
କଟକ-ପୁରୀ ବାଇପାସ ରାସ୍ତାରେ ଏଲଇଡ଼ି ଷ୍ଟ୍ରିଟ ଲାଇଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
କଟକ ରେଭେନଶା ୟୁନିଭରସିଟିରେ ଆୟୋଜିତ ଏକ ସମାରୋହରେ ବଂଶୀ ବାଦନ କରୁଛନ୍ତି ଗୁରୁ ରତ୍ନାକର ତ୍ରିପାଠୀ
କଟକ-ପୁରୀ ବାଇପାସ ରାସ୍ତାରେ ଏଲଇଡ଼ି ଷ୍ଟ୍ରିଟ ଲାଇଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
କଟକ ରେଭେନଶା ୟୁନିଭରସିଟିରେ ଆୟୋଜିତ ଏକ ସମାରୋହରେ ବଂଶୀ ବାଦନ କରୁଛନ୍ତି ଗୁରୁ ରତ୍ନାକର ତ୍ରିପାଠୀ
କଟକ ଗୋପବନ୍ଧୁ ପାର୍କରେ ଫୁଲ ଗଛ ଉପରେ ବସିଛି ପ୍ରଜାପତି କଟକ ଏସସିବି ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲରୋଡରେ ସେଲଫି ନେବା ପାଇଁ ଲୋକଙ୍କ...
କଟକ ରାଣୀହାଟ ପୂଜାମଣ୍ଡପରେ ଶ୍ୟାମାକାଳୀଙ୍କ ମୂର୍ତ୍ତି ଗଢିବାରେ ନିମଗ୍ନ ଶିଳ୍ପୀ କଟକ ରାଣୀହାଟ ପୋଲ ଉପରେ ଗ୍ରାହକ ଅପେକ୍ଷାରେ ଫଳ ବ୍ୟବସାୟୀ ଭୁବନେଶ୍ୱର...
ଶିଳ୍ପୀ କୁମ୍ଭାର ସାହି ଅଂଚଳ ରେ ଖୁଦୁରୁକୁଣୀ ମୁର୍ମୟୀ ପ୍ରତିମା ଗଢୁଥିବା ଶିଳ୍ପୀ କଟକ ମିଶନ ରୋଡ ସ୍ଥିତ ଷ୍ଟିୱାର୍ଟ ସ୍କୁଲ ରେ ଅନୁଷ୍ଠିତ ବିଜ୍ଞାନ...
ଦୋଳ ମେଳଣ ଲାଗି କାଗଜରେ କେଳା କେଳୁଣୀ ଓ ରାଜା ରାଣୀ ପ୍ରସ୍ତୁତିରେ ବ୍ୟସ୍ତ କଟକର ଶିଳ୍ପୀ ବାତ୍ସଲ୍ୟ ମମତା: କଟକ ଡଗରପଡ଼ାରେ ବିଲେଇକୁ ସ୍ତନ୍ୟପାନ...
ଭୁବନେଶ୍ୱର କଳ୍ପନା ଛକ ଅଞ୍ଚଳରେ ଜଣେ କାରିଗର ଦେବୀ ଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ତୁଳୀରେ ରୂପରେଖ ଦେଉଛନ୍ତି କଟକ ଚୌଧୁରୀବଜାର କଳିଙ୍ଗ ଜିମ୍ନାସିୟମ ପରିସରରେ...
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଏଫଆଇଏଚ ପ୍ରୋ ଲିଗ ହକିରେ ଇଣ୍ଡିଆନ ଓମେନ୍ସ ଏବଂ ସ୍ପେନ ଓମେନ୍ସ ଟିମ ମଧ୍ୟରେ ଅନୁଷ୍ଠିତ ମ୍ୟାଚ କଟକ ଯୋବ୍ରା ଟ୍ରେନ...
ଲକଡାଉନ ନିଅମ କୋହଳ ହେବା ପରେ ଫରେଷ୍ଟ ପାର୍କ ଖୋଲିଲା ଭୁବନେଶ୍ୱର ଜୟଦେବ ବିହାର ଆକାଶରେ ଇନ୍ଦ୍ରଧନୁର ଝଲକ ବର୍ଷା ହେବା ଫଳରେ ରସୁଲଗଡ ଠାରୁ...
ଆସୁଛି ଦୀପାବଳି : ଭୁବନେଶ୍ୱର ୟୁନିଟ-୧ ହାଟରେ କାଉଁରୀ କାଠି ବିଡ଼ା ବାନ୍ଧୁଛନ୍ତି ବ୍ୟବସାୟୀ