ପଶ୍ଚିମବଙ୍ଗ ନିର୍ବାଚନ

ବାଜିଲା ମୋହର: ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା,୮ା୫: ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ।  ଶୁକ୍ରବାର ବସିଥିବା ବିଧାୟକ ଦଳ ବୈଠକରେ ଶୁଭେନ୍ଦୁଙ୍କ ନାଁ ଉପରେ ମୋହର ବାଜିଛି। ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ଶୁଭେନ୍ଦୁଙ୍କ ନାଁ ଉପରେ ମୋହର ଲଗାଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁଭେନ୍ଦୁ…

ଭବାନୀପୁର ନା ନନ୍ଦୀଗ୍ରାମ, କେଉଁ ଆସନ ଛାଡ଼ିବେ ଶୁଭେନ୍ଦୁ ଅଧିକାରୀ, ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି…

କୋଲକାତା,୮ା୫: ପଶ୍ଚିମବଙ୍ଗ ନିର୍ବାଚନରେ ବିପୁଳ ବିଜୟ ପରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ଉଭୟରେ ବିଜୟୀ ହୋଇଛନ୍ତି। ସେ ଭବାନୀପୁରରେ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ…

West Bengal Election Results 2026: ଆସିଲା ପ୍ରଥମ ଟ୍ରେଣ୍ଡ୍‌, ଜାଣନ୍ତୁ କିଏ ଆଗରେ…

କୋଲକାତା,୪ା୫: ପଶ୍ଚିମବଙ୍ଗର ୨୯୩ ବିଧାନସଭା ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଇତିମଧ୍ୟରେ ପ୍ରଥମ ଟ୍ରେଣ୍ଡ୍‌ ସାମ୍ନାକୁ ଆସିଛି। ଟ୍ରେଣ୍ଡରେ କେଉଁ ଦଳ ଆଗୁଆ ଅଛି ତୃଣମୂଳ କଂଗ୍ରେସ (ଟିଏମସି) ନା ଭାରତୀୟ ଜନତା ପାର୍ଟି (ଭାଜପା)? ଆସନ୍ତୁ ଜାଣିବା……

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ପୋଖରୀରେ ଫିଙ୍ଗିଦେଲେ ଇଭିଏମ୍‌

କୋଲକାତା,୧ା୬: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା କୁଲତଲିରେ ହଠାତ୍‌ ଭୋଟରମାନେ ରାଗିଯାଇଥିଲେ। ମତଦାନ ବୁଥ୍‌ରେ ପଶି ଏକ ଇଭିଏମ୍‌ ଉଠାଇ ନିକଟସ୍ଥ ପୋଖରୀରେ ଫିଙ୍ଗି ଭୋଟ୍‌ ପ୍ରକ୍ରିୟାକୁ ଅଟକାଇ ଦେଇଥିଲେ ଭୋଟର। ଯେତେବେଳେ କିଛି…

ବୁଥ୍‌କୁ ଚାଲି ଚାଲି ଯିବେ ପୋଲିଂ କର୍ମଚାରୀ

କେନ୍ଦ୍ରାପଡ଼ା ଅଫିସ,୧୧ା୨: କେନ୍ଦ୍ରାପଡ଼ା ଜିଲା ବିକାଶର ନମୁନା ପ୍ରତ୍ୟେକ ନିର୍ବାଚନ ସମୟରେ ଦେଖିବାକୁ ମିଳୁଛି। ସ୍ବାଧୀନତାର ୭୫ ବର୍ଷରେ ମଧ୍ୟ ଜିଲାର ବିଭିନ୍ନ ଗ୍ରାମକୁ ଯିବାକୁ ଉପଯୋଗୀ ରାସ୍ତା ନାହିଁ। ପୋଲିଂ କର୍ମଚାରୀ ବୁଥ୍‌କୁ ଚାଲି ଚାଲି ଯିବାକୁ ଥିବାବେଳେ ସରଞ୍ଜାମ…

‘ଫୋର୍‌-ଏମ୍‌’: ମମତାଙ୍କୁ ଆଣି ଦେଲା ବିଜୟ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ପୁଣି ଥରେ ଶାସନ ଡୋର ହାତେଇବାକୁ ଯାଉଛି। ଶାସକ ତୃଣମୂଳ ୨୧୧ ଆସନରେ ଆଗେଇଥିବାବେଳେ ଭାଜପା ୭୭ ଆସନରେ ଆଗୁଆ ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଜୟରେ ‘ଫୋର୍‌-ଏମ୍‌’ର ଗୁରୁତ୍ୱ…

