ଆଗାମୀ ଦୁର୍ଗାପୂଜା ପୂର୍ବରୁ କଟକସ୍ଥିତ ଫିରିଙ୍ଗ ବଜାର ଅଞ୍ଚଳରେ ସାଜସଜ୍ଜା ସାମଗ୍ରୀ, ମୁକୁଟ ପ୍ରସ୍ତୁତ କରୁଥିବା କାରିଗରମାନେ

ରବୀନ୍ଦ୍ର ମଣ୍ଡପରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ‘ଆମ ଲୋକକଳା, ଆମା ସଂସ୍କୃତି’ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଉଛି


