି ହୋଇଥିବାରୁ ଏହାକୁ ଅନେକ ଲୋକ ”ପିଙ୍କ୍‌ ସିଟି“ ଭାବେ ମଧ୍ୟ ବିବେଚନା କରିଥା’ନ୍ତି।
ଆର୍ମେନିଆରେ ଥିବା ଚର୍ଚ୍ଚଗୁଡ଼ିକୁ ଯିବା ପାଇଁ ପ୍ରବେଶ ଶୁଳ୍କ ବା ଏଣ୍ଟ୍ରି ଫି’ ଫ୍ରି ଥାଏ। ଏଠାରେ ଉଭୟ ଟୁରିଷ୍ଟ ଏବଂ ଅଧିବାସୀମାନଙ୍କ ପାଇଁ ସମାନ ପ୍ରକାର ସୁବିଧା ରହିଛି।
ଏଠାରେ ଏକ ଅଜବ ନିୟମ ରହିଛି। ରାତିରେ ସ୍ଥାନୀୟ ଲୋକମାନେ ଗିଟାର, ଡ୍ରମ୍‌, ପିଆନୋ କିମ୍ବା ଅନ୍ୟ ଇନ୍‌ଷ୍ଟ୍ରୁମେଣ୍ଟ ବଜାଇ ପାରିବେ ନାହିଁ। ଆଉ ଯିଏ ଏହାର ନିୟମ ଉଲ୍ଲଂଘନ କରିବେ, ସେମାନଙ୍କୁ କୋର୍ଟ ଦ୍ୱାରସ୍ଥ ହେବାକଚ ପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri