Posted inଜାତୀୟ

କର୍ମଚାରୀଙ୍କ ସହ ବିଚାରପତି ଫ୍ଲଟିଂ କରିବା ଗ୍ରହଣୀୟ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୬ା୨ – ଜୁନିୟର କର୍ମଚାରୀଙ୍କୁ ଆପତ୍ତିଜନକ ଓ ଅନୁପଯୁକ୍ତ ମେସେଜ କରିବା ଏବଂ ଫ୍ଲଟିଂ କରିବା ଗ୍ରହଣୀୟ ନୁହେଁ। ମଧ୍ୟ ପ୍ରଦେଶର ପୂର୍ବତନ ନ୍ୟାୟିକ ଅଧିକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଯାଚିକାର ଶୁଣାଣି କରି ଏହା କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ଉକ୍ତ ଯାଚିକାରେ ଜିଲା କୋର୍ଟ ବିଚାରପତିଙ୍କ ଉପରେ ଯୌନ ଉତ୍ପୀଡନା ମାମଲାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।

ଜୁନିୟର ମହିଳା ଅଫିସରଙ୍କ ପକ୍ଷ ରଖିଥିବା ବରିଷ୍ଠ ଓକିଲ ରବୀନ୍ଦ୍ର ଶ୍ରୀବାସ୍ତବ ପୂର୍ବତନ ଜିଲା ଜଜ୍‌ ପଠାଇଥିବା ହ୍ବାଟ୍ସଆପ ମେସେଜ ପଢ଼ିଥିଲେ। ସମସ୍ତ ମେସେଜ ଶୁଣିବା ପରେ ମୁଖ୍ୟ ବିଚାରପତି ଏସ୍‌.ଏ. ବୋବଡେ କହିଥିଲେ, ଏହି ହ୍ବାଟ୍ସଆପ ମେସେଜଗୁଡ଼ିକ ଆପତ୍ତିଜନକ ଓ ଅନୁପଯୁକ୍ତ। ଜଣେ ଜଜ୍‌ ଜୁନିୟର ଅଫିସରଙ୍କ ପ୍ରତି ଏଭଳି ବ୍ୟବହାର କରିବା ଗ୍ରହଣୀୟ ନୁହେଁ। ମୁଖ୍ୟ ବିଚାରପତି ବୋବଡେ, ଏ. ଏସ୍‌. ବୋପାନ୍ନା ଓ ଭି. ରାମସୁବ୍ରଣିୟମଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଯାଚିକାର ଶୁଣାଣି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ଇସ୍ତଫା ଦେଲେ ବିଜୟାଶାନ୍ତି: ଭାଜପାରେ ହେବେ ସାମିଲ

ହାଇଦ୍ରାବାଦ,୬।୧୨-କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଅଭିନେତ୍ରୀ ବିଜୟା ଶାନ୍ତି ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ଫଳରେ ତେଲେଙ୍ଗାନା କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ସୋମବାର ବିଜୟା...

ଇଡିରେ ହାଜର ହେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ,୨୦ା୧୨: ବହୁ ଚର୍ଚ୍ଚିତ ପାନାମା ପେପର୍ସ ମାମଲାରେ ବଚ୍ଚନ ପରିବାର ପାଇଁ ଅଡୁଆ ବଢ଼ିଛି। ବଲିଉଡ୍‌ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ...

ଛଟ ପୂଜାର ପ୍ରସ୍ତୁତି କର ମା’ ଦିଲ୍ଲୀରେ ଆପଣଙ୍କ ପୁଅ ବସିଛି: ମୋଦି

ଛପରା,୧ ।୧୧: ବିହାର ବିଧାନସଭା ପାଇଁ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଯାଉଛି । ଏହାକୁ ନଜରରେ ରଖି ସବୁ ଦଳ ପ୍ରଚାର...

ନୋଏଡା ଇଏସ୍‌ଆଇସି ହସ୍ପିଟାଲରେ ନିଆଁ

ନୋଏଡା,୯।୧: ଉତ୍ତର ପ୍ରଦେଶର ନୋଏଡାରେ ଥିବା ଇଏସ୍‌ଆଇସି ମଡେଲ ହସ୍ପିଟାଲରେ ଗୁରୁବାର ନିଆଁ ଲାଗିଥିବା ଜଣାପଡିଛି। ସେକ୍ଟର ୨୪ରେ ଥିବା ଏହି ହସ୍ପିଟାଲରେ ନିଆଁ ଲାଗିଥିବା...

ଅଧିକ ଟଙ୍କା ରୋଜଗାର ଆଶାରେ କୁଏତ୍‌ ଯାଇ ହଟହଟା: ଖାଇବାକୁ ମିଳୁନି ଦୁଇବେଳା; ଭିଡ଼ିଓ ଭାଇରାଲ

ଚଣ୍ଡିଗଡ଼,୧୫।୬: ଅଧିକ ଟଙ୍କା ରୋଜଗାର ଆଶାରେ କେତେକ ଭାରତୀୟ ଯୁବକ ବିଦେଶରେ ଚାକିରି କରିବାକୁ ଯାଉଛନ୍ତି। ତେବେ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିବା ଏକ...

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି ହେଲେ ଲାଭ ସହିତ କ୍ଷତି ବି ସହିବ ଭାଜପା !

ନୂଆଦିଲ୍ଲୀ,୧୦।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକୁ ନେଇ କେନ୍ଦ୍ର ସରକାର ଏଠାରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଚିନ୍ତା କରୁଥିବା କେତେକ ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।...

ଶୋପିଆନ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ମୃତ

ଶୋପିଆନ,୭।୬: ଜମ୍ମୁ-କଶ୍ମୀର ଶୋପିଆନର ରେବନ ଅଞ୍ଚଳରେ ରବିବାର ହୋଇଥିବା ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ସୂଚନା ଦେଇଛି। ସେଣ୍ଟ୍ରାଲ୍‌...

ଜିହ୍ବାର ଲାଳସା ସମ୍ବରଣ ନ କରିବାରୁ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା

ଇନ୍ଦୋର,୧୭।୭: ଦେଶର କରୋନା ସଂକ୍ରମଣରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜିଲା ମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋର ସାମିଲ ରହିଛି। ଏହି ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି...

Advertisement
Archives

Model This Week