Posted inଖେଳ

ପୁଣି ଡିସେମ୍ବରରେ ହେବ ଅକ୍ସନ, ଏଥର ବେଙ୍ଗାଲୁରୁରେ ଡକାଯିବ ନିଲାମ, ସାମ୍ନାକୁ ଆସିଲା ତାରିଖ…

ନୂଆଦିଲ୍ଲୀ,୨୮।୧୧: ଆଇପିଏଲ୍‌ ୨୦୨୫ ଲାଗି ମେଗା ଅକ୍ସନର ଆୟୋଜନ କରାଯାଇଥିଲା। ଏହି ଅକ୍ସନରେ ଖେଳାଳିଙ୍କ ଉପରେ ରେକର୍ଡ ଟଙ୍କା ବର୍ଷା କରାଯାଇଥିଲା। ଏବେ କ୍ରିକେଟ ପ୍ରଶଂସକ ଆଉ ଏକ ଅକ୍ସନ ଦେଖିବାକୁ ପାଇବେ। ଏଥୀ ମହିଳା ପ୍ରିମିୟର ଲିଗ୍‌ ୨୦୨୫ ଲାଗି ଖେଳାଳି ନିଲାମ ହେବେ। ଆଇପିଏଲ୍‌ ପରେ ଡବ୍ଲ୍ୟୁପିଏଲ୍‌ ଅକ୍ସନ ତାରିଖକୁ ନେଇ ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି।

ଡବ୍ଲ୍ୟୁପିଏଲ୍‌ରେ ୫ ଟିମ୍‌ ଖେଳିଥାଏ। ପ୍ରତିଟିମ୍‌ରେ ୬ ବିଦେଶୀ ଖେଳାଳୀଙ୍କ ସମେତ ୧୮ ଖେଳାଳି ହୋଇପାରେ। ସେହିଭଳି ପ୍ରତିଟିମ୍‌ର ପର୍ସରେ ୧୫ କୋଟି ଟଙ୍କା ରହିଛି। ଏହି ମାସ ଆରମ୍ଭରେ ଟିମ୍‌ ପକ୍ଷରୁ ରିଟେନ୍‌ ଲିଷ୍ଟ ଘୋଷଣା କରାଯାଇଥିଲା।

ଡବ୍ଲ୍ୟୁପିଏଲ୍‌ ଲାଗି ଡିସେମ୍ବର ୧୫ରେ ବେଙ୍ଗାଲୁରୁ ମିନି ଅକ୍ସନର ଆୟୋଜନ କରାଯିବ। ଏଥର ଗୁଜରାଟ ଟିମ୍‌ ସର୍ବାଧିକ ୪.୪୦ କୋଟି ଟଙ୍କା ପର୍ସ ସହ ଓହ୍ଲାଇବ। ସେହିଭଳି ୟୁପି ଓ୍ବାରିୟର୍ସ ଟିମ୍‌ର ପର୍ସରେ ୩.୯୦ କୋଟି ଟଙ୍କା ରହିଛି। ସେ ଅକ୍ସନରେ ଅଧିକରୁ ଅଧିକ ୩ ଖେଳାଳିଙ୍କୁ କିଣିପାରିବ। ଏହା ମୋଟ ୧୫ ଖେଳାଳିଙ୍କୁ ରିଟେନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟିକାଙ୍କ କର୍ଲାମୁଣ୍ଡା ବ୍ଲକ ପରିଦର୍ଶନ, ଅସହାୟ ପରିବାରଙ୍କୁ ଭେଟି ଦେଲେ ସହାୟତା

ରିଷିଡା,୧୯।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତି ଶୁକ୍ରବାର କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ସେ କର୍ଲାମୁଣ୍ଡାର ଫଲସାପଡାଠାରେ…

ଆକ୍ସନମୋଡରେ ବନ୍ତ ପୋଲିସ: ୧୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ବନ୍ତ, ୧୯।୬ (କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ପୋଲିସ ଶୁକ୍ରବାର ଏକ ଚଢ଼ାଉ କରି ୧୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ…

୨୪ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ସମ୍ବଲପୁର, ୧୯.୬ (ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ଅବକାରୀ ଗୋଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ (ଇଆଇ ଓ ଇବି) ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ…

ଟ୍ରମ୍ପଙ୍କ ବଡ଼ ଦାବି, କହିଲେ ‘G7ରେ ମେଲୋନି ଫଟୋ ଉଠାଇବାକୁ ପାଗଳ ହେଉଥିଲେ’, ଜବାବ ରଖିଲେ ଇଟାଲୀ ପିଏମ୍‌

ଓ୍ବାଶିଂଟନ,୧୯।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଅଦ୍ଭୁତ ଦାବି କରିଛନ୍ତି ଯାହାକୁ ଇଟାଲୀ ପ୍ରଧାନମନ୍ତ୍ରୀ ମିଥ୍ୟା ବୋଲି କହି ଖାରଜ କରିଛନ୍ତି, ଫଳରେ ନୂତନ ବିବାଦ…

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି

ରାଇରଙ୍ଗପୁର,୧୯।୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପ୍ରତିକୂଳ ପାଗ ଯୋଗୁ ରାଷ୍ଟ୍ରପତି ମୁର୍ମୁ ପଶ୍ଚିମବଙ୍ଗ କଲାଇକୁଣ୍ଡାରୁ ସଡ଼କ ପଥରେ ଆସି ଶୁକ୍ରବାରେ…

ଭିନ୍ନ ଢଙ୍ଗରେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ, ଷ୍ଟାଲିନ କହିଲେ, ‘ଆଦରଣୀୟ ନେତା ପ୍ରତିପକ୍ଷ…’

ନୂଆଦିଲ୍ଲୀ,୧୯।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ସୁପରଷ୍ଟାର ଥଲାପତି ବିଜୟ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କ ଦୀର୍ଘ ଜୀବନ…

କୋଟପାଡ଼ ଯନ୍ତ୍ରୀଙ୍କ ପୈତୃକ ଘର ଡେରାବିଶରେ ଚାଲିଛି ଚଢ଼ାଉ

ଡେରାବିଶ,୧୯ା୬(ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗର କୋରାପୁଟ ଜିଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ଶୁକ୍ରବାର ଭିଜିଲାନ୍ସ ଜାଲରେ…

ପ୍ରେମ ନାଁରେ ପ୍ରତାରଣା, ପ୍ରେମିକଙ୍କୁ ଭେଟିବା ପାଇଁ ଯାଇଥିବା ବେଳେ ଆଦିବାସୀ ଯୁବତୀଙ୍କୁ ରାସ୍ତାରେ ଆକ୍ରମଣ

ତିହିଡି,୧୯।୬(କାଳନ୍ଦୀ ବେହେରା): ପ୍ରେମ ନାଁରେ ପ୍ରତାରଣା ପରେ ଜଣେ ଆଦିବାସୀ ଯୁବତୀଙ୍କୁ ସାର୍ବଜନୀନ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ଧୂଷୁରୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri