Posted inଜାତୀୟ

ଛାତିରେ ଗୁଳି ଖାଇ ଥାନାରେ ପହଞ୍ଚିଲେ ଯୁବକ, ପୋଲିସ ଦେଖିବା ପରେ..

ମୁଜାଫ୍ଫରନଗର,୩୧।୭: ଉତ୍ତରପ୍ରଦେଶର ମୁଜାଫ୍ଫରନଗରର ତିନାବୀ ଥାନାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଛାତିରେ ଗୁଳି ବାଜିଥିବା ଜଣେ ଯୁବକ ଥାନାରେ ପହଞ୍ଚିଯିବାରୁ ପୋଲିସ କର୍ମଚାରୀ ଚକିତ ହୋଇଯାଇଥିଲେ। ପରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଏଭଳି କାଣ୍ଡ ପଛରେ ଥିବା ଅପରାଧିଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି।

ଉକ୍ତ ଥାନା ଅନ୍ତର୍ଗତ ହାଇଦରନଗର ମାର୍ଗରେ ମୋନୁ ଜଗିଂ କରୁଥିଲେ। ଏହି ସମୟରେ ବାଇକରେ ଆସୁଥିବା କିଛି ଯୁବକ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ଆହତ ହେବା ସତ୍ତ୍ୱେ ମୋନୁ ଦୌଡ଼ି ଦୌଡ଼ି ଥାନାରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ।

ହଠାତ ଯୁବକଙ୍କୁ ଏଭଳି ଅବସ୍ଥାରେ ଦେଖି କର୍ମଚାରୀ ଚମକି ପଡ଼ିଥିଲେ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଯୁବକଜଣଙ୍କର କିଛି ଦିନ ପୂର୍ବେ ଝଗଡ଼ା ହୋଇଥିଲା। ଏଥିପାଇଁ ତାଙ୍କୁ ଗୁଳି କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଆମେ ପାଦରେ ଚାଲୁଛେ କମ୍‌, ଷ୍ଟେପ୍‌ ଗଣୁଛେ ଅଧିକ: ମୋଦି

ନୂଆଦିଲ୍ଲୀ,୨୯।୮: ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଏବେ...

ଦୀପାବଳିରେ ଫୁଟିବ ନାହିଁ ବାଣ: ଗେହଲଟ

ଜୟପୁର,୨ ।୧୧: ଦେଶରେ ଜାରି ରହିଥିବା କରୋନା ସଂକ୍ରମଣକୁ ଦେଖି ଏବେ ଲୋକଙ୍କ ଜୀବନ ବଞ୍ଚାଇବା ଏକ ଚ୍ୟାଲେଞ୍ଜ ହୋଇପଡିଛି ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ...

୯ ମାସ ହେଲା ଧୂଳି ଖାଉଛି ପିଏମ୍‌ କେୟାର୍ସର ୨୫ ଭେଣ୍ଟିଲେଟର…

ଦରଭଙ୍ଗା,୧୯।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପିଏମ୍‌ କେୟାର୍ସ ଫଣ୍ଡ୍‌ ପକ୍ଷରୁ...

୯ ମାସ ଧରି ନାବାଳିକାଙ୍କୁ ବଳାତ୍କାର କରୁଥିଲେ ୨୯ ଜଣ

ନୂଆଦିଲ୍ଲୀ,୨୩।୯: ଗତ ୯ ମାସ ଧରି ୧୫ ବର୍ଷୀୟା ନାବାଳିକାଙ୍କୁ ୨୯ ଜଣ ଗଣବଳାତ୍କାର କରିଥିଲେ। ପୀଡ଼ିତା ବୁଧବାର ରାତିରେ ଅଭିଯୋଗ କରିବା ପରେ ମୁମ୍ବାଇରୁ...

ସାଢ଼େ ୨୨ କିଲୋ ଓଜନ ରୁପା ଇଟାରେ ରାମମନ୍ଦିରର ମୂଳଦୁଆ ହେବ ସ୍ଥାପନ…

ଅଯୋଧ୍ୟା, ୨୮।୭: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମମନ୍ଦିରର ଭୂମି ପୂଜନ କରିବେ। ଏହି ସମୟରେ ୨୨ କିଲୋଗ୍ରାମ୍‌ ୬୦୦ ଗ୍ରାମ୍‌ ଓଜନର ରୁପା...

ମା’ କାଳୀଙ୍କ ପୂଜା କରି ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବି: ପବନ କୁମାର

ନୂଆଦିଲ୍ଲୀ,୧୩।୧୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରସ୍ତୁତି ଚାଲିଛି। ଉତ୍ତର ପ୍ରଦେଶର ମୀରଟ ଜେଲରେ...

ଚାର୍ଜ ଲାଇଟ୍‌ରେ ଲୁଚାଇଥିଲେ ୬ କେଜି ସୁନା

ହାଇଦ୍ରାବାଦ୍‌,୧୯।୧୦: ଦୁବାଇରୁ ବିମାନ ଯୋଗେ ମଙ୍ଗଳବାର ପହଞ୍ଚିଥିବା ଜଣେ ଯାତ୍ରୀଙ୍କ ଚାର୍ଜ ଲାଇଟ୍‌ରୁ ୬.୦୬ କେଜି ସୁନା ପେଷ୍ଟ ଜବତ ହୋଇଛି। ଏହାର ମୂଲ୍ୟ ୨.୯୬...

ଅନ୍‌ଲାଇନ୍‌ ପାଠପଢ଼ା: ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ଡାଟା କାର୍ଡ

ଚେନ୍ନାଇ,୧୦।୧: କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଫଳରେ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ...

Advertisement


Archives

Model This Week