Posted inଫୁରସତ

ଭୋକ୍ସଓ୍ବାଗନ୍‌ ଚେୟାର୍‌; ଘଣ୍ଟା ପ୍ରତି ୧୨ ମିଟର ଗତିରେ କାର୍‌ ପରି ଯାଇପାରିବ

ହାଇଟେକ୍‌ ଅଫିସ୍‌ ଚେୟାର୍‌ ଓ୍ବାଟରପ୍ରୁଫ ହେବାସହ ଷ୍ଟେନପ୍ରୁଫ୍‌ ଓ ଏହାର ଡିଜାଇନ୍‌ ବହୁତ ଆକର୍ଷକ ହୋଇଥାଏ। ହେଲେ ଜର୍ମାନୀର କାର୍‌ ନିର୍ମାଣକାରୀ ଭୋକ୍ସଓ୍ବାଗନ୍‌ କମ୍ପାନୀ ନିକଟରେ ତିଆରି କରିଛି ଏମିତି ଏକ ଅଫିସ୍‌ ଚେୟାର୍‌ ଯାହା ସମ୍ପର୍କରେ ଜାଣିଲେ ଅଫିସ୍‌ ଯାଉଥିବା ପ୍ରତ୍ୟେକ କର୍ମଚାରୀଙ୍କର ତାହା ଏକ ଡ୍ରିମ୍‌ ଚେୟାର ପାଲଟିଯିବ। ଭୋକ୍ସଓ୍ବାଗନ୍‌ର ଇଞ୍ଜିନିୟର ଓ ଡିଜାଇନର୍‌ମାନେ ତିଆରି କରିଥିବା ଉକ୍ତ ଚେୟାର୍‌ କାର୍‌ ପରି ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଇପାରିବ। ସେପୁଣି ଘଣ୍ଟା ପ୍ରତି ୧୨ ମିଟର ଗତିରେ। ଏଥିରେ କାର୍‌ର ସମସ୍ତ ଫିଚର୍‌ ଦେବାକୁ ପ୍ରୟାସ କରାଯାଇଛି। ତେଣୁ ଏଥିରେ ମୋଟର ସଂଯୁକ୍ତ କରାଯିବାସହ ଡ୍ରାଇଭିଂ କଣ୍ଟ୍ରୋଲସ୍‌, ସିଟ୍‌ ବେଲ୍ଟ, ବିଲ୍ଟ ଇନ୍‌ ସ୍ପିକର୍‌, ହଙ୍କ୍‌ ଲଗାଯାଇଛି। ତାସହ ଚେୟାର୍‌ର ଛୋଟ ଛୋଟ ଚକରେ ଛୋଟ ଛୋଟ ରିମ୍‌, ବ୍ୟାକଅପ୍‌ କ୍ୟାେମେରା, ଟଚ୍‌ ସ୍କ୍ରିନ ଡିସପ୍ଲେ, ଆର୍ମରେଷ୍ଟରେ ହେଡଲାଇଟ୍ସ, ଡକ୍ୟୁମେଣ୍ଟ ଷ୍ଟୋର କରିବା ଲାଗି ଛୋଟ ପକେଟ୍‌ ବି ଲାଗିଛି। ଆଉ ହେଡରେଷ୍ଟରେ WV ଲୋଗୋ ବି କରାଯାଇଛି। ହେଲେ କମ୍ପାନୀ ଏହାକୁ କମରସିଆଲୀ ବିକ୍ରି କରିବ ନାହିଁ ବୋଲି ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ପ୍ରେମ: ସ୍ତ୍ରୀଙ୍କ ଅସ୍ଥି ସହ ୨୭ବର୍ଷ ହେଲା ରହୁଛନ୍ତି ଭୋଳାନାଥ

ଏକ ନିଆରା ପ୍ରେମ କାହାଣୀ। ପ୍ରେମ ଆଉ ଭଲ ପାଇବାର କାହାଣୀ ତ ଆପଣ ବହୁତ ଶୁଣିଥିବେ ଓ ପଢିଥିବେ ନିଶ୍ଚୟ। ତେବେ ସେ ଲୈଲା-ମଜନୁଙ୍କ...

ବିଶ୍ୱର ସବୁଠୁ ଦାମୀ ଭ୍ୟାନିଟି, ଜାଣନ୍ତୁ ଏତିକି ଟଙ୍କାରେ ହୋଇଥିଲା ନିଲାମ

ବିଶ୍ୱରେ ଆଜିକାଲି ପ୍ରତ୍ୟେକ ଜିନିଷ ନିଲାମ ହେଉଛି। ସେଥିମଧ୍ୟରୁ ଏମିତି କିଛି ଜିନିଷ ନିଲାମ ହୁଏ, ଯାହାର ଦାମ୍‌କୁ ନେଇ ପୂରା ଦୁନିଆରେ ଚର୍ଚ୍ଚା ହୋଇଥାଏ।...

ଏହି ଦ୍ୱୀପରେ ରହିଛି ପଥର ଜଙ୍ଗଲ…

ପୃଥିବୀର ବିଭିନ୍ନ ଅଞ୍ଚଳରେ ରହିଛି ବହୁ ରହସ୍ୟ। ବେଳେବେଳେ ଏସବୁ ଆଧୁନିକ ମଣିଷ ମନକୁ ବେଶ୍‌ ଆନ୍ଦୋଳିତ କରିଥାଏ। ଚାଇନାରେ ଏଭଳି ଏକ ରହସ୍ୟମୟ ଦ୍ୱୀପ...

ଏମିତି ଭାବଭଙ୍ଗୀରେ ହାତୀ ଫେରାଉଛି ଶିଶୁର ଜୋତା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି। ବିଶେଷକରି ପଶୁପକ୍ଷୀମାନେ ଯେତେବେଳେ କିଛି ବୁଦ୍ଧିମାନ...

୫୦ ହଜାର ବର୍ଷ ପରେ ପୃଥିବୀ ଦେଇ ଗତି କରୁଛି ବିରଳ ସବୁଜ ଧୂମକେତୁ

ହଜାରେ ବର୍ଷ ପରେ, ବ୍ରହ୍ମାଣ୍ଡରେ ଏକ ଚମତ୍କାର ଘଟଣା ଘଟିଛି। ଏହି ସପ୍ତାହରେ ଏକ ବିରଳ ସବୁଜ ଧୂମକେତୁ ପୃଥିବୀ ଦେଇ ଗତି କରୁଛି। ବାଇନକୁଲାର...

କେବଳ ମାଛର ଲାଞ୍ଜ ରୋକିଦେଲା ଏତେବଡ଼ ଦୁର୍ଘଟଣା, ଜାଣନ୍ତୁ କେମିତି

ନେଦରଲ୍ୟାଣ୍ଡରେ ସ୍ପିଗେନାକିସ ସହରରରେ ଏକ ବଡ଼ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏକ ମେଟ୍ରୋ ଟ୍ରେନ ଅନିୟନ୍ତ୍ରିତ ହୋଇ ବାରିୟର ଭାଙ୍ଗି ଷ୍ଟେଶନରୁ ବାହାରି...

୩ ହଜାର ଫୁଟ୍‌ ପାହାଡ଼ ଚଢ଼ିଲେ ୧୦ ବର୍ଷର ଝିଅ

ଯେଉଁ ପାହାଡ଼କୁ ଚଢ଼ିବା ସମୟରେ ପ୍ରାୟ ୩୧ଜଣଙ୍କ ମୃତ୍ୟୁ ହୋଇଛି ସେଠାରେ ଜଣେ ୧୦ ବର୍ଷର ଝିଅ ଏହାକୁ ଚଢ଼ିିବାରେ ସଫଳ ହୋଇଛନ୍ତି। ଏଥିସହ ସବୁଠୁ...

ଗାଈ ପେଟରୁ ୨୦ ଗ୍ରାମ୍‌ର ସୁନାଚେନ ବାହାର କରିବା ଲାଗି ହେଲା ଏପରି…

ବେଙ୍ଗାଲୁରୁ, ୧୬।୧୨: ଦୀପାବଳିରେ ଗାଈକୁ ପୂଜା କରିବା ସମୟରେ ଭୁଲରେ ଖାଦ୍ୟ ସହ ୨୦ ଗ୍ରାମର ସୁନା ଚେନ ପେଟକୁ ଚାଲିଯାଇଥିଲା। ଏଭଳି ଘଟଣା କର୍ନାଟକର...

Advertisement
Archives

Model This Week