ଭିଜିଲାନ୍ସ ଜାଲରେ ସମ୍ପାଦକ

ସୁନ୍ଦରଗଡ଼,୨।୪(ଡି.ଏନ୍‌.ଏ.) :ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବନମାଳୀ ନାଏକ। ଏହାସାଙ୍ଗେ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ସୁନ୍ଦରଗଡସ୍ଥିତ ଅଫିସ, ସୁନ୍ଦରଗଡ ତଳଶଙ୍କରା ମୌଜାରେ ଦୁଇଟି ୩ ମହଲା ବିଶିଷ୍ଟ ଘର, ସୁନ୍ଦରଗଡ ତଳଶଙ୍କରା ମୌଜାରେ ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର, ସୁନ୍ଦରଗଡ କିଞ୍ଜିରିକେଲା ଥାନା ଅନ୍ତର୍ଗତ କୁକୁରିଡିହିସ୍ଥିତ ପୈତୃକ ଘର, ସୁନ୍ଦରଗଡ ଲେଫ୍ରିପଡା ସରେଇକେଲାସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସର ଚଢାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୯୭ ହଜାର ଟଙ୍କା ସହ ସୁନା ଗହଣା ଜବତ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ସୋର, ୧୭ା୪(ଡି.ଏନ.ଏ.):-ସୋର ମ୍ୟୁନିସିପାଲିଟି ଅଧୀନ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସା ଅବହେଳାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏସ୍‌ଆଇ ସଚ୍ଚିଦାନନ୍ଦ ଗିରି ସୋର...

ଲଗାଣ ବର୍ଷାରେ ଭାଙ୍ଗିଲା ମାଛୁଆ ପୋଲ

ମୋରଡ଼ା,୭ା୯(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଦାନ୍ତିଆମୁଁହାସ୍ଥିତ ମାଛୁଆ ପୋଲ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଓ ବେତନଟୀ...

‘ଗୁଜବ ପ୍ରଚାରକାରୀଙ୍କ ବିରୋଧରେ ପଦକ୍ଷେପ ନିଅ’, କରୋନା ପାଇଁ ଆଡ୍‌ଭାଇଜରି ଜାରି କଲେ ଡିଜିପି

କଟକ ଅଫିସ,୧୬।୩: କରୋନା ଭୂତାଣୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଅନେକ ଗୁଜବ ପ୍ରଚାର କରାଯାଉଛି। ପ୍ରଚାରକାରୀଙ୍କୁ ଗିରଫ କରୁଛି ପୋଲିସ। ଏଣୁ ସର୍ବଦା ସୋସିଆଲ୍‌...

ପଲିଥିନ୍‌ ତଳେ ତିନି ଭାଇଭଉଣୀ

ସଜନାଗଡ଼, ୧୪।୧୨(ଡି.ଏନ.ଏ.)-ଆଦିବାସୀଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ତୃଣମୂଳସ୍ତରରେ ଏହାର ସଫଳ...

କାର୍ଯ୍ୟାନୁଷ୍ଠାନ ଦାବିରେ ଅସ୍ଥାୟୀ ବନ କର୍ମଚାରୀଙ୍କ ଧାରଣା

ଦିଗପହଣ୍ଡି,୫।୧୧(ଡି.ଏନ.ଏ.): ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଜଣେ ଅସ୍ଥାୟୀ ପାରା ବନ କର୍ମଚାରୀ କୃଷ୍ଣଚନ୍ଦ୍ର ଜେନାଙ୍କୁ ଜଣେ ଫରେଷ୍ଟ ଗାର୍ଡଙ୍କ ସ୍ବାମୀ ମୀନକେତନ...

ରଣପୁର ବ୍ଲକରେ ଇନ୍ଦିରାଆବାସ ଜାଲିଆତିଘର ନ କରି ବିଲ୍‌ ପାସ୍‌

ରଣପୁର,୨ା୭ (ସ୍ବ.ପ୍ର.)- ନୟାଗଡ଼ ଜିଲା ରଣପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଇନ୍ଦିରାଆବାସ (ବର୍ତ୍ତମାନ ବନ୍ଦ ହୋଇଯାଇଛି) ଯୋଜନାରେ ବ୍ୟାପକ ଜାଲିଆତି ହୋଇଥିବା ଚିତ୍ର ନଜରକୁ ଆସିଛି।...

ଓଡ଼ିଆ ଫିଲ୍ମ ମେକରଙ୍କୁ ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍‌ ଏକ୍ସିଲେନ୍ସ ଆୱାର୍ଡ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ସୋସାଇଟି ଫର୍‌ ଆକ୍‌ନଲେଜ୍‌ମେଣ୍ଟ୍‌ ଇନ୍‌ ୱାର୍କ ଏକ୍ସିଲେନ୍ସ (ଏସ୍‌ଏଡବ୍ଲ୍ୟୁଇ) ପକ୍ଷରୁ ଓଡ଼ିିଆ ଚଳଚ୍ଚିତ୍ର ନିର୍ମାତାଙ୍କୁ ସମ୍ମାନିତ କରାଯାଇଛି। ନିକଟରେ ଦୁବାଇରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର...

ଜଗତ୍‌ସିଂହପୁର କ୍ୟାଡର ପିପିଙ୍କୁ ସମ୍ବର୍ଦ୍ଧନା

ଜଗତ୍‌ସିଂହପୁର ଅଫିସ,୯ା୧୨: ଓଡ଼ିଶା କ୍ରାଇମବ୍ରାଞ୍ଚ ତରଫରୁ ଜଗତ୍‌ସିଂହପୁର କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର (ପିପି) ନଳିନୀକାନ୍ତ ମହାରଣାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମାମଲା ପରିଚାଳନାରେ ସାମଗ୍ରୀକ ସଫଳତା...

Advertisement
Archives

Model This Week