Posted inଜାତୀୟ

Love Jihad Case: ମୁସଲମାନ ପ୍ରେମିକଙ୍କ ପ୍ରେମରେ ପଡ଼ିଲେ ହିନ୍ଦୁ ଯୁବତୀ, ହତ୍ୟା କରି ଫିଙ୍ଗିଦେଲେ, ସମ୍ପୂର୍ଣ୍ଣ ଖବର ପଢିଲେ ଛାତି ଥରିଉଠିବ

ବେଙ୍ଗାଲୁରୁ,୧୫।୩: କର୍ନାଟକର ହାଭେରୀରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପୁଣିଥରେ ରାଜ୍ୟରେ ଲଭ ଜିହାଦର ପ୍ରସଙ୍ଗ ଉଠାଇଛି। ମସୁର ଗାଁର ୨୩ ବର୍ଷୀୟା ସ୍ବାତୀ ରମେଶ ବ୍ୟାଡାଗୀଙ୍କୁ ତାଙ୍କ ମୁସଲମାନ ପ୍ରେମିକ ନୟାଜ ଏବଂ ତାଙ୍କ ଦୁଇ ବନ୍ଧୁ ହତ୍ୟା କରିଛନ୍ତି। ସମ୍ପୂର୍ଣ୍ଣ ଖବରଟି ଜାଣିଲେ ଛାତି ଥରିଉଠିବ।

ପୋଲିସର କହିବା ଅନୁଯାୟୀ, ସ୍ବାତୀଙ୍କ ନାୟାଜଙ୍କ ସହ ସମ୍ପର୍କ ଥିଲା, କିନ୍ତୁ ଗତ କିଛି ଦିନ ଧରି ସ୍ବାତୀ ତାଙ୍କଠାରୁ ଦୂରତା ବଜାୟ ରଖୁଥିଲେ। ଏଥିରେ ରାଗିଯାଇ, ନାୟାଜ ତାଙ୍କ ବନ୍ଧୁ ବିନୟ ଏବଂ ଦୁର୍ଗାଚାରୀଙ୍କ ସହିତ ମିଶି ସ୍ବାତୀଙ୍କୁ ଗାଡ଼ିରେ ଡାକି ରାଣେବେନୁରକୁ ନେଇଯାଇଥିଲେ। ସେଠାରେ ତିନିଜଣ ସ୍ବାତୀଙ୍କୁ ନାୟାଜଙ୍କୁ ଭେଟିବାକୁ ଧମକ ଦେଇଥିଲେ।

ଏହା ପରେ, ଯେତେବେଳେ ସ୍ବାତୀ ମନା କରିଦେଲେ, ତିନିଜଣ ତାଙ୍କୁ ଗଳା କାଟି ହତ୍ୟା କରି ତାଙ୍କ ମୃତଦେହକୁ ତୁଙ୍ଗଭଦ୍ରା ନଦୀରେ ଫିଙ୍ଗି ଦେଇଥିଲେ। ସ୍ବାତୀଙ୍କ ମାଆ ଶଶିକଳା ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ତୁଙ୍ଗଭଦ୍ରା ନଦୀରୁ ମିଳିଥିବା ଏକ ଅଜଣା ମୃତଦେହକୁ ପୋଲିସ ସ୍ବାତୀ ବୋଲି ଚିହ୍ନଟ କରିଛି। ପୋଲିସ ନାୟାଜକୁ ଗିରଫ କରିଛି, ଅନ୍ୟପଟେ ବିନୟ ଏବଂ ଦୁର୍ଗାଚାରି ଫେରାର ଅଛନ୍ତି।

ସ୍ବାତୀଙ୍କ ମାଆ ଶଶିକଳାଙ୍କ କହିବାନୁଯାୟୀ, ସେ ନୟାଜଙ୍କ ବିଷୟରେ ଅଧିକ ଜାଣି ନଥିଲେ ଏବଂ ସେ ଭାବୁଥିଲେ ଯେ ସେ କେବଳ ସ୍ବାତୀଙ୍କ ବନ୍ଧୁ। ଘଟଣାର ତଦନ୍ତ କରୁଥିବା ହାଭେରୀ ଏସପି ଅଂଶୁକୁମାର କହିଛନ୍ତି ଯେ ତିନି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?