ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୯, ୨୦୨୨ )

ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ

 

ରାଜଧାନୀ ଭୁବନେଶ୍ୱରରେ ଇ-ବସ ଏବଂ ଇ-ରିକ୍ସା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ

 

କଟକ କଲେଜ ସ୍କୋୟାରରେ ଥିବା ଏକ ରାଖୀଷ୍ଟଲରୁ ଝିଅମାନେ ରାଖୀ କିଣୁଛନ୍ତି

 

କଟକ ଅନ୍ନପୂର୍ଣ୍ଣା ଥିଏଟର ବି-ଗ୍ରୁପ ପକ୍ଷ୍ୟରୁ ମଞ୍ଚସ୍ଥ ନାଟକ ଧର୍ମପଦର ଅଭିଷେକ

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏସଏଏଫଏଫ ଚାମ୍ପିୟନସିପର ଏକ ମ୍ୟାଚରେ ଭାରତ ବନାମ ଶ୍ରୀଲଙ୍କା, ଭାରତ ୪ – ୦ ଗୋଲରେ ବିଜୟୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୯ ସେପ୍ଟେମ୍ବର, ୨୦୨୬)

କଟକ ରାଣୀହାଟ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଗଢ଼ୁଥିବା ଶିଳ୍ପୀ     କଟକ ଅନ୍ନପୂର୍ଣ୍ଣା ଥିଏଟରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

ଓଡ଼ିଶା: ଆଜିର ଫଟୋ ( ୩୦ ସେପ୍ଟେମ୍ବର, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଶ୍ରୀଜଗନ୍ନାଥାୟନ କାର୍ଯ୍ୟକ୍ରମରେ ତରଙ୍ଗ ଥିଏଟରର ‘ହେ ଆଦିକନ୍ଦ’ ନାଟକ ପରିବେଷଣ       ଭୁବନେଶ୍ୱର ଲୋୟର ପିଏମଜି ସମ୍ମୁଖରେ ନିଖିଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?