Uttam Mohnaty: ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି

ଭୁବନେଶ୍ୱର,୨୮ା୨: ୧୩୫ ଓଡ଼ିଆ, ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି। ସେ ଅଭିନୟ କରିଥିବା ଏକମାତ୍ର ହିନ୍ଦୀ ସିନେମା ହେଉଛି ‘ନୟା ଜହର’, ଯାହା ୧୯୯୧ରେ ରିଲିଜ ହୋଇଥିଲା।

ନୟା ଜହର ହେଉଛି ଜ୍ୟୋତି ସରୁପଙ୍କ ନିର୍ଦ୍ଦେଶିତ ୧୯୯୧ ମସିହାରେ ନିର୍ମିତ ଏକ ବଲିଉଡ୍ ହିନ୍ଦୀ ଡ୍ରାମା ଥ୍ରୀଲର୍ ଚଳଚ୍ଚିତ୍ର। ଏହା HIV/AIDS ଉପରେ ଆଧାରିତ ଭାରତର ପ୍ରଥମ ହିନ୍ଦୀ ଫିଚର ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରରେ ଏକ ପ୍ରାପ୍ତ ବୟସ୍କ ଥ୍ରୀଲରର ମୋଡ୍ ଦିଆଯାଇଛି, ଯେଉଁଠାରେ ଚଳଚ୍ଚିତ୍ରର ମୁଖ୍ୟ ଖଳନାୟକ ଜଣେ ବ୍ୟକ୍ତି ନୁହେଁ, ବରଂ ରୋଗ, AIDS।

ଉତ୍ତମଙ୍କ ଅଭିନୀତ ସିନେମାଗୁଡ଼ିକ ହେଲା ୧୯୭୭- ଅଭିମାନ, ୧୯୭୮- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ପତିପତ୍ନୀ, ଶଙ୍ଖମହୁରୀ, ସରପଞ୍ଚ ବାବୁ, ୧୯୭୯-ଚିହ୍ନା ଅଚିହ୍ନା, ନିଝୁମ ରାତିର ସାଥୀ, ୧୯୮୦- ରାମାୟଣ, ରାମ ବଳରାମ, ୧୯୮୧-ଅକ୍ଷୟ ତୃତୀୟା, ଆରତି, ଦେବଯାନୀ, ୧୯୮୨- ଅସ୍ତରଙ୍ଗ, ଫୁଲ ଚନ୍ଦନ, ଦେଖ୍‌ ଖବର ରଖ୍‌ ନଜର, ଜ୍ୱାଇଁପୁଅ, ୧୮୮୩- ଅଭିଳାଷ, ଝିଅଟି ସୀତାପରି, ରାମ ରହିମ୍‌, ଜାଇଫୁଲ, ୧୯୮୪- ଦଣ୍ଡା ବାଳୁଙ୍ଗା, ଜନନୀ, ୧୮୮୫- ଚକାଭଉଁରୀ, ସମୟ ବଡ଼ ବଳବାନ୍‌, ଶଙ୍ଖା ସିନ୍ଦୂର, ୧୯୮୬- ସହରୀ ବାଘ, ସତ କେବେ ଲୁଚି ରହେନା, ସ୍କୁଲ ମାଷ୍ଟର, ଏଇ ଆମ ସଂସାର, ଜୋର୍‌ଯାର ମୁଲକ ତାର, ପକା କମଳ ପୋତ ଛତା, ୧୯୮୭ – ବଧୂ ନିରୁପମା, ଚକାଆଖି ସବୁ ଦେଖୁଛି, ଏଇତ ଦୁନିଆ, ଗୋଲାମଗିରି, ଅନ୍ୟାୟ ସହିବି ନାହିଁ, ମିଛ ମାୟାର ସଂସାର, ସୁନା ଚଢ଼େଇ, ତୁଣ୍ଡ ବାଇଦ, ୧୯୮୮- ଥିଲି ଝିଅ ହେଲି ବୋହୂ, ଯାହାକୁ ରଖିବେ ଅନନ୍ତ, ବଡ଼ ଭାଉଜ, କନ୍ୟାଦାନ, ପାପପୂଣ୍ୟ, ପୁଅ ମୋର କଳାଠାକୁର, ଚକାଡୋଳା କରୁଛି ଲୀଳା, ୧୯୮୯- ଦଇବ ଦଉଡ଼ି, ହସ ଲୁହ ଭରା ଦୁନିଆ, ରଜନୀଗନ୍ଧା, ନ୍ୟାୟ ଅନ୍ୟାୟ, ପରଦେଶୀ ଚଢ଼େଇ, ଠାକୁର ଅଛନ୍ତି ଚଉବାହାକୁ, ୧୯୯୦- ଟୋପାଏ ସିନ୍ଦୂର ଦି ଟୋପା ଲୁହ, ଶାସ୍ତି, ଯାଦେବୀ ସର୍ବେ ଭୂତେଷୁ, ଗୋପରେ ବଢ଼ୁଛି କଳାକାହ୍ନେଇ, ରାଜାରାଣୀ, କଣ୍ଢେଇ, ପଞ୍ଚୁପାଣ୍ଡବ, ନୂଆ ଭାଉଜ, ବିଧିର ବିଧାନ, ୧୯୯୧-ନୟା ଜହର(ହିନ୍ଦୀ), ଆମ ଘର ଆମ ସଂସାର, ମୁକ୍ତିତୀର୍ଥ, ବସ୍ତ୍ର ହରଣ, ଅକୁହା କଥା, କପାଳ ଲିଖନ, ତୋ ବିନୁ ଅନ୍ୟ ଗତି ନାହିଁ, ୧୯୯୨- ବାଦ୍‌ଶାହା, ଭୀଷ୍ମପ୍ରତିଜ୍ଞା, ଉଦଣ୍ଡୀ ସୀତା, ମା’, ନାଗପଞ୍ଚମୀ, ସୁଖ ସଂସାର, ୧୯୯୩- ସୁଖରେ ସ୍ବର୍ଗ, ଭାଗ୍ୟ ହାତରେ ଡୋରି, ଦାଦାଗିରି,୧୯୯୪- ଅକୁହା କଥା, ନାଗଜ୍ୟୋତି, ପାଚେରି ଉଠିଲା ମଝି ଦୁଆରୁ, ୧୯୯୫- ରକ୍ତ କହିବ କିଏ କାହାର, ୧୯୯୬- ପୁଅ ମୋର ଭୋଳା ଶଙ୍କର, ସକଳ ତୀର୍ଥ ତୋ ଚରଣେ, ୧୯୯୭- ଲକ୍ଷେ ଶିବ ପୂଜି ପାଇଛି ପୁଅ, ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର, ରଘୁ ଅରକ୍ଷିତ, ୧୯୯୮- ରୂପା ଗଁାର ସୁନା କନିଅଁା, ସହର ଜଳୁଛି, ୧୯୯୯- କାଳ ଚକ୍ର, ମା’ ପରି କିଏ ହେବ, ୨୦୦୧- ବାଜି , ମୋ କୋଳ ତୋ ଝୁଲଣା, ୨୦୦୨- ଧର୍ମ ସହିଲେ ହେଲା, ସମୟ ଖେଳୁଛି ଚକା ଭଉଁରୀ, ସେହି ଝିଅଟି, ୨୦୦୫- ଅଗ୍ନି ପରୀକ୍ଷା, ଓଁ ଶାନ୍ତି ଓମ୍‌, ବାବାଜି, ୨୦୦୭- ଏ ଯୁଗର କୃଷ୍ଣସୁଦାମା, ମୁଁ ତୋତେ ଲଭ୍‌ କରୁଛି, ତୁମକୁ ପାରୁନି ତ ଭୁଲି, ୨୦୦୯- ରୋମିଓ ଲଭର ବୟ, ଆଇଲାରେ ଓଡ଼ିଆ ପୁଅ, ତୁ ମୋରି ପାଇଁ, ପାଗଳ କରିଛି ପାଉଁଜି ତୋର, ୨୦୧୭- ଦିଲ୍‌ କା ରାଜା, ୨୦୨୨- ବିଦ୍ୟାରାଣ ା


Enter your email to get our daily news in your inbox.

All Right Reserved By Dharitri.Com

ସହକର୍ମୀଙ୍କୁ ବଳାତ୍କାର ଅଭିଯୋଗ: ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ

ଭୁବନେଶ୍ୱର,୧୯ା୯(ତ୍ରିନାଥ ମହାନ୍ତି): ମହିଳା ସହକର୍ମୀଙ୍କୁ ବଳାତ୍କାର କରିବା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର…

ସୁନ୍ଦରଗଡରେ ଲଜ୍ଜା: ୭ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମାମୁ

ସୁନ୍ଦରଗଡ,୧୯ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଜଣେ ୭ବର୍ଷୀୟା ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ଅଭିଯୋଗ…

ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍‌: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୯(ସୁନିତ୍‌ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍‌ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?