କରୋନାରେ ମରିବୁ ପଛେ, ପାଳନ କରିବୁ ବିଜୟ ଉତ୍ସବ: ଟିଏମ୍‌ସି କର୍ମୀ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) କ୍ଲିନ୍‌ ସ୍ବିପ୍‌ କରିଛି। ଦଳର ସଫଳତା ନେଇ ଖୁସିରେ ଟିଏମ୍‌ସି କର୍ମୀମାନେ ନିର୍ବାଚନ କମିଶନ(ଇସି)ଙ୍କ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରିଛନ୍ତି। କର୍ମୀମାନେ କହିଛନ୍ତି ଯେ, କରୋନାରେ ମରିବୁ ପଛେ, ବିଜୟ ଉତ୍ସବ…

ନନ୍ଦିଗ୍ରାମରେ ଦିଦି ଆଗରେ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ କ୍ଲିନ୍‌ ସ୍ବିପ୍‌ କରିଛି। ଶାସକ ତୃଣମୂଳ ୨୧୧ ଆସନରେ ଆଗେଇଥିବାବେଳେ ଭାଜପା ୭୭ ଆସନରେ ଆଗୁଆ ରହିଛି। ସେହିପରି ନନ୍ଦିଗ୍ରାମରେ ସପ୍ତମ ରାଉଣ୍ଡ ଭୋଟ ଗଣନା ପର୍ଯ୍ୟନ୍ତ ପଛରେ ପଡ଼ିଯାଇଥିବା…

ତୃଣମୂଳର ଡବଲ ସେଞ୍ଚୁରୀ: ଦୁଇ ଅଙ୍କରେ ଭାଜପା…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୨୦୬ ଆସନରେ ଆଗେଇଥିବାବେଳେ ଭାଜପା ୮୩ ଆସନରେ ଆଗୁଆ ରହିଛି। ଲେଫ୍ଟ ମେଣ୍ଟ ୧ଟି ଆସନରେ ଅଗୁଆ ରହିଛି। ଅନ୍ୟ ଦଳଗୁଡ଼ିକ ୨ଟି ବିଧାନସଭା ଆସନରେ ଆଗୁଅ ରହିଛନ୍ତି। ରାଜ୍ୟର…

ହ୍ୟାଟ୍ରିକ୍‌ ମୁହାଁ ଦିଦି: ଲାଭରେ ଭାଜପା…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୨୦୬ ଆସନରେ ଆଗେଇଥିବାବେଳେ ଭାଜପା ୮୩ ଆସନରେ ଆଗୁଆ ରହିଛି। ସେହିପରି ଲେଫ୍ଟ ମେଣ୍ଟ ୧ଟି ଆସନରେ ଅଗୁଆ ରହିଛି। ଅନ୍ୟ ଦଳ ୨ ଆସନରେ ଆଗୁଅ ରହିଛନ୍ତି। ରାଜ୍ୟର…

ଆସାମରେ ଭାଜପା-ପଶ୍ଚିମବଙ୍ଗରେ ତୃଣମୂଳ ମ୍ୟାଜିକ୍‌ ନମ୍ବର ମୁହାଁ…

କୋଲକାତା/ଗୁଆହାଟି, ୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୧୯୪ ଆସନରେ ଆଗେଇଥିବାବେଳେ ଭାଜପା ୧୦୦ ଆସନରୁ ଖସି ୯୬ ଆସନରେ ଆଗୁଆ ରହିଛି। ସେହିପରି ଲେଫ୍ଟ ମେଣ୍ଟ ୧ଟି ଆସନରେ ଅଗୁଆ ରହିଛି। ଅନ୍ୟ ଦଳ ୨…

୧୯୪ ଆସନରେ ତୃଣମୂଳ ଆଗୁଆ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୧୯୪ ଆସନରେ ଆଗେଇଥିବାବେଳେ ଭାଜପା ୯୩ ଆସନରେ ଆଗୁଆ ରହିଛି। ସେହିପରି ଲେଫ୍ଟ ମେଣ୍ଟ ୫ଟି ଆସନରେ ଅଗୁଆ ରହିଛି। ରାଜ୍ୟର ୨୯୨ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri