Posted inଜାତୀୟ

କାହିଁକି ସମସ୍ତଙ୍କ ସାମ୍ନାରେ କାନ୍ଦିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଭାବୁକ

ନୂଆଦିଲ୍ଲୀ,୧୦।୧୦: ସାଧାରଣତଃ ଆପଣ ଦେଖିଥିବେ ନେତାମାନେ ଭୋଟ ମାଗନ୍ତି, ଦଳର ସଫଳତାକୁ ଗଣନା କରନ୍ତି କିମ୍ବା ବିରୋଧୀ ଦଳ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି। କିନ୍ତୁ ଜଣେ ନେତାଙ୍କୁ ସର୍ବସାଧାରଣରେ କାନ୍ଦୁଥିବା ଦେଖିବାକୁ ବହୁତ କମ୍‌ ମିଳେ। କିନ୍ତୁ ଅକ୍ଟୋବର ୧୦ ଗୁରୁବାର କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ହଠାତ୍‌ ଭାବପ୍ରବଣ ହୋଇପଡିଥିବା ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେ ନିଜ ଲୁହକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ଗଣମାଧ୍ୟମ ଆଗରେ କାନ୍ଦିବାକୁ ଲାଗିଲେ। କ’ଣ ହେଲା ଯେ ପୀୟୁଷ ଗୋୟଲ ହଠାତ୍‌ କାନ୍ଦିବାକୁ ଲାଗିଲେ, ଏମିତି ଏକ ପ୍ରଶ୍ନର ଉତ୍ତର ସମସ୍ତେ ଖୋଜୁଛନ୍ତି।
ସୂଚନାଯୋଗ୍ୟ, ଦେଶର ଅଗ୍ରଣୀ ବ୍ୟବସାୟୀ ରତନ ଟାଟାଙ୍କ ଦେହାନ୍ତରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମନରେ ଗଭିର ଆଘତ ହୋଇଛି। ଗଣମାଧ୍ୟମ ସହିତ ଗୋୟଲ ପୁରୁଣା କାହାଣୀ ଶେୟାର କରିଥିବାବେଳେ ସେ ବହୁତ ଭାବପ୍ରବଣ ହୋଇଥିଲେ। ପୀୟୁଷ ଗୋୟଲ ରତନ ଟାଟାଙ୍କୁ ଏକ ସମ୍ବେଦନଶୀଳ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଥିଲେ। ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ସ୍ତରରେ ଟାଟା ଗ୍ରୁପକୁ ସ୍ଥିର କରିବାରେ ରତନ ଟାଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
କେନ୍ଦ୍ର ମନ୍ତ୍ରୀ ରତନ ଟାଟାଙ୍କ କାହାଣୀ ଶେୟାର କରିଥିଲେ। ସେ କହିଥିଲେ ଯେ ଥରେ ଯେତେବେଳେ ରତନ ଟାଟା ମୁମ୍ବାଇରେ ଜଳଖିଆ ପାଇଁ ଘରକୁ ଆସିଥିଲେ, ଆମେ ସେମାନଙ୍କୁ ଇଡଲି-ସମ୍ବର, ଦୋସା ପରିବେଷଣ କରିଥିଲୁ। ସେ ଏହି ଜଳଖିଆକୁ ବହୁତ ଭଲ ଭାବେ ପ୍ରଶଂସା କରିଥିଲେ। ରତନ ଟାଟାଙ୍କର ନିକଟରେ ବିଶ୍ୱର ସର୍ବୋତ୍ତମ ରୋଷେୟା ଅଛନ୍ତି କିନ୍ତୁ ସେ ଖାଦ୍ୟର ମୂଲ୍ୟ ବୁଝନ୍ତି ଏବଂ ଏହାକୁ ମଧ୍ୟ ସମ୍ମାନ କରନ୍ତି।
ପୀୟୁଷ ଗୋୟଲ କହିଥିଲେ ଯେ ଯେତେବେଳେ ସେ ଘରୁ ବାହାରକୁ ଯାଉଥିଲେ, ଦୁଇ ଘଣ୍ଟା ବିତାଇବା ପରେ, ସେ ମୋ ପତ୍ନୀଙ୍କୁ ବହୁତ ସ୍ନେହରେ ପଚାରିଥିଲେ – ଆପଣ ମୋ ସହିତ ଫଟୋ ଉଠାଇବାକୁ ଚାହୁଁଛନ୍ତି କି? ଆମେ ପ୍ରକୃତରେ ତାଙ୍କ ସହିତ ଏକ ଫଟୋ କ୍ଲିକ କରିବାକୁ ଚାହୁଁଥିଲୁ, କିନ୍ତୁ ପଚାରିବାରେ ସକ୍ଷମ ହୋଇନଥିଲୁ, ବୋଧହୁଏ ସେ ଆମର ଇଚ୍ଛା ବୁଝିଥିଲେ ଏବଂ ସେ ଯେଉଁ ଅନ୍ଦାଜରେ ପଚାରିଥିଲେ ତାହା କହିବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚ୍‌ରେ ଚହଳ ପକାଇଲେ ଏହି ୨୧ ବର୍ଷୀୟ ବୋଲର୍‌: ମାତ୍ର ୨୮ ବଲ୍‌ରେ କଲେ କମାଲ୍‌

