ଭାଲେଣ୍ଟାଇନ୍ସ ଡେ’ ଆଉଟ୍‌ଫିଟ୍‌

ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ୍ସ ଓ୍ବିକ୍‌। ଏହି ସ୍ପେଶାଲ ଅବସରରେ ଯୁବତୀ ଏବଂ ମହିଳା କିପରି ଗେଟ୍‌ଅପ୍‌ ନେଲେ ସୁନ୍ଦର ଲାଗିବେ ଜାଣିରଖନ୍ତୁ ଟିପ୍ସ…
କ୍ରପ୍‌ ଟପ୍ସ ଏବଂ ହାଇ ଓ୍ବେଷ୍ଟ ଜିନ୍ସ-ଆଜିକାଲି ଏହି ପ୍ରକାର ଡ୍ରେସ୍‌ର ଚାହିଦା ଅଧିକ। ନିଜକୁ ଯଦି ଆପଣ ଷ୍ଟାଇଲିଶ୍‌ ଲୁକ୍‌ ଦେବାକୁ ଚାହୁଁଛନ୍ତି, ତେବେ ଏହାକୁ ନିଶ୍ଚୟ ଟ୍ରାଏ କରନ୍ତୁ। ବ୍ଳାକ୍‌ କିମ୍ବା ବ୍ଲୁ ଜିନ୍ସ ସହ ଯେକୌଣସି କଲରର କ୍ରପ୍‌ ଟପ୍ସ ଏଥିରେ ମାନିବ।
ଲେସ୍‌ ଡ୍ରେସ୍‌-ଏହି ପ୍ରକାର ଡ୍ରେସ୍‌କୁ ଆପଣ ସବୁ ସମୟରେ ପିନ୍ଧିପାରିବେ। ହେଲେ ଭାଲେଣ୍ଟାଇନ୍ସରେ ଲେସ୍‌ ଥିବା ଡ୍ରେସ୍‌ ସହ ମ୍ୟାଚିଂ ଶୁ ଏବଂ ଭ୍ୟାନିଟ୍‌ ଆପଣଙ୍କୁ ଆହୁରି ଗର୍ଜିୟସ୍‌ ଲୁକ୍‌ ଦେବ।
ଫିଦର ଟେକ୍ସଡ୍‌ ଡ୍ରେସ୍‌-ଏହି ଡ୍ରେସ୍‌ ଦେଖିବାକୁ ପକ୍ଷୀର ପର ପରି। ଏହାର ନନ୍‌-ପ୍ରିଣ୍ଟେଡ୍‌ ଡ୍ରେସ୍‌ ପିନ୍ଧିବାକୁ ବେଶି ଭଲ ଲାଗିଥାଏ। ବଜାରରେ ଏହା ଏବେ ବହୁଳ ମାତ୍ରାରେ ଉପଲବ୍ଧ। ଏହି ଡ୍ରେସ୍‌ ସହ ସିମ୍ପଲ ଇଅରିଂ ଏବଂ ନେକ୍‌ଲେସ୍‌ ପେୟାର ଅପ୍‌ କଲେ ଆପଣ ଷ୍ଟାଇଲିଶ୍‌ ଦେଖାଯିବେ।
ନର୍ମା ଡ୍ରେସ୍‌-କଟନରେ ତିଆରି ଏହି ଡ୍ରେସ୍‌ ପିନ୍ଧିବାକୁ ଯେତିକି ସଫ୍ଟ ଦେଖିବାକୁ ମଧ୍ୟ ସିମ୍ପଲ କିନ୍ତୁ ଷ୍ଟାଇଲିଶ୍‌। ଏହି ଡ୍ରେସ୍‌ର ରେଡ୍‌ ଏବଂ ପିଙ୍କ୍‌ କଲର ଏବେ ଲାଟେଷ୍ଟ ଟ୍ରେଣ୍ଡରେ ଥିବାରୁ ଏହା ଭାଲେଣ୍ଟାଇନ୍ସ ଡେ’ କୁ ବେଶି ସ୍ପେଶିଆଲ କରିଦେବ। ଏହାକୁ ପିନ୍ଧି ଆପଣ ନିଜ ପାର୍ଟନରଙ୍କ ସହ ଆରାମରେ ବୁଲିପାରିବେ।
ଜୋର୍‌ଡାନ ଡ୍ରେସ୍‌-ଏହାକୁ ବେବି ଡଲ୍‌ ଡ୍ରେସ୍‌ ମଧ୍ୟ କୁହାଯାଏ। ଏହାକୁ ସମସ୍ତେ ଚାହିଁଲେ ପିନ୍ଧିପାରିବେ। ଆପଣ ନିଜର ଇଚ୍ଛା ମୁତାବକ ଯେକୌଣସି କଲର ଟ୍ରାଏ କରିପାରିବେ। ଏହାର ପ୍ରିଣ୍ଟ ଡ୍ରେସ୍‌ ସବୁଠୁ ସୁନ୍ଦର ଲାଗୁଥିବାରୁ ଏଥିରେ ଆପଣ ଗ୍ଲାମର୍ସ ଲୁକ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri