ଔପଦା ମହାବିଦ୍ୟାଳୟରେ ଭିଜିଲାନ୍ସ: ନିଲମ୍ବିତ ହେଲେ ଅଧ୍ୟକ୍ଷ

ବାଲେଶ୍ୱର ଅଫିସ, ୧୮।୧୨-ବାଲେଶ୍ୱର ଜିଲା ଔପଦା ଯୁକ୍ତ ୨ କଲେଜରେ ଅର୍ଥ ହେରଫେର ନେଇ ଅଭିଯୋଗ ହେବା ପରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଚେକବୁକ୍‌ ଓ କ୍ୟାଶବୁକ୍‌ ଜବତ କରାଯାଇଛି। ଉପଜିଲାପାଳ ତଥା ଔପଦା ଯୁକ୍ତ ୨ କଲେଜ ସଭାପତି ହରିଶ୍ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶକ୍ରମେ ଅଧ୍ୟକ୍ଷ ନିତ୍ୟାନନ୍ଦ ଦାସଙ୍କୁ ନିଲମ୍ବନ କରାଯାଇ ବ୍ରଜକିଶୋର ପାଲଙ୍କୁ ଅସ୍ଥାୟୀ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି।
ଚଢାଉ ବେଳେ ଭିଜିଲାନ୍ସ ଅଧ୍ୟକ୍ଷ ନିତ୍ୟାନନ୍ଦ ଦାସଙ୍କୁ ଜେରା କରିଥିଲେ। ଅଧ୍ୟକ୍ଷ ଦାସ କେଉଁ ପରିସ୍ଥିତିରେ କ୍ୟାଶବୁକ୍‌ ଏବଂ ଚେକବୁକ୍‌ ମହାବିଦ୍ୟାଳୟ କୋଷାଧ୍ୟକ୍ଷଙ୍କଠାରୁ ନେଇଥିଲେ ସେ ନେଇ ଏକ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରାଯାଇଛି। ତେବେ ଅଧ୍ୟକ୍ଷ ଦାସ କ୍ୟାଶବୁକ୍‌ ନେଇ ନିଜ ଘରେ ରଖିଥିବା କଥା କହୁଥିବା ବେଳେ ପୁଣି ଅନ୍ୟ ଏକ ଜାଗାରେ ରଖିଥିବା କହିଥିଲେ। ତାଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ଭିଜିଲାନ୍ସ ଡିଏସ୍‌ପି ସନ୍ତୋଷ କୁମାର ରାଉତରା ଅଧ୍ୟକ୍ଷ ଦାସଙ୍କୁ ନେଇ କ୍ୟାଶବୁକ୍‌ ଜବତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଆପାଳରେ ବୃଦ୍ଧି ପାଉଛି ଡେଙ୍ଗୁ ଜ୍ୱର: ୨୮ଜଣଙ୍କ ରକ୍ତ ନମୁନା ସଂଗ୍ରହ

ବାଲିଆପାଳ,୧୯।୯(ଡି.ଏନ.ଏ.)-ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ ଏବେ ଡେଙ୍ଗୁ ଜ୍ୱର ବୃଦ୍ଧି ପାଉଛି ା ଏ ନେଇ ସାଧାରଣ ଲୋକଙ୍କ ଭିତରେ ନାନା ଆଶଙ୍କା ପ୍ରକାଶ ପାଇଛି।...

ଭୂତ ଛଡ଼ାଇବା ନାଁରେ ନାବାଳକଙ୍କୁ ଜୋତାଧୂଆଁ ଦେବା ଘଟଣା: ଗିରଫ ହେଲେ ଗୁଣିଆ ଦମ୍ପତି

ଭୋଗରାଇ, ୧୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଧୀନ ମହାଗବ ଅଞ୍ଚଳର ଜଣେ ରୋଗଗ୍ରସ୍ତ ନାବାଳକଙ୍କୁ ଭୂତ ଲାଗିଥିବା କହି ଗୁଣିଆ ଦମ୍ପତି ଜୋତାପୋଡ଼ି...

ଭିଜିଲାନ୍ସ ଜାଲରେ ବିଡ଼ିଓ

ବାଲେଶ୍ୱର ଅଫିସ,୧୮।୬: ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସ। ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ରେଡ୍‌ କରିଛି। କଟକ ଡିଭିଜନର...

ନିରାଶ ହୋଇ ଫେରିଲା ପ୍ରଶାସନ

ବାଲିଆପାଳ, ୭ା୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ବିଷ୍ଣୁପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହାସଂଘ କାର୍ଯ୍ୟାଳୟରେ ଦୀର୍ଘଦିନ...

ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଅଭିଯୁକ୍ତ ଗିରଫ

ସଜନାଗଡ଼,୧୬।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ଆଦିବାସୀ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଶନିବାର ଘଟିଥିବାବେଳେ ରବିବାର...

ତଥାପି ଚେତୁନାହାନ୍ତି ଲୋକେ

ବସ୍ତା, ୨୮।୩(ଡି.ଏନ.ଏ.)-ସରକାରଙ୍କ ଦ୍ୱାରା ବାରମ୍ବାର ସଚେତନତା ପରେ ମଧ୍ୟ ଲୋକେ ଚେତୁ ନ ଥିବା ଦେଖିବାକୁ ମିଳିଛି। ପୋଲିସର ଘନ ଘନ ପାଟ୍ରୋଲିଂ ସତ୍ତ୍ୱେ ଲୋକେ...

୩୨ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

ନୀଳଗିରି, ୫।୮(ଡି.ଏନ.ଏ.)-କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ତଥା ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ସହରର ଘାଟଘରସାହି ଗାଁର ମୁନା ନାଥ(୩୨)ଙ୍କ ଘରେ ଚଢ଼ାଉ...

ମହିଳାଙ୍କୁ ଆୟର ପନ୍ଥା ଯୋଗାଇବା ନାଁରେ ଠକେଇ

କେନ୍ଦୁଝର, ୨ା୭(ଡି.ଏନ୍‌.ଏ.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବନାଯୋଡି ଗ୍ରାମରେ ଏକ ସ୍ବେଚ୍ଛାସେବୀ ସଂସ୍ଥା ଗତବର୍ଷ କାର୍ଯ୍ୟାଳୟ ଖୋଲି ମହିଳାମାନଙ୍କୁ ଛେଳି ଚାଷ ଓ କ୍ଷୁଦ୍ର...

Advertisement
Archives

Model This Week