ମାଓବାଦୀଙ୍କ ବର୍ବରତା: ଭିନ୍ନକ୍ଷମ ଯୁବକଙ୍କୁ ହତ୍ୟା

ମାଲକାନଗିରି,୧୯ା୬ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। କଣ୍ଡାଗାଁ ଜିଲା ମର୍ଦାପାଲ ଥାନା ଅନ୍ତର୍ଗତ ଖଡ଼ଖଡ଼ି ଗ୍ରାମରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ମାଓବାଦୀମାନେ ଶନିବାର ରାତିରେ ହତ୍ୟା କରିଛନ୍ତି। ତାଙ୍କ ନାମ ରାମୁ ବୋଲି ଜଣାପଡ଼ିଛି। ସେ ପୋଲିସକୁ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେଉଥିଲେ ବୋଲି ମାଓବାଦୀମାନେ ସେଠାରେ ଛାଡ଼ିଯାଇଥିବା ଏକ ପୋଷ୍ଟରରେ ଉଲ୍ଲେଖ ରହିଛି। ବସ୍ତର ମାଓବାଦୀ କମିଟି ଏହି ହିଂସା କାଣ୍ଡ ଘଟାଇଥିବା ସ୍ପଷ୍ଟ ହୋଇଛି। କଣ୍ଡାଗାଁ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଶ୍ରମିକ ଚାଲାନ ବେଲେ ଚଢ଼ଉ: ଦୁଇ ଶ୍ରମିକ ଉଧାର, ୧୩ ବ୍ୟାଗ୍‌ ଜବତ

  ଲାଠୋର, ୭ା୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ହରିଶଙ୍କର ରୋଡ଼ ରେଲ ଷ୍ଟେଶନରୁ ସୋମବାର ସଖାଲେ ଜୁନାଗଡ଼-ରାୟପୁର ପାସେଞ୍ଜର ଟ୍ରେନ୍‌ରେ ଦାଦନ ଶ୍ରମିକ ଚାଲନ ହେଉଥିବାର ଖବର...

ହିତାଧିକାରୀଙ୍କୁ ମିଳିଲା ୪ ମାସର ଭତ୍ତା

ଭଞ୍ଜନଗର,୨୭।୩(ଡି.ଏନ.ଏ)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲୋକେ ଘରୁ ନ ବାହାରିବାକୁ କୁହାଯାଇଛି। ଲୋକଙ୍କ ପାଖରେ ରାଶନ, ପନିପରିବା, ଫଳ, କ୍ଷୀର, ଔଷଧ ଏବଂ ଭତ୍ତା...

ଆଇଟିଆଇରେ ୩୦ଫୁଟ୍‌ର ଭାରତ ମାନଚିତ୍ର ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ,୨।୨: ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ସହିତ ଯୋଡ଼ି ହୋଇଛି ପୁଣି ଏକ କୀର୍ତ୍ତି ା ଏହାର କ୍ୟାମ୍ପସରେ ଥିବା ଏସିଆର ସର୍ବବୃହତ...

ସୀମା ଟପିଛି ରାମ୍‌କୋ ସିମେଣ୍ଟର ପ୍ରଦୂଷଣ

ଯାଜପୁର ଅଫିସ,୨୮ା୩: ରାମ୍‌କୋ ସିମେଣ୍ଟ କାରଖାନା ଦ୍ୱାରା ବାୟୁ ପ୍ରଦୂଷଣ ଏବେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତ ରଘୁନାଥପୁର, ଜୋଗରଡା, ଗୁଆରଙ୍ଗ, ମୁରାରିପୁର...

ଶୌଚ ହେବାକୁ ଯାଇଥିଲେ ବୃଦ୍ଧା, ଦଳିଦେଲା ଦନ୍ତା

ଝାରସୁଗୁଡ଼ା ଅଫିସ,୧୧ା୮: ଝାରସୁଗୁଡ଼ା ଜିଲା ବାଗଡିହି ଫରେଷ୍ଟ ରେଞ୍ଜ ଅଧୀନ ବୁଡ଼ାପଡ଼ା ଗ୍ରାମ ନିକଟରେ ଏକ ଦନ୍ତା ଜଣେ ବୃଦ୍ଧାଙ୍କୁ ଦଳି ମାରିଦେଇଛି। ମୃତ ବୃଦ୍ଧା...

ବାପାଙ୍କ ପରେ ପୁଅ ଗିରଫ

ଭୁବନେଶ୍ୱର,୨।୯: ମାନବବାଦ୍‌ ସଂଗଠନର ମୁଖ୍ୟ ମାନସ ଦାସଙ୍କ ପରେ ତାଙ୍କର ପୁଅ ମନୋରଞ୍ଜନଙ୍କୁ ପୋଲିସ ଗିରଫ କରିଛି। ମାନସଙ୍କ ସହ ପୁଅ ମନୋଜଙ୍କ ନାମରେ ହତ୍ୟା...

ଧାନକିଣା ନୀତି, ଚାଉଳ କାଟ୍‌ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ବରଗଡ଼ ଅଫିସ,୧୬ା୨: ଧାନକିଣା ନୀତି ଓ ଚାଉଳ କାଟ୍‌ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ରାସ୍ତାକୁ ଓହ୍ଲାଇଛି। ଗୁରୁବାର ବରଗଡ଼ ଗାନ୍ଧୀଛକରେ ବିଜେଡି ନେତା,...

ଟିଟିପିଏସ୍‌ ଆଜିଠୁ ବନ୍ଦ: ଏନ୍‌ଟିପିସି

ତାଳଚେର,୩୧ା୩(ନି.ପ୍ର.): ଏନ୍‌ଟିପିସି ପରିଚାଳନାଧୀନ ଅନୁଗୋଳ ଜିଲା ତାଳଚେର ଥର୍ମାଲ ପାୱାର ଷ୍ଟେଶନ(ଟିଟିପିଏସ୍‌)କୁ ନେଇ ଲାଗି ରହିଥିବା ନାନା କଳ୍ପନାଜଳ୍ପନାର ମଙ୍ଗଳବାର ଅନ୍ତଃ ଘଟାଇଛନ୍ତି ଏନ୍‌ଟିପିସି କର୍ତ୍ତୃପକ୍ଷ।...

Advertisement
Archives

Model This Week