ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୧, ୨୦୨୨ )

ଅନ୍ତର୍ଜାତୀୟ ଯୋଗ ଦିବସରେ କଟକ ଭିଲେଜ ଗ୍ରାଉଣ୍ଡ ସ୍ଥିତ ବାରବାଟୀ ଯୋଗ ଆସୋସିଏସନ ପକ୍ଷରୁ ଛାତ୍ରୀଙ୍କ ଯୋଗ ପ୍ରଦର୍ଶନ

 

ଭୁବନେଶ୍ୱର ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ‘ୟୁଥ ଫର ସେବା’ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ କରୁଛନ୍ତି ଛାତ୍ରୀମାନେ

 

ଭୁବନେଶ୍ୱର ବିଜେଇଏମ ସ୍କୁଲରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଅଭ୍ୟାସ

 

 

ଭୁବନେଶ୍ୱର ସୟଦ ମମତାଜ ଅଲ୍ଲୀ ସ୍କୁଲରେ ‘ଆନନ୍ଦ ମାର୍ଗ ପ୍ରଚାର’ ସଂଘ ପକ୍ଷରୁ  ଯୋଗାଭ୍ୟାସ

 

ପୁରୀ ବେଳାଭୂମିରେ ଯୋଗାଭ୍ୟାସରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ

 

 

ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ‘ପ୍ରୟାସ’ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

 

 

ଅନ୍ତର୍ଜାତୀୟ ଯୋଗ ଦିବସରେ କଟକ ବାରବାଟୀ ଷ୍ଟାଡିୟମରେ ପତଞ୍ଜଳି ଯୋଗ ପୀଠ ତତ୍ତ୍ୱାବଧାନରେ ଅନୁଷ୍ଠିତ ଯୋଗାଭ୍ୟାସ

 

କଟକ ଜବାହାରଲାଲ ନେହୁରୁ ଇଣ୍ଡୋର ଷ୍ଟାଡିଅମରେ ୟୁନିଅନ ବ୍ୟାଙ୍କ ପକ୍ଷରୁ ଯୋଗାଭ୍ୟାସ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୯ ଅଗଷ୍ଟ, ୨୦୨୬)

KMC Health Squard ପକ୍ଷରୁ କଟକ ମଧୁପାଟଣା ଅଞ୍ଚଳକୁ ବିକ୍ରି ପାଇଁ ଆସୁଥିବା ଅପମିଶ୍ରିତ ୭୦ କୁଇଣ୍ଟାଲ ପନିର ଜବତ କରାଯାଇଛି, ସତୀଚଉରାସ୍ଥିତ ଡମ୍ପିଂ ୟାର୍ଡରେ ପନିରର…

ଓଡ଼ିଶା: ଆଜିର ଫଟୋ ( ୧୬ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଜିକେସିଏମ୍‌ରେ ନୃତ୍ୟାଶାର ବାର୍ଷିକ ଉତ୍ସବ ପାଳନ     ବିଭିନ୍ନ ଶୈବପୀଠକୁ ଜଳ ଲାଗି ପାଇଁ କଟକ ଗଡ଼ଗଡ଼ିଆ ଘାଟରୁ ଜଳ ନେଇ କାଉଡ଼ିଆମାନେ ବାହାରୁଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri