Posted inଖେଳ

ଆଇପିଏଲରେ ଅକ୍‌ସନର ସମ୍ମୁଖୀନ ହେବେ କେଉଁ ଖେଳାଳି

ନୂଆଦିଲ୍ଲୀ,୨୧।୧: ଆଇପିଏଲ୍‌ର ପ୍ରତ୍ୟେକ ଫ୍ରାଞ୍ଚାଇଜ ଦଳରେ ରଖିବାକୁ ଚାହୁଁଥିବା ଖେଳାଳି ଓ କେଉଁ ଖେଳାଳିଙ୍କୁ ଡ୍ରପ କରିବେ, ତାହା ସ୍ପଷ୍ଟ ହୋଇସାରିଛି। ସମସ୍ତ ଫ୍ରାଞ୍ଚାଇଜ ବୁଧବାର ଖେଳାଳିଙ୍କ ତାଲିକା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ପଠାଇ ଦେଇଛନ୍ତି। କେଉଁ କେଉଁ ଖେଳାଳିଙ୍କୁ ଫେବୃୟାରୀରେ ହେବାକୁ ଥିବା ଅକ୍‌ସନ (ଖେଳାଳିଙ୍କ ନିଲାମ ପ୍ରକ୍ରିୟା)ର ସମ୍ମୁଖୀନ ହେବାକୁ ପଡ଼ିବ। ଆଉ କେଉଁ ଦଳ ନିକଟରେ କେତେ ଅର୍ଥ ରହିଲା ଜାଣିବା ପାଇଁ ….

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଛାଡ଼ିଲା: କ୍ରିସ୍‌ ମୋରିସ, ଆରୋନ ଫିଞ୍ଚ୍‌, ମୋଇନ ଅଲୀ, ଇସୁରୁ ଉଡାନା, ଡେଲ୍‌ ଷ୍ଟେଇନ୍‌, ଶିବମ ଦୁବେ, ଉମେଶ ଯାଦବ, ପଓ୍ବନ ନେଗୀ, ଗୁରୁକୀରଟ ମାନ୍‌, ପାର୍ଥିବ ପଟେଲ।
ରହିଲେ: ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲର୍ସ, ଦେବଦତ୍ତ ପଡିକାଲ, ମହମ୍ମଦ ସିରାଜ, ନବଦୀପ ସଇନୀ, ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଜୋଶୁଆ ଫିଲିପ୍‌, ପବନ ଦେଶପାଣ୍ଡେ, ଶାହାବାଜ ଅହମଦ, ଆଡାମ ଜାମ୍ପା, କେନ୍‌ ରିଚାର୍ଡଶନ।
ବାକି ରହିଥିବା ଅର୍ଥ: ୩୫.୭ କୋଟି। ଖେଳାଳି କିଣିପାରିବ ୧୩(୪ ବିଦେଶୀ)।
ସନ୍‌ରାଇଜର୍ସ ହାଇଦ୍ରାବାଦ
ଛାଡ଼ିଲା: ସଞ୍ଜୟ ଯାଦବ, ବି. ସନ୍ଦୀପ, ବିଲି ଷ୍ଟାନଲେକ, ଫାବିଆନ ଆଲେନ, ୟାରା ପୃଥ୍ବୀରାଜ।
ରହିଲେ: ଡେଭିଡ ଓ୍ବାର୍ନର(ଅଧିନାୟକ), ଅଭିଷେକ ଶର୍ମା, ବାସିଲ ଥାମ୍ପି, ଭୁବନେଶ୍ୱର କୁମାର, ଜନି ବେୟାରଷ୍ଟୋ, କେନ୍‌ ଓ୍ବିଲିୟମସନ, ମନୀଷ ପାଣ୍ଡେ, ମହମ୍ମଦ ନବି, ରଶିଦ ଖାଁ, ସନ୍ଦୀପ ଶର୍ମା, ଶାହାବାଜ ନଦୀମ, ଶ୍ରୀବତ୍ସ ଗୋସ୍ବାମୀ, ସିଦ୍ଧାର୍ଥ କୌଲ, ଖଲିଲ ଅହମଦ, ଟି. ନଟରାଜନ, ବିଜୟ ଶଙ୍କର, ରିଦ୍ଧିମାନ ଶାହା, ଅବଦୁଲ ସମଦ, ମିଚେଲ ମାର୍ଶ, ଜାସନ ହୋଲ୍ଡର, ପ୍ରିୟମ ଗର୍ଗ, ବିରାଟ ସିଂ।
ଖେଳାଳି କିଣିପାରିବ ୩(୧ ବିଦେଶୀ)।

ଦିଲ୍ଲୀ କ୍ୟାପିଟାଲ୍ସ
ଛାଡ଼ିଲା: ଆଲେକ୍ସ କାରେ, କେମୋ ପଲ, ସନ୍ଦୀପ ଲାମିଚାନେ, ତୁଷାର ଦେଶପାଣ୍ଡେ, ମୋହିତ ଶର୍ମା, ଜାସନ ରେ।
ରହିଲେ: ଶ୍ରେୟାସ ଆୟାର(ଅଧିନାୟକ), ଅଜିଙ୍କ୍ୟ ରାହାନେ, ଅମିତ ମିଶ୍ର, ଆଭେଶ ଖାଁ, ଅକ୍ଷର ପଟେଲ, ହର୍ଶଲ ପଟେଲ, ଈଶାନ୍ତ ଶର୍ମା, କାଭିଶୋ ରାବାଡ଼ା, ପୃଥ୍ବୀ ଶ’, ରବିଚନ୍ଦ୍ରନ ଅଶ୍ୱିନ, ରିଷଭ ପନ୍ତ, ଶିଖର ଧାଓ୍ବନ, ଲଳିତ ଯାଦବ, ମାର୍କୁସ ଷ୍ଟୋଇନିସ, ଶିମରନ ହେଟମେର, ଡାନିଏଲ୍ସ ସାମ୍ସ, ଏନରିଚ୍‌ ନର୍ଜେ, ପ୍ରବୀଣ ଦୁବେ, କ୍ରିସ୍‌ ଓ୍ବକ୍ସ।
ଅର୍ଥ ରହିଲା ୧୨.୮ କୋଟି। ଖେଳାଳି କିଣିପାରିବେ ୬(୨ ବିଦେଶୀ)।

କୋଲକାତା ନାଇଟ ରାଇଡର୍ସ
ଛାଡ଼ିଲା: ଏମ. ସିଦ୍ଧାର୍ଥ, ନିଖିଲ ନାଏକ, ସିଦ୍ଧେଶ ଲାଡ୍‌, କ୍ରିସ୍‌ ଗ୍ରୀନ୍‌, ଟମ୍‌ ବାଣ୍ଟନ
ରହିଲେ: ଦୀନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, କମଲେଶ ନାଗରକୋଟି, କୁଲଦୀପ ଯାଦବ, ଲୋକି ଫର୍ଗୁସନ, ନୀତୀଶ ରାଣା, ପ୍ରସିଦ୍ଧା କ୍ରିଷ୍ଣା, ରିଙ୍କୁ ସିଂ, ସନ୍ଦୀପ ଓ୍ବାରିୟର, ଶିବମ ମାଭି, ଶୁବମନ ଗିଲ୍‌, ସୁନୀଲ ନାରିନ, ଇଅନ ମୋର୍ଗାନ (ଅଧିନାୟକ), ପ୍ୟାଟ କୁମିନ୍ସ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ଅଲୀ ଖାଁ, ଟିମ୍‌ ସେଫର୍ଟ।
ଅର୍ଥ ରହିଲା: ୧୦.୮୫ କୋଟି। ଖେଳାଳି କିଣିପାରିବେ ୭(୧ ବିଦେଶୀ)।

ରାଜସ୍ଥାନ ରୟାଲ୍ସ
ଛାଡ଼ିଲା: ଷ୍ଟିଭ୍‌ ସ୍ମିଥ, ଅଙ୍କିତ ରାଜପୁତ, ଓଶାନେ ଥୋମାସ, ଆକାଶ ସିଂ, ବରୁଣ ଆରୋନ, ଟମ୍‌ କୁରାନ, ଅନିରୁଦ୍ଧ ଯୋଶୀ, ଶଶାଙ୍କ ସିଂ।
ରହିଲେ: ସଞ୍ଜୁ ସାମସନ(ଅଧିନାୟକ), ବେନ୍‌ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ଜୋସ୍‌ ବଟଲର, ରିୟାନ ପରାଗ, ଶ୍ରେୟାସ ଗୋପାଳ, ରାହୁଲ ଟଓ୍ବୋଟିଆ, ମହିପାଲ ଲୋମରୋର, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ର୍ୟୁ ଟାଏ, ଜୟଦେବ ଉନାଡକଟ, ମୟଙ୍କ ମାର୍କଣ୍ଡେ, ଯଶସ୍ବୀ ଜୟସ୍ବାଲ, ଅନୁଜ ରାଓ୍ବତ, ଡେଭିଡ ମିଲର, ମନନ ଭୋର, ରବିନ ଉଥପ୍ପା।
ଅର୍ଥ ରହିଲା: ୩୪.୮୫ କୋଟି। ଖେଳାଳି କିଣିବେ ୮(୩ ବିଦେଶୀ)।

କିଙ୍ଗ୍ସ ଇଲେଭେନ ପଞ୍ଜାବ
ଛାଡ଼ିଲା: ଗ୍ଲେନ ମ୍ୟାକ୍ସଓ୍ବେଲ, କରୁଣ ନାୟାର, ହର୍ଡୁସ ଭିଲଜନ, ଜଗଦୀଶ ସୁଚିଥ, ମୁଜିବ ଉର୍‌ ରହମାନ, ଶେଲଡନ କଟ୍ରେଲ, ଜିମି ନିଶାମ, କ୍ରିଷ୍ଣାପ୍ପା ଗୋଥାମ, ତାଜିନ୍ଦର ସିଂ।
ରହିଲେ: ଲୋକେଶ ରାହୁଲ(ଅଧିନାୟକ), କ୍ରିସ୍‌ ଗେଲ୍‌, ମୟଙ୍କ ଅଗ୍ରଓ୍ବାଲ, ନିକୋଲାସ ପୁରନ, ମନଦୀପ ସିଂ, ସର୍ଫରାଜ ଖାଁ, ଦୀପକ ହୁଦା, ପ୍ରଭସିମରନ ସିଂ, ମହମ୍ମଦ ଶାମି, କ୍ରିସ୍‌ ଜୋର୍ଡାନ, ଦର୍ଶନ ନଲକନ୍ଦେ, ରବି ବିଷ୍ଣୋଇ, ମୁରୁଗାନ ଅଶ୍ୱିନ, ଅର୍ଶଦୀପ ସିଂ, ହରପ୍ରୀତ ବ୍ରାର, ଇଶାନ ପୋରେଲ।
ଅର୍ଥ ରହିଲା: ୫୩.୨ କୋଟି। ଖେଳାଳି କିଣିବେ ୯(୫ ବିଦେଶୀ)।

ଚେନ୍ନାଇ ସୁପରକିଙ୍ଗ୍ସ
ଛାଡ଼ିଲା: କେଦାର ଯାଦବ, ହରଭଜନ ସିଂ, ଶେନ ଓ୍ବାଟସନ, ମୋନୁ ସିଂ, ପୀୟୂଷ ଚାଓ୍ବଲା, ମୁରଲୀ ବିଜୟ।
ରହିଲେ: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡ଼ୁ, କେ.ଏମ. ଅସିଫ, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫ୍‌ ଡୁ’ପ୍ଲେସି, ଇମ୍ରାନ ତାହିର, ନାରାୟଣ ଜଗଦୀଶନ, କର୍ନ ଶର୍ମା, ଲୁନ୍‌ଗି ଏନ୍‌ଗିଡି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ୱାଡ, ଶାର୍ଦ୍ଦୁଳ ଠାକୁର, ଜୋଶ୍‌ ହାଜେଲଉଡ୍‌, ଆର. ସାଇକିଶୋର, ସାମ୍‌ କୁରାନ।
ଅର୍ଥ ରହିଲା: ୨୨.୯ କୋଟି। ଖେଳାଳି କିଣିବ ୭(୧ ବିଦେଶୀ)।

ମୁମ୍ବାଇ ଇଣ୍ଡିଆନ୍ସ
ଛାଡ଼ିଲା: ମିଚେଲ ମ୍ୟାକକ୍ଲିନଘାନ, ଜେମ୍ସ ପ୍ୟାଟିନସନ, ଲସିଥ ମାଲିଙ୍ଗା, ନାଥାନ କୁଲ୍ଟର-ନାଇଲ, ଶେର୍ଫାନେ ରୁଥରଫୋର୍ଡ, ଦିଗ୍‌ବିଜୟ ଦେଶମୁଖ, ପ୍ରିନ୍ସ ବଲବନ୍ତ ରାୟ ସିଂ।
ରହିଲେ: ରୋହିତ ଶର୍ମା(ଅଧିନାୟକ), ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂ, ଅନୁକୂଳ ରୟ, ଧାଓ୍ବଲ କୁଲକର୍ନୀ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଯଶପ୍ରୀତ୍‌ ବୁମ୍‌ରା, ଜୟନ୍ତ ଯାଦବ, କିରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, କ୍ୱିଣ୍ଟନ ଡି’କକ୍‌, ରାହୁଲ ଚହର, ସୂର୍ଯ୍ୟକୁମାର ଯାଦବ, କ୍ରିସ୍‌ ଲିନ୍‌, ମହସିନ ଖାଁ, ସୌରଭ ତିଓ୍ବାରୀ, ଟ୍ରେଣ୍ଟ ବୋଲ୍ଟ।
ଅର୍ଥ ରହିଲା: ୧୫.୩୫ କୋଟି। ଖେଳାଳି କିଣିବ ୭(୪ ବିଦେଶୀ)।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri