ଜିଲା ପରିଷଦ ପ୍ରାର୍ଥୀଙ୍କୁ ମିଳିଲା ଚିହ୍ନ

କେନ୍ଦ୍ରାପଡ଼ା ଅଫିସ, ୨୮ା୧: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲା ପରିଷଦ ସଭ୍ୟ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ସହ ଚିହ୍ନ ପ୍ରଦାନ କରାଯାଇଛି। ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବିଜେଡିର ଶଙ୍ଖ, କଂଗ୍ରେସର ହାତ, ଭାଜପାର ପଦ୍ମ, ବିଏସ୍‌ପିର ହାତୀ, ସିପିଆଇଏମ୍‌ର ଧାନକେଣ୍ଡା ଓ ଦା, ଆପ୍‌ର ଝାଡୁ ସହ ସ୍ବାଧୀନ ପ୍ରାର୍ଥୀଙ୍କୁ ଚିଠିବାକ୍ସ, ନୌକା, ପାଣି ବୋତଲ, କରତ, ହାର ପ୍ରମୁଖ ଚିହ୍ନ ପ୍ରଦାନ କରାଯାଇଛି। ୧ ନଂ. ଜୋନର ପ୍ରାର୍ଥୀ କନକଲତା ବେହେରା (ଶଙ୍ଖ), ଝରଣା ମଲ୍ଲିକ (ହାତ), ସୌଦାମିନୀ କୁଅଁର (ପଦ୍ମ), ୨ ନଂ. ଜୋନରେ ଅକ୍ଷୟ କୁମାର ଜେନା (ହାତ), ପ୍ରିୟଦର୍ଶନୀ ନନ୍ଦ (ପଦ୍ମ), ଭୀଷ୍ମ ମହାନ୍ତି (ଶଙ୍ଖ), ୩ ନଂ. ଜୋନରେ ବିନସ୍ବନୀ ସାମଲ (ହାତ), ରେଖା ସେଠୀ (ପଦ୍ମ), ସ୍ବାଗତିକା ରାଉତ (ଶଙ୍ଖ), ୪ ନଂ. ଜୋନରେ ଜୟରାମ ସାହୁ (ଶଙ୍ଖ), ବରାହ ଚରଣ ପଣ୍ଡା (ପଦ୍ମ), ମାନଗୋବିନ୍ଦ ଦାସ (ହାତ), ବାବାଜୀ ମଲ୍ଲିକ (ହାତୀ), ସୋହନା ବେଗମ (ଧାନକେଣ୍ଡା ଓ ଦା), ୫ ନଂ. ଜୋନରେ ଅନ୍ନପୂର୍ଣ୍ଣା ମଲ୍ଲିକ (ହାତ), ପଦ୍ମିନୀ ମଲ୍ଲିକ (ପଦ୍ମ), ଲିଲିତା ଦାସ (ଶଙ୍ଖ) ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ୬ ନଂ. ଜୋନରେ ନିର୍ମଳା ମହାନ୍ତି (ଶଙ୍ଖ), ରଶ୍ମିତା ଦାସ (ଚିଠି ବାକ୍ସ), ସସ୍ମିତା ପଣ୍ଡା (ହାତ), ସଙ୍ଗୀତା ରାଉତ (ପଦ୍ମ), ୭ ନଂ. ଜୋନରେ ମଧୁସ୍ମିତା ମହାନ୍ତି (ଶଙ୍ଖ), ସଂଘମିତ୍ରା ମଲିକ (ପଦ୍ମ), ସୁଜାତା ଦାସ (ହାତ), ୮ ନଂ. ଜୋନରେ ଅନନ୍ତ କୁମାର ସ୍ବାଇଁ (ହାତ), ଦେବେନ୍ଦ୍ର ରାଉତ (ନୌକା), ମନୋଜ କୁମାର ପ୍ରଧାନ (ପାଣି ବୋତଲ), ରଶ୍ମିରଞ୍ଜନ ରାଉତ (ଶଙ୍ଖ), ସନ୍ତୋଷ କୁମାର ବେହେରା (କରତ), ସାଗରିକା ଦାସ (ହାର), ଲଲାଟ କେଶରୀ ସାମଲ (ପଦ୍ମ), ୯ ନଂ. ଜୋନରେ ଏଲିଜା ସ୍ବାଇଁ (ଶଙ୍ଖ), ପୁଷ୍ପାଞ୍ଜଳି ନାୟକ (ହାତ), ସୁଦିପ୍ତା ପ୍ରଧାନ (ପଦ୍ମ), ୧୦ ନଂ. ଜୋନରେ ନାରାୟଣ ପ୍ରସାଦ ସ୍ବାଇଁ (ନାଗରା), ମହେଶ ଚନ୍ଦ୍ର ଦାସ (ନୌକା), ରଞ୍ଜିତ କୁମାର ଆଚାର୍ଯ୍ୟ (ପଦ୍ମ), ସତ୍ୟାନନ୍ଦ ରାଉତ (ଶଙ୍ଖ), ସନ୍ତୋଷ କୁମାର ଜେନା (ଟେଲିଭିଜନ), ସୁବାସ ଚନ୍ଦ୍ର ସାମଲ (ହାତ), ସୌମ୍ୟରଞ୍ଜନ ପଟ୍ଟନାୟକ (ବାଳକ ଓ ବାଳିକା) ନିର୍ବାଚନ ମଇଦାନରେ ଅଛନ୍ତି। ୧୧ ନଂ. ଜୋନରେ ଅନ୍ନପୂର୍ଣ୍ଣା ପୃଷ୍ଟି (ହାତ), ଡଲି ଶତପଥୀ (ପଦ୍ମ), ମଞ୍ଜୁବାଳା ଜେନା (ଶଙ୍ଖ), ୧୨ ନଂ. ଜୋନରେ ତପନ ମଲ୍ଲିକ (ପଦ୍ମ), ଧନେଶ୍ୱର ସେଠୀ (ଶଙ୍ଖ), ସସ୍ମିତା ଜେନା (ହାତ), ୧୩ ନଂ. ଜୋନରେ ଅନସୂୟା ଦାସ (ହାତ), ଗୀତାଞ୍ଜଳି ସେଠୀ (ଶଙ୍ଖ), ରଞ୍ଜିତା ସେଠୀ (ପଦ୍ମ), ୧୪ ନଂ. ଜୋନରେ ଅରବିନ୍ଦ ନାୟକ (ଶଙ୍ଖ), ଦିବ୍ୟରଞ୍ଜନ ଜେନା (ନୌକା), ନିମାଇଁ ଚରଣ ଜେନା (ହାତ), ପୁଷ୍ପାଞ୍ଜଳି ମଲ୍ଲିକ (ହାତୀ), ମମତା ସେଠୀ (ପଦ୍ମ), ୧୫ ନଂ. ଜୋନରେ ପୁଷ୍ପଲତା ଯେନା (ହାତ), ପ୍ରିୟଦର୍ଶନୀ ତରାଇ (ଶଙ୍ଖ), ବିଜୟାଲକ୍ଷ୍ମୀ ମଲ୍ଲିକ (ପଦ୍ମ) ପ୍ରାର୍ଥୀ ହୋଇଛନ୍ତି। ୧୬ ନଂ. ଜୋନରେ କଳାକାର ସେଠୀ (ହାତ), ଜ୍ୟୋତିର୍ମୟୀ ବେହେରା (ଶଙ୍ଖ), ନଗେନ୍ଦ୍ର ଜେନା (କରତ), ସଂଗ୍ରାମ କେଶରୀ ସେଠୀ (ପଦ୍ମ), ୧୭ ନଂ. ଜୋନରେ ଅମିୟ କୁମାର ବାୟୀ (ହାତ), ଜ୍ୟୋତି ପ୍ରକାଶ ପ୍ରଧାନ (ପଦ୍ମ), ଭୀମସେନ ବେହେରା (ହାତୁଡି, ଦା ଓ ତାରା), ରମେଶ ଚନ୍ଦ୍ର ଦାସ (ପାଣି ବୋତଲ), ରଞ୍ଜନ ବିଶ୍ୱାଳ (ଶଙ୍ଖ), ସରୋଜ କୁମାର ନାଥ (ଝାଡୁ), ୧୮ ନଂ. ଜୋନରେ ବୈଦେହୀ ସେଠୀ (ହାତ), ରଶ୍ମି ମଲ୍ଲିକ (ଶଙ୍ଖ), ମମି ମଲ୍ଲିକ (ପଦ୍ମ), ୧୯ ନଂ. ଜୋନରେ ମାନସୀ ପ୍ରଭା ଦାଶ (ହାତ), ମୋନାଲିସା ଦାସ (ପଦ୍ମ), ସସ୍ମିତା ସ୍ବାଇଁ (ଶଙ୍ଖ), ୨୦ ନଂ. ଜୋନରେ ଅଧୀର ନାଥଶର୍ମା (ପାଣିବୋତଲ), କଳ୍ପତରୁ ପ୍ରଧାନ (ହାତ), ସୁବୋଧ କୁମାର ଲେଙ୍କା (ଶଙ୍ଖ), ସୌଭାଗ୍ୟ କୁମାର ପରିଡା (ପଦ୍ମ), ୨୧ ନଂ. ଜୋନରେ ଅନୁରାଧା ସ୍ବାଇଁ (ଶଙ୍ଖ), କାମିନୀ ଖଟୁଆ (ପଦ୍ମ), ଟୁନିଲତା ମାଝି (ହାତ), ୨୨ ନଂ. ଜୋନରେ ଅପୁ ପରିଡ଼ା (ଶଙ୍ଖ), ବ୍ରଜମୋହନ ମଣ୍ଡଳ (ହାତ), ସରୋଜକାନ୍ତ ସାହୁ (ପଦ୍ମ) ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି। ସେହିପରି ୨୩ ନଂ. ଜୋନରେ ଅଚିନ୍ତ କୁମାର ମାଇତି (ଚିଠିବାକ୍ସ), ନରୋତ୍ତମ ପାର୍ଥସାରଥି (ହାତୁଡି, ଦା ଓ ତାରା), ମୃତ୍ୟୁଞ୍ଜୟ ମଣ୍ଡଳ (ଶଙ୍ଖ), ଶଶିକାନ୍ତ ପରିଡା (ପଦ୍ମ), ସୁଶିଲ କୁମାର ସେନାପତି (ହାତ), ସୁଜିତ ସରକାର (ଝାଡୁ), ୨୪ ନଂ. ଜୋନରେ ଅଶୋକ କୁମାର ପ୍ରଧାନ (ହାତୀ), ଜଳଧର ବେହେରା (ନୌକା), ଦୋଳଗୋବିନ୍ଦ ମାହାଳି (ହାତ), ପ୍ରଜେଶ ରଞ୍ଜନ ନାୟକ (ପଦ୍ମ), ପ୍ରତାପ ଚନ୍ଦ୍ର ପରିଡା (ରୋଡ ରୋଲର), ପ୍ରମୋଦ କୁମାର ରଥ (ଶଙ୍ଖ), ମାଧବ ଚରଣ ନାୟକ (ଟେଲିଭିଜନ), ରାଜେନ୍ଦ୍ର ମଲ୍ଲିକ (ନଟୁ), ସୀତାକାନ୍ତ ନାୟକ (ଧାନକେଣ୍ଡା ଓ ଦା), ୨୫ ନଂ. ଜୋନରେ ଅଞ୍ଜଳି ରାଉତ (କରତ), ଦୁର୍ଗାବତୀ ପ୍ରଧାନ (ଶଙ୍ଖ), ନମିତା ଦାସ (ହାତ), ନମିତା ନାୟକ (ପାଣିବୋତଲ), ରାଜଲକ୍ଷ୍ମୀ ଦାସ (ପଦ୍ମ), ୨୬ ନଂ. ଜୋନରେ ଅରବିନ୍ଦ ମହାନ୍ତି (ହାତ), ଉଷାରାଣୀ ମିଶ୍ର (ନୌକା), ଦୀପକ କୁମାର ଚୌଧୁରୀ (ମୁଦି), ପ୍ରତାପ କୁମାର ମଲ୍ଲିକ (ଶଙ୍ଖ), ମିହିର କୁମାର ସାମଲ (ପଦ୍ମ), ୨୭ ନଂ. ଜୋନରେ ପ୍ରବୀଣା ଦାସ (ଶଙ୍ଖ), ପ୍ରିୟଦର୍ଶନୀ ବେହେରା (ହାତ), ବିଜୁଶ୍ରୀ ବିଜୟା ପଟ୍ଟନାୟକ (ପଦ୍ମ), ୨୮ ନଂ. ଜୋନରେ ପ୍ରତାପ କୁମାର ମହାନ୍ତି (ଶଙ୍ଖ), ମନୋଜ ସେନାପତି (ପଦ୍ମ), ସତ୍ୟଜିତ ସ୍ବାଇଁ (ବାଳକ ଓ ବାଳିକା), ସରୋଜକାନ୍ତ ରାଉତ (ରୋଡରୋଲର), କ୍ଷୀରୋଦ କୁମାର ବେହୁରିଆ (ହାତ), ୨୯ ନଂ. ଜୋନରେ ଅମିତା ସାହୁ (ଶଙ୍ଖ), ପ୍ରମିଳା ସାହୁ (ହାତ), ମଧୁସ୍ମିତା ଜେନା (ପଦ୍ମ), ୩୦ ନଂ. ଜୋନରେ ପ୍ରମୋଦ କୁମାର ଦାସ (ପଦ୍ମ), ସମୀର କୁମାର ବାଇ (ନୌକା), ସହଦେବ ସାହୁ (ହାତ), ସୁରେନ୍ଦ୍ର ପ୍ରସାଦ ରାଉତ (ଶଙ୍ଖ), ୩୧ ନଂ. ଜୋନରେ ଅଶୋକ କୁମାର ପ୍ରତିହାରୀ (ଶଙ୍ଖ), ଦିବାକର ମଲ୍ଲିକ (ଭାଓଲିନ), ରାଜୀବଲୋଚନ ନାୟକ (ପଦ୍ମ), ସନ୍ତୋଷ କୁମାର ମହାନ୍ତି (ହାତ), ୩୨ ନଂ. ଜୋନରେ ଆରତି ହଁାସଦା (ପଦ୍ମ), ଖୁକୁମିନା କୁଅଁର (ଶଙ୍ଖ), ରତି ଦଳାଇ (ହାତ) ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଜଣଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଦୈନିକ ୫ କି.ମି. ପଦଯାତ୍ରା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲ୍ହାପୁର, ୧୪ା୯ (ପି.ଟି.):ପ୍ରତିଦିନ ସକାଳେ ଶିକ୍ଷକମାନେ ନିଜ ନିଜ ଗାଡ଼ି କିମ୍ବା ବସ୍‌ରେ ସ୍କୁଲ ଯାଉଥିବା ବେଳେ ୫୫ ବର୍ଷୀୟ ଶିକ୍ଷକ ଜୀବନ ମିଥାରୀ କିନ୍ତୁ ଖରା,…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?