ସାମ୍ନାକୁ ଆସିଲା ଚାଇନାର ଆଉ ଏକ କାରନାମା

ଚାଇନାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମା’ବାପା ସେମାନଙ୍କ ପିଲାମାନଙ୍କୁ ଏକ ଜନଗହଳି ବଜାରରେ ପଞ୍ଜୁରୀ ମଧ୍ୟରେ ପୂରାଇ ରଖିଛନ୍ତି। ପିଲାମାନେ କେଉଁଆଡ଼େ ହଜି ନ ଯାଅନ୍ତୁ ବୋଲି ମା’ବାପା ଏପରି କରିଥିବା ଜଣାପଡ଼ିଛି। ବନ୍ଦ ପଞ୍ଜୁରୀରେ ପିଲାମାନେ ଡରରେ କେବଳ ବାହାରକୁ ଚାହିଁ ରହିଛନ୍ତି। ସେମାନେ କିଛି ହେଲେ କହିପାରୁ ନ ଥିବା ଭିଡିଓରେ ଦେଖିବାକୁ ମିଳୁଛି। କିଛି ଲୋକ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋନେସ୍କରେ ରୁଷିଆର ଆକ୍ରମଣକୁ ଦେଖି ୩.୫ ଲକ୍ଷ ଲୋକଙ୍କୁ ଅଞ୍ଚଳ ଛାଡିବାକୁ ଦିଆଯାଇଛି ସୂଚନା

କ୍ୱିଭ,୭ ।୭: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେବି ଉତ୍ତେଜନା ପରିସ୍ଥିତି ଦେଇ ଗତି କରୁଛି । ଲୁହାନସ୍କ ଉପରେ କବଜା କରିବା ପରେ ଏବେ ରୁଷିଆ ସେନା...

୮ ହଜାର କୋଟିର ଅଳଙ୍କାର ଲୁଟି ନେଲେ ଚୋର

ବର୍ଲିନ,୨୬।୧୧: ଜର୍ମାନର ରାଜକୀୟ ସଂଗ୍ରହାଳୟ ଗ୍ରୀନ୍‌ ବୋଲ୍ଟରେ ବଡ଼ ଧରଣର ଚୋରି ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏପରି ବଡ଼ ଧରଣର ଚୋରି ହୋଇ ନ...

୭୫ ବର୍ଷ ପରେ ପାକିସ୍ଥାନର ପୈତୃକ ଘରକୁ ଗଲେ ୯୨ ବର୍ଷ ବୟସ୍କା ଭାରତୀୟ ମହିଳା

ଇସଲାମାବାଦ,୧୭।୭: ୯୨ ବର୍ଷ ବୟସ୍କା ଭାରତୀୟ ମହିଳା ରୀନା ଛିବର ୭୫ ବର୍ଷ ପରେ ପାକିସ୍ଥାନର ତାଙ୍କ ପୈତୃକ ଘରେ ପହଞ୍ଚିଛନ୍ତି। ମହିଳା ଜଣଙ୍କ ଶନିବାର...

ଆମେରିକାରେ ୫୦% ଭାରତୀୟ ବୈଷମ୍ୟର ସମ୍ମୁଖୀନ

ଓ୍ବାଶିଂଟନ, ୧୧।୬:ଆମେରିକାରେ ଦ୍ୱିତୀୟ ସର୍ବାଧିକ ପ୍ରବାସୀ ଭାବେ ଜଣାଶୁଣା ଭାରତୀୟମାନେ ନିୟମିତ ଭାବେ ବୈଷମ୍ୟ ଓ ଧ୍ରୁବୀକରଣର ଶିକାର ହେଉଥିବା ଏକ ସର୍ଭେରୁ ଜଣାପଡ଼ିଛି। ୟୁଏସ୍‌ରେ...

କମ ହେଇଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ ଥିବା ଚାଇନା ଆରମ୍ଭ କରିବ ଏକ ବିଶେଷ ପ୍ରୋଜେକ୍ଟ, ପୁରୁଣା ପ୍ରଥା ଉପରେ ଲାଗିବ ଅଙ୍କୁଶ

ବେଜିଂ,୧୫।୫: ଚାଇନାରେ ଏବେ ଦ୍ରୁତ ଗତିରେ ଜନସଂଖ୍ୟା ହ୍ରାସ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛି ଚାଇନା। ଜନସଂଖ୍ୟା ବୃଦ୍ଧି କରିବାକୁ ଚାଇନା...

ଚାଇନାରେ ଓ୍ବାଇଫା ବାତ୍ୟା: ରାସ୍ତାରେ ଖେଳିଲେ ମାଛ

ବେଜିଂ,୪।୮: ଚାଇନାରେ ଓ୍ବାଇଫା ବାତ୍ୟା ଯୋଗୁ ରାସ୍ତା ଘାଟ ପାଣିରେ ଭରି ଯାଇଛି। ଫଳରେ ରାସ୍ତାରେ ବଡ଼ ବଡ଼ ମାଛ ଖେଳୁଥିବା ଦେଖିବାକୁ ମିଳିଛି। ଲୋକେ...

ଭାରତକୁ ଉସ୍‌କାଇବାକୁ ଚେଷ୍ଟା କରୁଛି ଚାଇନା

ବେଜିଂ,୨୪।୭: ଭାରତ-ଚାଇନା ସୀମାରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ଚାଇନା ଯୁଦ୍ଧ ବିମାନ ପୂର୍ବ ଲଦାଖର ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲ(ଏଲ୍‌ଏସି) ନିକଟରେ...

କୁକୁର କାମୁଡ଼ାରେ ପ୍ରତିବର୍ଷ ଭାରତରେ ୨୦ ହଜାର ଲୋକଙ୍କ ହେଉଛି ମୃତ୍ୟୁ

ଜେନେଭା/ନୂଆଦିଲ୍ଲୀ,୩୦।୯: ପ୍ରତିବର୍ଷ ଭାରତରେ କୁକୁର କାମୁଡ଼ାରେ ୨୦ ହଜାର ଲୋକଙ୍କର ମୃତ୍ୟୁ ଘଟୁଛି। ଏହି ସଂଖ୍ୟା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟୁଥିବା ଲୋକଙ୍କ ସଂଖ୍ୟାଠାରୁ ଢ଼େର...

Advertisement
Archives

Model This Week