Advertisement
Posted inଫୁରସତ

ବିଶ୍ୱ ସୁନାମି ସଚେତନତା ଦିବସ

୨୦୦୪ରେ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ସୁନାମିରେ ପାଖାପାଖି ୧୪ ଦେଶ କ୍ଷତିଗ୍ରସ୍ତ ହୋଇଥିଲା। ଶ୍ରୀଲଙ୍ଗା, ଭାରତ, ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡର ପାଖାପାଖି ୨,୨୭,୦୦୦ ଲୋକଙ୍କ ଜୀବନ ଚାଲିଯାଇଥିଲା। ଏହାର କିଛିବର୍ଷ ପରେ ସୁନାମି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱବ୍ୟାପୀ ସୁନାମି ସଚେତନତା ଦିବସ ପାଳନ ଅରମ୍ଭ ହୋଇଥିଲା। ୨୦୧୫ ଡିସେମ୍ବରରେ ଜାତିସଂଘ ସାଧାରଣ ସଭାରେ ଏ ନେଇ ପ୍ରସ୍ଥାବ ଗୃହୀତ ହୋଇଥିଲା। ପ୍ରତିବର୍ଷ ନଭେମ୍ବର ୫ରେ ଏହି ଦିବସ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ରଙ୍ଗର ପ୍ରତିକୂଳ ପ୍ରଭାବ

”ଅବିରରେ ରଞ୍ଜକ ରୂପେ ବ୍ୟବହାର କରାଯାଉଥିବା ଭାରି ଧାତୁ ଶରୀର ପାଇଁ କେବଳ ବିଷାକ୍ତ ନୁହେଁ, କର୍କଟ ରୋଗ ସୃଷ୍ଟିକାରୀ ମଧ୍ୟ। ଏହାର କେତେକ ଉଦାହରଣ...

ଚାଷ ଜମିରେ କୃଷକ ସ୍ଥାପନ କଲେ ‘ଗଜରାଜଙ୍କ ପ୍ରତିମା’

ମହାସମୁନ୍ଦ,୨୦।୯: ଛତିଶଗଡ଼ ମହାସମୁନ୍ଦ ଜିଲାର ଏକ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି। ଫସଲକୁ ହାତୀ ପଲଙ୍କଠାରୁ ବଞ୍ଚାଇବା ପାଇଁ ଚାଷ ଜମିରେ ଗଜରାଜଙ୍କ ପ୍ରତିମା...

ହୃଦୟ ଜିତୁଛି ଜଣେ ବ୍ୟକ୍ତି ପତ୍ନୀଙ୍କ ପାଇଁ ତିଆରି କରିଥିବା ବାଇକ

ଦେଖାଯାଏ ବେଳେ ବେଳେ ମହିଳାମାନଙ୍କର ଅନେକ ଇଚ୍ଛା ଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ଟିକେ କଷ୍ଟ ହୋଇଥାଏ। ବିଶେଷ କରି ଯେଉଁ ମହିଳାଙ୍କର ବାଇକ୍‌...

ମଡେଲ୍‌ଙ୍କ ସହ ଫ୍ଲଟିଂ କରିବା ଯୁବକଙ୍କୁ ପଡ଼ୁଛି ମହଙ୍ଗା: ଏପରି ଫସୁଛନ୍ତି ଜାଲରେ

କାଲିଫର୍ନିଆର ଜଣେ ଇନଷ୍ଟାଗ୍ରାମ ମଡେଲ ପେଜ୍‌ ୱୁଲେନ ସୋସିଆଲ ମିଡିଆରେ ମହିଳାମାନଙ୍କ ଠକ ପାର୍ଟନରଙ୍କୁ ଧରିବାରେ ସାହାଯ୍ୟ କରୁଛନ୍ତି। ୨୮ ବର୍ଷିୟା ପେଜ୍‌ଙ୍କ ସୋସିଆଲ ପୃଷ୍ଠାରେ...

ଭିଡିଓ ସେଲ୍‌ଫି ମାପିବ ରକ୍ତଚାପ

ଟରଣ୍ଟୋ: ରକ୍ତଚାପ ସମସ୍ୟା ରହିଥିଲେ ଆଉ ଚିନ୍ତା କରନ୍ତୁନାହିଁ। ଗବେଷକମାନେ ଏବେ ଟ୍ରାନ୍ସଡର୍ମାଲ ଅପ୍ଟିକାଲ ଇମେଜିଂ ଟେକ୍‌ନୋଲୋଜି ଉପରେ ପରୀକ୍ଷା କରି ସଫଳତା ପାଇଛନ୍ତି। ଏଥିରେ...

କେରାଣ୍ଡିମାଳରୁ ଶାଳିଆ ନଦୀ ଦେଇ ଆସିଥିଲା ପଥର

ତେର ଥର ପଥର ଆସିବା ସୂଚନା ଆମେ ପାଇଥିଲେ। ବର୍ତ୍ତମାନ ଚଉଦ ଥର ପଥର ଆସିବା କଥା ଜାଣିବା। କେରାଣ୍ଡିମାଳରୁ ଯେଉଁ ପଥର କଟାଗଲା, ତାହା...

ଏମିତି ବ୍ରିଜ୍‌, ଯେଉଁଠୁ ଡେଇଁ କୁକୁରମାନେ କରନ୍ତି ଆତ୍ମହତ୍ୟା

ସାଧାରଣତଃ ଦୁନିଆର କିଛି ଲୋକ ଚାପଗ୍ରସ୍ତ, ଉଦାସୀନତା ଯୋଗୁ ଆତ୍ମହତ୍ୟା ପରି ପଦକ୍ଷେପ ଗ୍ରହଣ କରୁଥିବା ନଜିର ରହିଛି। ମାତ୍ର କୁକୁରମାନେ ଯେ, ଆତ୍ମହତ୍ୟା କରନ୍ତି...

ଅଟୋରିକ୍ସାରେ ‘ହ୍ୟାଣ୍ଡଓ୍ବାଶ୍‌’ସୁବିଧା

ଥିରୁଭାନନ୍ତପୁରମ୍‌: ଭାରତରେ ସବୁଠାରୁ ଅଧିକ ସାକ୍ଷରତା ହାର ଏବଂ ଶିକ୍ଷିତ ରାଜ୍ୟଭାବେ ପରିଚିତ କେରଳ। ଏଠାରେ ଅଧିକାଂଶ ରିକ୍ସା ଏବଂ ଅଟୋ ଚାଳକ ମଧ୍ୟ ଗ୍ରାଜୁଏଟ୍‌...

Advertisement
Archives

Model This Week