ପ୍ରଥମଥର ନେଗେଟିଭ କ୍ୟାରେକ୍ଟରରେ ୟାମି

ମୁମ୍ବାଇ: କରୋନା ମହାମାରୀ ପାଇଁ ପ୍ରାୟ ବର୍ଷେ ହେବ ବନ୍ଦ ରହିଥିବା ସିନେମା ହଲ୍ ଧିରେ ଧିରେ ଚଳଚଞ୍ଚଳ ହେବାରେ ଲାଗିଛି । କରୋନାର ପ୍ରକୋପ କମିବା ପରେ ରିଲିଜ୍ ଅପେକ୍ଷାରେ ଥିବା କିଛି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ଆଉ କିଛି ଫିଲ୍ମର ଶୁଟିଂ ଆରମ୍ଭ ହୋଇ ଯାଇଛି । ଏହି ସମୟରେ ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ବି ତାଙ୍କ ଅପକମିଂ ଫିଲ୍ମର ଶୁଟିଂ ଆରମ୍ଭ କରି ଦେଇଛନ୍ତି । କାବିଲ, ବିକ୍କି ଡୋନର, ଉରି ଦ ସର୍ଜିକାଲ ଷ୍ଟ୍ରାଇକ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କର ନିକଟତର ହୋଇଥିବା ୟାମି ଏବେ ‘ଏ ଥର୍ସଡେ’ ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ଇନଷ୍ଟାଗ୍ରାମ ମାଧ୍ୟମରେ ଫିଲ୍ମ ‘ଏ ଥର୍ସଡେ’ ସମ୍ପର୍କରେ ସୂଚନା ଦେଇଛନ୍ତି । ୟାମି ଏଥିରେ ନୈନା ଯୟଶୱାଲା ଚରତ୍ରରେ ନଜର ଆସୁଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ନେହା ଧୁପିଆ, ଡିମ୍ପଲ କାପାଡିଆ, ଅତୁଲ କୁଲକର୍ଣ୍ଣି ଇତ୍ୟାଦି । ତେବେ ୟାମି ଏଥିରେ ପ୍ରଥମ ଥର ଲାଗି ନେଗେଟିଭ କ୍ୟାରେକ୍ଟରରେ ଦେଖାଯିବେ ବୋଲି ଜଣାପଡିଛି । ଏହି ଚଳଚ୍ଚିତ୍ରଟି ଫିଲ୍ମ ନିର୍ମାତା ଆର୍‌ଏସ୍‌ବିପି ଓ ବ୍ଲୁ ମଙ୍କି ଫିଲ୍ମ ଦ୍ୱାରା ନିର୍ମାଣ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅପେରା ଖବର ସ୍ବର୍ଣ୍ଣ ମହଲର ସୁନା ବୋହୂ

ସେ ବୋହୂ ନୁହଁ, ସୁନା ବୋହୂ। ତା’ ନୀତି ଆଦର୍ଶ, ଆଚାର ବ୍ୟବହାର ସମସ୍ତଙ୍କୁ ଏପରି ପ୍ରଭାବିତ କରିଛି ସେ ସମସ୍ତଙ୍କ ମୁହଁରେ ଯେ କେହି...

ଲାଗେ ପ୍ରେମ ନଜର

ଏକ ଭିନ୍ନ ଧରଣର ତ୍ରିକୋଣୀୟ ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହୋଇଛି ‘ଲାଗେ ପ୍ରେମ ନଜର’। ଫିଲ୍ମଟିର ସମସ୍ତ କାମ ଶେଷ ହୋଇଛି ଏବଂ...

କାହିଁକି ଆରମ୍ଭରୁ ଚର୍ଚ୍ଚାରେ ରହୁଛି ‘ଆର୍ଟିକଲ ୧୫’

ମୁମ୍ବାଇ: ‘ମୁଲ୍କ’ ପରେ ଲେଖକ ତଥା ନିର୍ଦ୍ଦେଶକ ଅନୁଭବ ସିହ୍ନା ପୁଣି ଥରେ ଏକ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ଫିଲ୍ମ ନିର୍ମାଣ କରିଛନ୍ତି। ଆୟୁଷ୍ମାନ ଖୁରାନାଙ୍କ...

ପିସିଙ୍କ ଝିଅ ମାଳତି

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଝିଅର ନାମ ପିସି ଝିଅର ନାମ ରଖିଛନ୍ତି ମାଳତି ମାରୀ ଚୋପ୍ରା ଜୋନାସ। ଆମେରିକାର ଏଣ୍ଟରଟେନ ନ୍ୟୁଜ ଚ୍ୟାନେଲ ଟିଏମ୍ଜେଡ...

ସଲମାନଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ରାକ୍ଷୀ!

ମୁମ୍ବାଇ: ବଲିଉଡ ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଶେୟାର କରାଯାଇଥିବା...

କାଟ୍ରିନାଙ୍କୁ ପ୍ରପୋଜ ବେଳେ ଏମିତି କହି ମନେଇବାକୁ ଚାହିଁଥିଲେ ଭାଇଜାନ

ବଲିଉଡ୍‌ର ଜଣାଶୁଣା ଅଭିନେତା ସଲମାନ ଖାନ ଏବଂ କାଟ୍ରିନା କୈଫଙ୍କ ସମ୍ପର୍କ ପାୟ ସବୁ ସମୟରେ ଚର୍ଚ୍ଚାରେ ରହିଆସିଛି। ଉଭୟ ଏକାଠି ଅନେକ ଫିଲ୍ମ ମଧ୍ୟ...

ଆଲବମ୍‌ ‘ପାଣି’କୁ ପସନ୍ଦ କଲେ ଦର୍ଶକ

ଭୁବନେଶ୍ୱର: ବିଶ୍ୱରେ ପାଣି ସଞ୍ଚୟ କରିବାର ବାର୍ତ୍ତା ନେଇ ପରିଚୟ ଅନୁଷ୍ଠାନ ପକ୍ଷରୁ ଏକ ଭିନ୍ନସ୍ବାଦର ଆଲବମ୍‌ ‘ପାଣି’ ମୁକ୍ତିଲାଭ କରିଛି। ଯାହାକୁ ଦର୍ଶକେ ଖୁବ୍‌...

ମନ କିଣୁଛନ୍ତି ଜାହ୍ନବୀ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ତଥା ନବାଗତା ନାୟିକା ଜାହ୍ନବୀ କପୁର ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ତାଙ୍କର କିଛି...

Advertisement
Archives

Model This Week