ପ୍ରଥମ ଦେଖାରେ ପୁଅଙ୍କ ଠାରେ କ’ଣ ଦେଖନ୍ତି ଝିଅ

ପହିଲି ପ୍ରେମର ପ୍ରଥମ ଦେଖା ପ୍ରେମିକାପ୍ରେମିକଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା ଆସିଥାଏ ତାହା ସବୁଦିନ ପାଇଁ ମନରେ ରହିଯାଏ। ତେବେ ଏହି ପ୍ରଥମ ଦେଖାରେ ଝିଅମାନେ ପୁଅଙ୍କଠାରେ ଗେଉଁ ଗୁଣ ଦେଖିଥାନ୍ତି, ଜାଣନ୍ତୁ ସେ ସମ୍ପର୍କରେ ..

ଝିଅମାନେ ପୁଅଙ୍କ ଧନ ସମ୍ପତ୍ତି ପରିବର୍ତ୍ତେ ଆତ୍ମବିଶ୍ୱାସକୁ ପରଖିଥାନ୍ତି। କାରଣ ସେମାନେ ଜାଣିଥାନ୍ତି କୌଣସି ଅସୁବିଧା ସମୟରେ ଏହି ଆତ୍ମବିଶ୍ୱାସହିଁ ଜଣଙ୍କୁ ବିପଦରୁ ବାହାର କରିଥାଏ।

ପୁଅଙ୍କ ବ୍ୟକ୍ତିଗତ ସ୍ବଭାବ ଝିଅମାନେ ଦେଖିଥାନ୍ତି। ଯେପରିକି ପୋଷାକ ପରିଧାନ, କେଶବିନ୍ୟାସ ଆଦି।

ଅନେକ ସମୟରେ ପ୍ରଥମ ସାକ୍ଷାତରେ ଝିଅମାନେ ପୁଅଙ୍କ ଚାରିତ୍ରିକ ଗୁଣକୁ ମଧ୍ୟ ଦେଖିଥାନ୍ତି। ପ୍ରଥମ ଦେଖାରେ ଯଦିଓ ଏହା ଜାଣିବା ସମ୍ଭବ ହୋଇ ନ ଥାଏ, ମାତ୍ର ଚାହାଣିରୁ କିଛିଟା ବାରିହୋଇଥାଏ।

ପୁଅଟି କେତେ ବୁଝିବାର, ବ୍ୟବହାରିକ ଗୁଣର ହୋଇଥାନ୍ତି ତାହାକୁ ଝିଅମାନେ ପରଖିଥାନ୍ତି। କାରଣ ମନକୁ ବୁଝୁଥିବା ପୁଅ ଝିଅଙ୍କ ପ୍ରଥମ ପସନ୍ଦ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ସ୍ବାସ୍ଥ୍ୟ ଦିବସ: ସତର୍କତା ଜରୁରୀ

ପୃଥିବୀରେ ପ୍ରାୟତଃ ୧୯୦ରୁ ଊର୍ଦ୍ଧ୍ୱ ଦେଶର ସାମୂହିକ ଏକତାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଗଠିତ ହୋଇଛି। ୧୯୪୮ ଏପ୍ରିଲ ୭ ତାରିଖ ଦିନ ସୁଇଜରଲାଣ୍ଡର...

ସଫା ରହିବ ରୋଷେଇ ଘର

ଭିନେଗାର ଓ ଗରମ ପାଣି: ୩ ରୁ ୪ ଚାମଚ ଭିନେଗାର ନେଇ ସେଥିରେ ଗରମ ପାଣି ମିଶାନ୍ତୁ। ଏହାକୁ ଭଲଭାବେ ଫେଣ୍ଟି ଦାଗଥିବା ସ୍ଥାନରେ...

ଭାରତର ଏହି ୪ ସହର: ଯେଉଁଠି ଦେଖିବାକୁ ମିଳେ ହୋଲିର ସ୍ବତନ୍ତ୍ରତା

ରଙ୍ଗର ପର୍ବ ହୋଲି। ଭାରତରେ ପାଳନ କରାଯାଉଥିବା ବିଭିନ୍ନ ପରମ୍ପରା ମଧ୍ୟରୁ ଏହା ଅନ୍ୟତମ । ବିଭିନ୍ନ ସ୍ଥାନରେ ହୋଲି ପାଳନର ଶୈଳୀ ମଧ୍ୟ ଭିନ୍ନ।...

ଲକ୍ଷ୍ମୀଙ୍କୁ ନ ଡାକିଲେ ମଧ୍ୟ ଆପଣାଛାଏଁ ଆସନ୍ତି ଏହି ୩ ସ୍ଥାନକୁ: ଜାଣନ୍ତୁ କେମିତି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି।  ସେଗୁଡ଼ିକୁ ଗ୍ରହଣ କରି ଜୀବନରୁ ଦୁଃଖ ଦୂର ହୋଇପାରିବ ବୋଲି ବିବେଚନା କରାଯାଏ। ଚାଣକ୍ୟ...

କାଓ ପ୍ରିଣ୍ଟ ଫ୍ୟାଶନ୍‌

ଯୁବପିଢ଼ିଙ୍କ ଫ୍ୟାଶନ୍‌ ମାନିଆକୁ ଦେଖି ବର୍ତ୍ତମାନ ମାର୍କେଟ୍‌ରେ ବିଭିନ୍ନ ପ୍ରକାର ଷ୍ଟାଇଲିସ୍‌ ପ୍ରିଣ୍ଟର ଡ୍ରେସ୍‌ ଓ ଆସେସରିଜ୍‌ ମିଳୁଛି। ଏମିତିରେ ଡିଫରେଣ୍ଟ ଲୁକ୍‌ ପାଇଁ ବର୍ତ୍ତମାନ...

ପିଠି ଯନ୍ତ୍ରଣା ପାଇଁ ନୂଆ ଇଞ୍ଜେକ୍‌ସନ

ପିଠିରେ ଯନ୍ତ୍ରଣା କେତେ କଷ୍ଟକର ତାହା ଅନୁଭବୀ ହିଁ ଜାଣେ। ଏଥିରୁ ଉପଶମ ପାଇବା ପାଇଁ ଡାକ୍ତଙ୍କ ସହ ପରାମର୍ଶ କରିବାକୁ ପଡ଼ିଥାଏ। ସେ ଲେଖିଥିବା...

ଦଶହରାରେ ଦାଣ୍ଡିଆ ଗେଟ୍‌ଅପ୍‌

ଦଶହରା ଆସିଲେ ସମସ୍ତେ ନିଜ ନିଜ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ସହ ମଜା ମସ୍ତିରେ ମଜି ଯାଆନ୍ତି। ହେଲେ ବ୍ୟସ୍ତତା ମଧ୍ୟରେ ଥାଇ ମଧ୍ୟ ଅଧିକାଂଶ ମହିଳା...

‘ସାହିତ୍ୟକୁ ଏକ ଅନ୍ବେଷଣ ଭାବେ ଗ୍ରହଣ କରିବା ଆବଶ୍ୟକ’

ଓଡ଼ିଆ ଭାଷା ସାହିତ୍ୟକୁ ସ୍ବତନ୍ତ୍ର ଅବଦାନ ଦେଇଛନ୍ତି ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା। ୧୯୮୫ ଜୁଲାଇ ୧ରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଗୁରୁଜିଭଟ୍ଟା ଗ୍ରାମରେ ଜନ୍ମଗ୍ରହଣ...

Advertisement
Archives

Model This Week