ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୧୫, ୨୦୨୪ )

ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମରେ ସ୍ପେନ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଏଫଆଇଏଚ ପ୍ରୋ ହକି ଲିଗର ମ୍ୟାଚ ଅନୁଷ୍ଠିତ

 

ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡ଼ିଆରେ ଓଡ଼ିଶା ମାଇନିଂ ଆଣ୍ଡ ଇନ୍ଫ୍ରାଷ୍ଟ୍ରକ୍ଚର କନକ୍ଳେଭ ଅନୁଷ୍ଠିତ

ସିବିଏସଇ ବୋର୍ଡ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଇଣ୍ଟର ୟୁନିଭର୍ସିଟି ଆଥଲେଟିକ କମ୍ପିଟିସନ ଅନୁଷ୍ଠିତ

ଭୁବନେଶ୍ୱରରେ ଖଣ୍ଡଗିରି ଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି

 

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କଟକ ସିଡିଏ ସ୍ଥିତ ପେଟାନାଳ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୧୪ ଏପ୍ରିଲ, ୨୦୨୪)

ପବିତ୍ର ପଣାସଂକ୍ରାନ୍ତି ଓ ହନୁମାନ ଜୟନ୍ତୀରେ ରାଜଧାନୀ ଭୁବନେଶ୍ୱର ରାମ ମନ୍ଦିରେ ଭକ୍ତଙ୍କ ଭିଡ ରସୁଲଗଡ ମା ମଙ୍ଗଳା ମନ୍ଦିରରେ ଝାମୁଯାତ୍ରାରେ ଭକ୍ତମାନେ ନିଆଁରେ ଚାଲୁଛନ୍ତି...

ଓଡ଼ିଶା: ଆଜିର ଫଟୋ ( ୧୩ ଏପ୍ରିଲ, ୨୦୨୪ )

ବିଧାନସଭା ସମୁଖରେ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ ପାଳନ     ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆଗରେ ସୁରକ୍ଷା କର୍ମୀ ଏବଂ ସଫାଇ କର୍ମଚାରୀମାନଙ୍କ ବିକ୍ଷୋଭ...

ଓଡ଼ିଶା: ଆଜିର ଫଟୋ (୧ ୨ ଏପ୍ରିଲ, ୨୦୨୪)

୭୬ତମ ଭୁବନେଶ୍ୱର ପ୍ରତିଷ୍ଟା ଦିବସରେ ଭୁବନେଶ୍ଵରର କିଛି ଅଞ୍ଚଳର ଦୃଶ୍ୟ

ଓଡ଼ିଶା: ଆଜିର ଫଟୋ ( ୧୦ ଏପ୍ରିଲ, ୨୦୨୪ )

ଭୁବନେଶ୍ୱରର ବିଜେବି କଲେଜରେ ଟ୍ରକରୁ ଇଭିଏମ୍ ଅନଲୋଡ୍ ହେଉଛି     କଟକ ଦରଘା ବଜାର ସ୍ଥିତ କଦମ-ଏ-ରସୁଲ ପବିତ୍ର ଇଦ୍ ପର୍ବ ପାଳନ ଉପଲକ୍ଷେ...

ଓଡ଼ିଶା: ଆଜିର ଫଟୋ (୯ ଏପ୍ରିଲ, ୨୦୨୪)

ହିନ୍ଦୁ ନବ ବର୍ଷ ମହୋତ୍ସବ ପାଳନ ଅବସରରେ କଟକ ପୀଠାପୁରସ୍ଥିତ ମଦନ ମୋହନ ମନ୍ଦିର ପ୍ରାଙ୍ଗଣରୁ ବାହାରିଥିବା ବିଶାଳ ଶୋଭାଯାତ୍ରା     ମା କଟକ...

ଓଡ଼ିଶା: ଆଜିର ଫଟୋ (୮ ଏପ୍ରିଲ, ୨୦୨୪)

ଭୁବନେଶ୍ୱରସ୍ଥିତ ସୂଚନା ଭବନରେ ‘ହାପି ମୋମେଣ୍ଟସ ଇଣ୍ଡିଆ’ ପକ୍ଷରୁ ଆୟୋଜିତ ଉତ୍କଳ ରତ୍ନ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷିତ   ସ୍ୱଭାବ କବି...

ଓଡ଼ିଶା: ଆଜିର ଫଟୋ (୭ ଏପ୍ରିଲ, ୨୦୨୪)

କଟକ ଚାନ୍ଦିନୀଚୌକ ପୂଜା ମଣ୍ଡପରେ ବାସନ୍ତୀ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି     ଭୁବନେଶ୍ୱର ଓର୍ଲଡ ଟାଉନରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ...

ଓଡ଼ିଶା: ଆଜିର ଫଟୋ (୬ ଏପ୍ରିଲ, ୨୦୨୪)

ଭୁବନେଶ୍ୱରରେ ଗ୍ରୀଷ୍ମ ପ୍ରବାହ  

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri