ଜାତିସଂଘ ମହାସଚିବ ପ୍ରାର୍ଥୀ ଆକାଂକ୍ଷା

ନ୍ୟୁୟର୍କ, ୧୪ା୨: ଜାତିସଂଘର ମହାସଚିବ ପଦରେ ନିଜକୁ ପ୍ରାର୍ଥୀ ଘୋଷଣା କରିଛନ୍ତି ଭାରତୀୟ ବଂଶୋଦ୍ଭବ ଆକାଂକ୍ଷା ଅରୋରା। ୩୪ ବର୍ଷୀୟା ଆକାଂକ୍ଷା ଏବେ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି)ରେ ଅଡିଟ୍‌ କୋଅର୍ଡିନେଟର ରହିଛନ୍ତି। ବର୍ତ୍ତମାନ ମହାସଚିବ ଥିବା ଆଣ୍ଟୋନିଓ ଗୁଟେରେସ୍‌ଙ୍କ ବିପକ୍ଷରେ ନିଜ ପ୍ରାର୍ଥିତ୍ୱ ଘୋଷଣା କରିବାରେ ସେ ପ୍ରଥମ ମହିଳା। ଏଥିପାଇଁ ଆକାଂକ୍ଷା ନିଜର ପ୍ରଚାର ଆରମ୍ଭ କରିଦେଇଛନ୍ତି। ଗତ ୭୫ ବର୍ଷରେ ଜାତିସଂଘ କୌଣସି ମହିଳାଙ୍କୁ ମହାସଚିବ ହେବା ଦେଖିନାହିଁ। ଗତମାସରେ ୭୧ ବର୍ଷୀୟ ଗୁଟେରେସ୍‌ ପରବର୍ତ୍ତୀ ୫ ବର୍ଷ ନିମନ୍ତେ ଦ୍ୱିତୀୟ ଥର ଏହି ପଦବୀ ପାଇଁ ଆଶାୟୀ ଥିବା ଘୋଷଣା କରିସାରିଛନ୍ତି। ୨୦୨୧ ଡିସେମ୍ବର ୩୧ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ୨୦୨୨ ଜାନୁୟାରୀ ୧ରୁ ପରବର୍ତ୍ତୀ ମହାସଚିବଙ୍କ କାର୍ଯ୍ୟକାଳ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ରକେଟ ପରୀକ୍ଷଣ କଲା ଇରାନ…

ତେହେରାନ, ୨୭।୬ : ଇରାନର ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ଇରାନ ଏକ ଶକ୍ତିଶାଳୀ ରକେଟ ଉତକ୍ଷେପଣ କରିଛି। ଇରାନ ରାଜ୍ୟ ଟେଲିଭିଜନ ରିପୋର୍ଟ ମୁତାବକ,...

ଡ୍ରୋନ୍‌ ଦ୍ୱାରା ସତର୍କ ସୂଚନା: କରୋନା ସଂକ୍ରମଣକାରୀଙ୍କୁ ମୃତ୍ୟୁଦଣ୍ଡ ଘୋଷଣା

ବେଜିଂ,୧୭।୨: ଚାଇନାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ଚାଇନା ପ୍ରଶାସନର କ୍ରୁରତା...

ଡବ୍ଲୁଏଚ୍‌ଓର ଚେତାବନୀ: ଆହୁରି କଠିନ ହେବ କରୋନା

ଜେନେଭା,୧୪।୧: ସାରା ବିଶ୍ୱ କରୋନାଠାରୁ ମୁକ୍ତି ଚାହୁଁଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଏକ ଚେତାବନୀ ଦେଇଛି। କରୋନା ମହାମାରୀର ଦ୍ୱିତୀୟ ଅବଧି ପ୍ରଥମ ବର୍ଷ...

ତାଇୱାନ: ଚାଇନାଠାରୁ ବିପଦ ଆଶଙ୍କା, ଏଫ୍‌-୧୬ ଫାଇଟର ଜେଟର ଡେଲିଭରି ଯେତେଶୀଘ୍ର କରାଯାଉ

ତାଇପେ,୧୭ ।୧୦: ଚାଇନା ତାଇୱାନ ଉପରେ ଦାଦାଗିରି କରିବା କିଛି ନୂଆ କଥା ନୁହେଁ । ଗତ କିଛି ବର୍ଷ ହେବ ଚାଇନା ଲଗାତାର ଭାବେ...

କରୋନା ଭୟ: ୪ ଫୁଟ ଦୂରରୁ ସେଲୁନ୍‌ରେ କଟାଯାଉଛି କେଶ

ବେଜିଂ,୫।୩: ଚାଇନାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେଣୁ ସୁରକ୍ଷା ଦୃଷ୍ଟିରେ ଏଠାରେ ଥିବା ସେଲୁନ୍‌ରେ ୪ ଫୁଟ...

‘ସୌଦି ରାଜା ମୃତ କିମ୍ବା ମୃତ୍ୟୁଶଯ୍ୟାରେ’

ରିୟାଧ,୯ା୩(ଆଇଏଏନ୍‌ଏସ୍‌): ସୌଦି ଆରବରେ ବିଦ୍ରୋହ ଉଦ୍ୟମ ଅଭିଯୋଗରେ ରାଜ ପରିବାରର ୩ ଜଣଙ୍କୁ ଅଟକ ରଖାଯିବା ପରେ ୮୪ ବର୍ଷୀୟ ରାଜାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କଳ୍ପନାଜଳ୍ପନା...

ବିମାନ ବନ୍ଦର ନିକଟରୁ ୧୫୦ ଲୋକଙ୍କୁ ଅପହରଣ, ଅଧିକାଂଶ ଭାରତୀୟ!

କାବୁଲ,୨୧ ।୮: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାକାର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ତାଲିବାନ ଆସୁ ଆସୁ ତା’ର...

ବର୍ଷକୁ ୪୪ ଘଣ୍ଟାର ନିଦ ହରାଉଛି ମଣିଷ, ମହିଳାଙ୍କଠାରେ ସମସ୍ୟା ଅଧିକ…

କୋପେନହେଗେନ୍‌, ୩୧।୫ : ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ତାପମାତ୍ରା ବୃଦ୍ଧି ସହିତ ଆମର ଶୋଇବା ସମୟ ହ୍ରାସ ପାଉଛି। ରାତିରେ ଉତ୍ତାପ ବୃଦ୍ଧି...

Advertisement
Archives

Model This Week