ପୋଲିସ ଗୁଳିରେ ୨ କୃଷ୍ଣକାୟ ମୃତ

କେନୋଶା, ୨୭ା୮: ଆମେରିକାର କେନୋଶାରେ ମଙ୍ଗଳବାର ପୁଣି ପୋଲିସ ଗୁଳିରେ ୨ କୃଷ୍ଣକାୟ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଛନ୍ତି। କେନୋଶା ପୋଲିସ ଗତ ରବିବାର ଦିନ କୃଷ୍ଣକାୟ ଯୁବକ ଜାକୋବ ବ୍ଲେକଙ୍କ ଉପରକୁ ଓ୍ବିସ୍‌କନ୍‌ସିନରେ ଗୁଳିମାଡ଼ କରିଥିଲା। ସେ ଏବେ ଗୁରୁତର ଅଛନ୍ତି। ଏହାର ପ୍ରତିବାଦରେ ମଙ୍ଗଳବାର ବିକ୍ଷୋଭ କରାଯାଉଥିବାବେଳେ ପୋଲିସ ପୁଣି ଗୁଳି ଚଳାଇଛି। ମଙ୍ଗଳବାର ରାତି ୧୧.୪୫ରେ ପୋଲିସ ୩ ଜଣଙ୍କ ଉପରେ ଗୁଳିମାଡ଼ କରିଥିବା କେନୋଶା ପୋଲିସ ଅଧିକାରୀ ଜୋଶେଫ ନୋସାଲିକ୍‌ କହିଛନ୍ତି। ଆମେରିକାରେ ବର୍ଣ୍ଣବୈଷମ୍ୟବାଦକୁ ନେଇ ବିଭିନ୍ନ ସମୟରେ ଝଡ଼ ସୃଷ୍ଟି ହୋଇଥିବାବେଳେ ମିନିଆପଲିସ ପୋଲିସ ଗୁଳିରେ ଜର୍ଜ ଫ୍ଲୋଏଡ୍‌ଙ୍କୁ ହତ୍ୟା କରାଯିବା ପରିସ୍ଥିତିକୁ ଉଷ୍ମ କରିଥିଲା। ଏହାର ୩ ମାସ ପରେ ପୁଣି କୃଷ୍ଣକାୟଙ୍କୁ ଟାର୍ଗେଟ କରାଯାଇ ଗୁଳିମାଡ଼ କରାଯିବାରୁ ଅସନ୍ତୋଷ ତେଜିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ବର୍ଣ୍ଣବୈଷମ୍ୟବାଦ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେବ ଇମ୍ରାନଙ୍କ ଗେମ୍‌!

ଇସଲାମାବାଦ,୨ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢୁଛି। ତାଙ୍କ ବିପକ୍ଷରେ ଅନେକ ବିରୋଧୀ ବାହାରୁଛନ୍ତି। ବର୍ତ୍ତମାନ ସଂସଦରେ ଇମ୍ରାନଙ୍କ ନମ୍ବର...

ବ୍ରୋଭାରୀରେ ରୁଷିଆର ଏୟାର ଷ୍ଟ୍ରାଇକ୍‌

କ୍ୱିଭ୍‌,୧୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୭ଦିନରେ ପହଞ୍ଚିଥିବା ବେଳେ ଏବେ ବି ଯୁଦ୍ଧ ଜାରି ରହିଛି। ରୁଷୀୟ ସୈନ୍ୟମାନେ ୟୁକ୍ରେନର...

ନଭେମ୍ବରରେ ଭାରତରେ କରୋନା ଟିକା ଦେବ ରୁଷିଆ

ମସ୍କୋ,୧୨ା୮: କରୋନା ଭୂତାଣୁ ପାଇଁ ଏକ ସଫଳ ଟିକା ପ୍ରସ୍ତୁତ କରିଥିବା ରୁଷିଆ ମଙ୍ଗଳବାର ଘୋଷଣା କରିଛି। ଏହି ଟିକା ଅନୁସନ୍ଧାନ ପାଇଁ ପାଣ୍ଠି ଯୋଗାଉଥିବା...

ଦୀର୍ଘ ସମୟ କାମ କରୁଛନ୍ତି କି; ଯାଇପାରେ ଜୀବନ

ଜେନେଭା,୧୭।୫:କରୋନା ମହାମାରୀ ଯୋଗୁ ଲୋକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। ଖାଇବା ପିଇବା ଠାରୁ ପାର୍ଟି କରିବା, ସାଙ୍ଗମାନଙ୍କୁ ଭେଟିବା, ବାହାରକୁ ଯିବା ଏବଂ ଅଫିସ...

ସ୍ୱାସ୍ଥ୍ୟମନ୍ତ୍ରୀ ନେଲେ ପ୍ରଥମ କରୋନା ଟିକା

ଆବୁଧାବି,୨୦ ।୯: ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ର ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୁଲରହମାନ ବିନ ମହମ୍ମଦ ଅଲ ଓୱେସ ଶନିବାର କରୋନା ଭାଇରସର ଟିକା ନେଇଛନ୍ତି । ତାଙ୍କୁ ଏହାର...

ୟୁକ୍ରେନ୍ ଏୟାର ବେସ ଉପରେ ଆକ୍ରମଣ: ଯୁଦ୍ଧ ବିମାନ, ଅସ୍ତ୍ରଶସ୍ତ୍ର ଡିପୋ ନଷ୍ଟ, ରୁଷିଆ ଭାଷାରେ ଲେଖାଯାଇଛି ‘ଏହା ପିଲାମାନଙ୍କ ପାଇଁ..’

କ୍ୱିଭ,୧୦ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୫ ଦିନ ହୋଇଛି । ଏହାରି ଭିତରେ ରୁଷିଆ ମଧ୍ୟ ୟୁକ୍ରେନର ମିରହୋରୋଡ ଏୟାର ବେସ ଉପରେ ଆକ୍ରମଣ କରିଛି...

ପାକିସ୍ତାନରେ ଡେଙ୍ଗୁ ସାଜିଛି ମହାମାରୀ: ୧୦ ହଜାର ଲୋକ ସଂକ୍ରମିତ

ଇସଲାମାବାଦ୍‌,୨୬।୯: ପାକିସ୍ତାନରେ ସାଧାରଣ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡିଛି। ଏଠାରେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଡେଙ୍ଗୁରେ ବହୁ ଲୋକଙ୍କ...

ବାଂଲାଦେଶର ପୂର୍ବତନ ସାମରିକ ଶାସକ ମହମ୍ମଦ୍‌ ଇର୍ଶାଦ୍‌ଙ୍କ ପରଲୋକ

ଢ଼ାକା, ୧୪।୭: ବାଂଲାଦେଶର ପୂର୍ବତନ ସାମରିକ ଶାସକ ହୁସେନ୍‌ ମହମ୍ମଦ୍‌ ଇର୍ଶାଦ୍‌ଙ୍କର ରବିବାର ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୧୯୮୨ ଏପ୍ରିଲ୍‌ ୨୪ରେ ତତ୍‌କାଳୀନ...

Advertisement
Archives

Model This Week