Posted inଖେଳ

ଏହି କଥାରେ ହଠାତ୍‌ ରାଗିଯାଆନ୍ତି ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବେ ଇଂଲଣ୍ଠ ସହ ପ୍ରଥମ ଟେଷ୍ଟ ଖେଳୁଛନ୍ତି। ତାଙ୍କ ସହ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକା ମଧ୍ୟ ଲଣ୍ଡନରେ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନୁଷ୍କା ପ୍ରଶଂସକମାନଙ୍କୁ ନିଜ ବିଷୟରେ ଅନେକ ମଜାଦାର କଥା କହିଥିଲେ। ଏହି ସାକ୍ଷାତକାରରେ ପସନ୍ଦର ଖାଦ୍ୟ ପ୍ରଶ୍ନରେ ଅନୁଷ୍କା ଶର୍ମା କହିଛନ୍ତି ଯେ ସେ ୨୦୧୫ ଆରମ୍ଭରୁ ଶାକାହାରୀ ରହିଆସିଛନ୍ତି। ଏହା ତାଙ୍କ ଜୀବନର ସର୍ବୋତ୍ତମ ନିଷ୍ପତ୍ତି ଅଟେ। ସେ ପାହାଡୀ ଖାଦ୍ୟକୁ ପସନ୍ଦ କରନ୍ତି। ବିରାଟଙ୍କୁ ଅଧିକ କଷ୍ଟ ହେଉଥିବା କଥା ଉପରେ ଅନୁଷ୍କା କହିଥିଲେ ଯେ, ବିରାଟ ଯେତେବେଳେ କାହାଠାରୁ କୌଣସି ବୋର୍ଡ ଗେମ୍‌ରେ ହାରିଯାନ୍ତି ସେତେବେଳେ ବିରକ୍ତ ହୋଇ ହଠାତ୍‌ ରାଗିଯାନ୍ତି। ବିରାଟଙ୍କୁ ସାହାଯ୍ୟ କରିବାକୁ ନେଇ ଅନୁଷ୍କା ଶର୍ମା କହିଛନ୍ତି ଯେ ହଁ, ଟାଇଟ୍‌ ବୋତଲ ଖୋଲିବା ଏବଂ ଭାରି ଚେୟାର ଉଠାଇବାରେ ସାହାଯ୍ୟ କରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶ ବିପକ୍ଷ ଟେଷ୍ଟ ପରେ ନବୀ ଅବସର ନେବେ

ଚିଟ୍ଟାଗଙ୍ଗ,୮।୯(ପି.ଟି.)- ଆଫଗାନିସ୍ତାନ ପୂର୍ବତନ ଅଧିନାୟକ ମହମ୍ମଦ ନବୀ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଏଠାରେ ଚାଲିଥିବା ଘରୋଇ ବାଂଲାଦେଶ ବିପକ୍ଷ ଏକମାତ୍ର...

ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ସଂଘର୍ଷ କ୍ଲବ ବିଜୟୀ

ନୟାଗଡ଼ ଅଫିସ,୨।୧୧: ନୟାଗଡ଼ ଜିଲା ଶରଣକୁଳସ୍ଥିତ ଲଡୁକେଶ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ୬୦ତମ ସର୍ବଭାରତୀୟ ଫୁଟବଲ୍‌୍‌ ଟୁର୍ନାମେଣ୍ଟ...

ଆୟାରଙ୍କୁ କୋଳାଗ୍ରତ କଲେ ଚହଲ, ଈର୍ଷାନ୍ବିତ ହେଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଖେଳାଳିମାନେ ପଡିଆରେ ଭଲ ପ୍ରଦର୍ଶନ କରନ୍ତୁ ବା ନ କରନ୍ତୁ କିନ୍ତୁ ସୋସିଆଲ ମିଡିଆରେ ହସ ମଜାକ କରୁଥିବା ଫଟୋ, ଭିଡିଓ ପ୍ରତିଦିନ...

ଗାଙ୍ଗୁଲି, କୋହଲି, ଧୋନୀଙ୍କୁ ପଛରେ ପକାଇ ଇତିହାସ ରଚିପାରନ୍ତି ଧାଓ୍ବନ

କଲମ୍ବୋ,୨୨।୭: ଶ୍ରୀଲଙ୍କା ବିପକ୍ଷ ସିରିଜରେ ଟିମ ଇଣ୍ଡିଆ ଏକ ଭଲ ଆରମ୍ଭ କରିଛି। ସିରିଜର ପ୍ରଥମ ୨ ମ୍ୟାଚ ଜିତିବା ସହିତ ଦଳ ତିନି ମ୍ୟାଚ...

ଧୋନୀଙ୍କ ପାଇଁ ଜୁନ୍‌ ୨୩ ଲକି କାହିଁକି

ନୂଆଦିଲ୍ଲୀ, ୨୩।୬- ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଅଧିନାୟକ ବିବେଚିତ କରାଯାଏ। କ୍ରିକେଟ୍‌ ଇତିହାସର ପ୍ରଥମ ଅଧିନାୟକ ଭାବେ ଧୋନୀ ଅନ୍ତର୍ଜାତୀୟ...

ଚାଇନାରେ କ୍ରିକେଟ ଲାଗି ରହିଛି ଗୋଟିଏ ଘାସ ପିଚ୍‌

ସାଙ୍ଘାଇ,୯।୮(ଏଏଫ୍‌ପି)- ଚାଇନାରେ ପ୍ରାୟ ନାଗରିକଙ୍କୁ କ୍ରିକେଟ କ୍ରୀଡ଼ା ବିଷୟରେ ଜଣାନାହିଁ। ୧.୪ ବିଲିୟନ ଜନସଂଖ୍ୟାଙ୍କ ଲାଗି ଗୋଟିଏ ଘାସ ପିଚ୍‌ ରହିଛି। ଏବେ ସେମାନେ ଫୁଟ୍‌ବଲ...

ଟୁର୍‌ ଡି’ ଫ୍ରାନ୍ସରେ ମାଟେଜଙ୍କ ପ୍ରଥମ ବିଜୟ

ପ୍ୟାରିସ, ୩ା୭: ଟୁର୍‌ ଡି’ ଫ୍ରାନ୍ସର ସାଇକେଲ ରେସ୍‌ର ୭ମ ଷ୍ଟେଜ୍‌ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭିର୍ଜନଠାରୁ ଲି’ କ୍ରେସଟ ୨୪୯.୧ କିଲୋମିଟର ଦୂରତା ବିଶିଷ୍ଟ...

ଇଣ୍ଡୋ-ପାକ୍‌ ବିଶ୍ୱକପ୍‌ ମ୍ୟାଚ୍‌ ବିଜ୍ଞାପନକୁ ସାନିଆଙ୍କ ବିରୋଧ

ନୂଆଦିଲ୍ଲୀ,୧୨।୬(ପିଟି): ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ର ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ଲାଗି ପ୍ରସାରଣକାରୀ ଚ୍ୟାନେଲରେ ଦେଉଥିବା କିଛି ସ୍ବତନ୍ତ୍ର ବିଜ୍ଞାପନ ଉଭୟ...

Advertisement
Archives

Model This Week