Posted inଜାତୀୟ

ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ

ଗୁନା,୧୧ା୮: ମଧ୍ୟପ୍ରଦେଶର ଗୁନା ଜିଲାରେ ରବିବାର ଏକ ଘରୋଇ ପ୍ରଶିକ୍ଷଣ ସଂସ୍ଥାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ ଜଣ ପାଇଲଟ ଆହତ ହୋଇଛନ୍ତି। ୨ ଆସନ ବିଶିଷ୍ଟ ସେସ୍‌ନା-୧୫୨ ବିମାନର ଇଞ୍ଜିନରେ ତ୍ରୁଟି ଯୋଗୁ ଖସିପଡ଼ିଥିବା କୁହାଯାଉଛି। ଆହତ ୨ ପାଇଲଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତା କାଣ୍ଡ: ‘ମିଛ କହୁଛନ୍ତି ମମତା ବାନାର୍ଜୀ’, ଏମିତି କାହିଁକି କହିଲେ ପୀଡିତାଙ୍କ ମା’

କୋଲକାତା,୯।୯: କୋଲକାତାରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ସମଗ୍ର ଦେଶରେ ଉତ୍ତେଜନା ରହିଛି। ଏହି ସମୟରେ ସୋମବାର ନବନ୍ନାରେ ଏକ ଖବରଦାତା ସମ୍ମିଳନୀରେ...

ଭାଜପା ସମ୍ପର୍କରେ କଂଗ୍ରେସର ଏତିକି ବିଧାୟକ: ହିମନ୍ତ ବିଶ୍ୱ ଶର୍ମାଙ୍କ ବିସ୍ଫୋରକ ବୟାନ

ରାଞ୍ଚି,୯।୯: ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ବଡ଼ ବୟାନ...

ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର, ମା’ ଘରେ ନ ଥିବା ସୁଯୋଗ ନେଇ…

ହାଇଦ୍ରାବାଦ,୯।୯: ତେଲଙ୍ଗାନାର ସିଦ୍ଧିପେଟ ଜିଲାର ନବମ ଶ୍ରେଣୀ ଛାତ୍ରୀଙ୍କୁ ୩ ଜଣ ଯୁବକ ଗଣବଳାତ୍କାର କରିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ସମ୍ପର୍କରେ ଯେତେବେଳେ...

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଭାଜପା କାର୍ଯ୍ୟାଳୟ ଆକ୍ରମଣ ଯୋଜନା କରିଥିଲା ISIS: ଚାଞ୍ଚଲ୍ୟକର ଖୁଲାସା କଲା ଏନ୍‌ଆଇଏ

ନୂଆଦିଲ୍ଳୀ,୯।୯: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ସୋମବାର ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଚାରିଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ଆଇପିସି, ୟୁଏ(ପି)...

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା: ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୯।୯: ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଏନେଇ ସୂଚନା ଦେଇଛି। ରୋଗୀକୁ ବର୍ତ୍ତମାନ ଅଲଗା ରଖାଯାଇଛି। ଉକ୍ତ...

କୋଲକାତା ବଳାତ୍କାର ପୀଡିତାଙ୍କ ପରିବାରକୁ ଏମିତି ଚ୍ୟାଲେଞ୍ଜ ଦେଲେ ମମତା ବାନାର୍ଜୀ

କୋଲକାତା, ୯।୯: କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ ବିବୃତ୍ତି ପ୍ରକାଶ ପାଇଛି। କେବେ ଏବଂ କେଉଁଠାରେ ଟଙ୍କା...

ଶିକ୍ଷକ ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ଲଗାଇଲେ ରୋକ

ନୂଆଦିଲ୍ଲୀ,୯।୯: ଉତ୍ତରପ୍ରଦେଶରେ ୬୯ ହଜାର ଶିକ୍ଷକ ନିଯୁକ୍ତି ମାମଲାରେ ଦାଖଲ ହୋଇଥିବା ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ...

ଅଟଳ ବିହାରୀ ବାଜପେୟୀଙ୍କ ଅପେକ୍ଷା ମୋଦିଙ୍କ ଉପରେ ଲୋକଙ୍କ ରହିଛି ଅଧିକ ବିଶ୍ୱାସ:କହୁ କହୁ କହିଦେଲେ ଭାଜପା ନେତା

ଶ୍ରୀନଗର,୯।୯: ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ରାଜନୀତି ଜୋର ଧରିଛି। ଭାଜପା ଏମ୍‌ପି ଅନୁରାଗ ଠାକୁର କହିଛନ୍ତି, ଅଟଳ ବିହାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri