ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୫, ୨୦୨୨)

ଭୁବନେଶ୍ୱର ରସୁଲଗଡ଼ରେ ପିଲାମାନେ ଖେଳୁଛନ୍ତି ରଜ ଦୋଳି

 

ଭୁବନେଶ୍ୱର ବାଣୀବିହାରସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଥିବା ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ

 

ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କୁ ନବନିର୍ବାଚିତ ଓଡିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ସାକ୍ଷାତ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୭, ୨୦୨୧)

କଟକ ମହାନଦୀ ଜଳରାଶିରେ ମାଛ ଧରୁଛନ୍ତି ଧୀବର   ଭୁବନେଶ୍ୱର ରାଜମହଲ ଛକ ନିକଟରେ ଜଣେ ମହିଳା ଝୁଡି ତିଆରି କରୁଛନ୍ତି   ଭୁବନେଶ୍ୱରରେ ପ୍ରବଳ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୫, ୨୦୨୧)

ଭୁବନେଶ୍ୱରର ଅଶୋକନଗର ଠାରେ ବିଜୟାଦଶମି ଉପଲକ୍ଷେ ସିନ୍ଧୁରଖେଳ ଅନୁଷ୍ଠିତ ହୋଇଯାଇଛି ବାଲୁକା ଶିଳ୍ପୀ ସୁବଳ ମହାରଣା ଭୁବନେଶ୍ୱରର ୟୁନିଟ୍-୧ ଏସବିଆଇ କାର୍ଯ୍ୟାଳୟରେ ବିଜୟାଦଶମି ଉପଲକ୍ଷେ ଦେବୀ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୯, ୨୦୨୨)

ବିନ୍ଦୁସାଗର ରେ ଜଣେ ବ୍ୟକ୍ତି ପୋଖରୀ ରେ ଖେପାଜାଲ ପକାଉଛି କ୍ୟାପିଟାଲ ଥାନା ସମୁଖରେ ଜଣେ ବ୍ୟକ୍ତି ଗେଣ୍ଡୁଫୁଲ ବିକ୍ରି କରୁଛନ୍ତି କୋଭିଡ ପାଇଁ ପୁରୀ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୩୧, ୨୦୨୧)

କଟକ ପୁରୀଘାଟ ଦେବୀଗଡାରେ କାଠଯୋଡ଼ି ନଦୀରେ ବନ୍ୟା ଜଳର ଦୃଶ୍ୟ   କଟକରେ  ପାଣି ପାଇପ୍ ଟ୍ୟାପଟି ଖୋଲା ଥିବାରୁ ପାନୀୟ ଜଳର ଅପଚୟ  ...

ଓଡ଼ିଶା: ଆଜିର ଫଟୋ ( ମେ ୨୧, ୨୦୨୧ )

ଆଗକୁ ୨ ଦିନ ଶଟ୍‌ଡାଉନ୍‌ ହେବାକୁଥିବାରୁ ଭୁବନେଶ୍ୱର ୟୁନିଟ-୧ ହାଟରେ ଲୋକଙ୍କ ପ୍ରବଳ ଭିଡ   ଭୁବନେଶ୍ୱର କଳ୍ପନା ଛକରେ ପୋଲିସ ଚେକିଂ କରୁଛନ୍ତି  ...

ଓଡ଼ିଶା: ଆଜିର ଫଟୋ (ମେ ୧୮, ୨୦୨୧)

ଭୁବନେଶ୍ୱର ରାମମନ୍ଦିର ସମ୍ମୁଖରେ ଜଣେ ବ୍ୟକ୍ତି ପାରାଙ୍କୁ ଖାଇବାକୁ ଦେଉଛନ୍ତି   ଖରା ତାତିରୁ ତ୍ରାହି ପାଇଁ ଭୁବନେଶ୍ୱର ଉପକଣ୍ଠ ଦୟା ନଦୀପାଣିରେ ମଇଁଷି ପଲ...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୪, ୨୦୨୨ )

ପୁରୀ: ସ୍ନାନବେଦୀରେ ମହାପ୍ରଭୁ   ଭୁବନେଶ୍ୱର ୟୁନିଟ-୮ ଜଗନ୍ନାଥ ମନ୍ଦିର: ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜବେଶ   ଓଡିଶାର ବିଭିନ୍ନ ସ୍ଥାନରେ ରଜପର୍ବ ପାଳନ   ଭୁବନେଶ୍ୱର ଭଞ୍ଜକଳା...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୦, ୨୦୨୦)

ଶ୍ରୀନଅରକୁ ଖଇ ପ୍ରସାଦ ବିଜେ   ଅପରାହ୍ନରେ ଲିଙ୍ଗରାଜ ମନ୍ଦିର   କଟକ ତାଳଦଣ୍ଡା କେନାଲରେ ହଂସ   ଶଟ୍‌ଡାଉନ୍ରେ ଭୁବନେଶ୍ୱର ରେଳଷ୍ଟେସନ ପାଖରେ ଯାତ୍ରୀମାନେ...

Advertisement
Archives

Model This Week