ପର୍ଥ,୧୩।୧୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପର୍ଥରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୨୧ ବର୍ଷୀୟ ଯୁବ ଦ୍ରୁତ ବୋଲର ମାହଲି ବିୟର୍ଡମ୍ୟାନ ନିଜ ଡେବ୍ୟୁ ମ୍ୟାଚ୍‌ରେ…

ଟିମ ଇଣ୍ଡିଆରେ ୩ଟି ବଡ଼ ପରିବର୍ତ୍ତନ: ତଥାପି ସୁଯୋଗ ପାଇଲେନି ମହମ୍ମଦ ସିରାଜ; ଜାଣନ୍ତୁ କାରଣ

ନୂଆଦିଲ୍ଲୀ, ୧୩।୧୧: ଭାରତୀୟ କ୍ରିକେଟ ଟିମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ନିଜ ପ୍ଲେଇଂ-୧୧ରେ…

ରାଜ୍ୟ ସ୍ତରରେ ସମ୍ମାନିତ ହେଲେ ଲାଞ୍ଜିଗଡ଼ର ଚାଷୀ ବୁଦ୍ରି ମାଝୀ

ଲାଞ୍ଜିଗଡ଼,୧୩ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣମୁଣ୍ଡା ଗ୍ରାମର ବୁଦ୍ରି ମାଝୀ ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ…

ପବନରେ ଉଡ଼ି କ୍ୟାଚ ଧରିଲେ ରୋହିତ, ଫିଲ୍ଡିଂ ଦେଖି ତାଜୁବ କ୍ରିକେଟ ଫ୍ୟାନ୍ସ! ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ନିଜ ଫିଲ୍ଡିଂର ମାନଦଣ୍ଡକୁ ଉଚ୍ଚସ୍ତରକୁ ନେଇଯାଇଛନ୍ତି ରୋହିତ ଶର୍ମା। ଚତୁର୍ଥ ଦିନିକିଆ ମ୍ୟାଚରେ ଆକାଶକୁ ଡେଇଁ ଫିନ ଆଲେନଙ୍କ…

ସୁନା-ରୁପା ଦରରେ ବଡ଼ ହ୍ରାସ, ୧ ଲକ୍ଷ ପାଖେଇଲା….

ନୂଆଦିଲ୍ଲୀ,୧୩।୧୧: ସୁନା ଓ ରୁପା ଦରରେ ହ୍ରାସ ଜାରି ରହିଛି । ସୁନା ଦରରେ ବଡ଼ ହ୍ରାସ ପରେ ୧୮ କ୍ୟାରେଟ୍‌ ସୁନାର ମୂଲ୍ୟ ମଧ୍ୟ ୧…

ଅଘୋଷିତ ନିର୍ଦ୍ଦେଶ: ଏଣିକି ମହିଳାଙ୍କ ଚିକିତ୍ସା କରିପାରିବେ ନାହିଁ ପୁରୁଷ ଡାକ୍ତର; ଏମରଜେନ୍ସିରେ ଜଣେ ପୁରୁଷ ଅଭିଭାବକଙ୍କ ଉପସ୍ଥିତି ବାଧ୍ୟତାମୂଳକ

କାବୁଲ,୧୩।୧୧: ଆଫଗାନିସ୍ତାନରେ, ତାଲିବାନj ଅଘୋଷିତ କଟକଣା ଯୋଗୁ ମହିଳାମାନଙ୍କ ପାଇଁ ମୌଳିକ ସ୍ବାସ୍ଥ୍ୟସେବା ପାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ‘ଦି ଗାର୍ଡିଆନ’ (The Guardian) ଏବଂ ‘ଜାନ…

ଦାରିଙ୍ଗବାଡିରେ ପାରଦ ତଳମୁହାଁ: ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଉଛି। ପାରଦ ତଳମୁହାଁ ହୋଇ ଶୁକ୍ରବାର ସକାଳ…

ଦେବାଳୟ ଉପରେ ଦୁର୍ବୃତ୍ତଙ୍କ ଲୋଲୁପଦୃଷ୍ଟି: ମୂଲ୍ୟବାନ ସାମଗ୍ରୀ ଗାଏବ

ଅମରପାଲି,୧୩୧୧(ପୀତାମ୍ବର ସାହୁ):ଦେବଦେବୀଙ୍କ ପୀଠ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ। ରାତିର ଅନ୍ଧାରରେ ମନ୍ଦିରର ତାଲା ଭାଙ୍ଗି କେଉଁଠି ହୁଣ୍ଡି ଲୁଟ ହେଉଛି ତ ଆଉ କେଉଁଠି ବିରଳ ମୂର୍ତ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?